Latest Odisha News

BREAKING NEWS

Browsing Tag

Bhubaneswar

୨୧ ସ୍ୱାଗତମ ୨୧ ଅନଲାଇନ କଳା ଶିବିର ଉଦଯାପିତ

ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ ସ୍ୱାଗତମ ୨୧ ଶୀର୍ଷକ ଚାରି ଦିନିଆ ଅନଲାଇନ କଳା ଶିବିର ଶେଷ ଦିନରେ ୱେବିନାର ଜରିଆରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ କେବଶ ବର୍ଣ୍ଣୋତି ପରିଚାଲନା କରିଥିଲେ । ଇଷ୍ଟର୍ଣ୍ଣ…

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଛି । ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟକୁ ୪୦ ହଜାର ୮୦୦ ଭାୟାଲ ଆସିଛି । ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ…

ଭଲ ପାଇବାର ବର୍ଷ ୨୦୨୧

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ "ସଂସ୍କୃତି ସଂସ୍କୃତି "ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଏକ ମିଳନୀ ସମାରୋହ "ଭଲ ପାଇବାର ବର୍ଷ ୨୦୨୧" ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବହୁ ସାଧୁ ସନ୍ଥ ଓ କଳାକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ…

ଜନଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ହୀରାକୁଦ ଜନ ଆନ୍ଦୋଳନଠାରୁ ଆରମ୍ଭ କରି ବାଲିଆପାଳ , ଗନ୍ଧମାର୍ଦ୍ଦନ , ଗୋପାଳପୁର କିସ୍କୋ , ଚିଲିକାରେ ଟାଟାର ଚିଙ୍ଗୁଡ଼ି ଚାଷ ଆନ୍ଦୋଳନ , ପୋସ୍କୋ ଆନ୍ଦୋଳନ ଆଦି ଓଡ଼ିଶାର ବହୁ ଚର୍ଚ୍ଚିତ୧୦ ଟି ଜନ ଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ "ଗାଁ ଛାଡ଼ିବୁ ନାହିଁ " ଲୋହିଆ…

ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆଠାରେ ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜନେତା କୋଦଣ୍ଡଧର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭଜନର ପ୍ରଚାର ପ୍ରସାର ଉପରେ…

ଭୁବନେଶ୍ୱର:ରାଜ୍ୟ ସଂଗ୍ରହାଳୟରେ ଖୋଲିବାଜୁ ଯାଉଛି ଦେଶର ସବୁଠୁ ବଡ଼ ଆର୍ଟ ଗ୍ୟାଲେରୀ। ଏହା ଇଣ୍ଡିଆ ହାବିଟାଟସେଣ୍ଟର ଭିଜୁଆଲ ଆର୍ଟସ ଗ୍ୟାଲେରୀ ଠାରୁ ବଡ଼ ହେବ। ଏଠାରେ ୨୫୦ କଳାକୃତି ପ୍ରଦର୍ଶିତ ହେବ। ଜାନୁଆରୀ ଶେଷ-ଫେବୃଆରୀ ଆରମ୍ଭରେ ଏହି ଗ୍ୟାଲେରୀ ଉଦଘାଟନ କରାଯିବ। ଓଡିଶା ଲଳିତ କଳା…

୨୧ ସ୍ୱାଗତମ ୨୧ ଚିତ୍ରକଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଇଷ୍ଟର୍ନ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ସ୍ୱାଗତମ ୨୧ ଶୀର୍ଷକ ଅନଲାଇନ କଳା ଶିବିରକୁ ଶ୍ରୀ ରାମକୃଷ୍ଣ ବେଦଲା , ସଚିବ ଲଳିତକଳା ଏକାଡେମୀ , ନୂଆଦିଲ୍ଲୀ ଭିଡ଼ିଓ ବାର୍ତା ଜରିଆରେ ଶୁଭାରମ୍ଭ କରିଛନ୍ତି। ସେ ପ୍ରଥମେ ମାତା ସ୍ୱରସ୍ବତୀଙ୍କ ଶ୍ଳୋକ ଉଚ୍ଚାରଣ କରି…

ଭକ୍ତଙ୍କ ଲାଗି ଖୋଲିଲା ଇସ୍କନ ମନ୍ଦିର

ଭୁବନେଶ୍ୱର: ଦୀର୍ଘ ୯ ମାସ ପରେ ନୟାପଲ୍ଲୀର ଇସ୍କନ ମନ୍ଦିର ଶନିବାର ଦିନ ଭକ୍ତଙ୍କ ପାଇଁ ଖୋଲିଛି। ଯାହା କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିଲା। କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବା ସହ ଚାରିଟି ପର୍ଯ୍ୟାୟରେ ଦର୍ଶନ ହେବ ବୋଲି ମନ୍ଦିରର ସହ-ସଭାପତି ଉପେନ୍ଦ୍ର…

ରାଜଧାନୀରେ ଫାଷ୍ଟ ଫୁଡ୍ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଗୋପବନ୍ଧୁ ଛକରେ ଥିବା ଫାଷ୍ଟଫୁଡ ଦୋକାନ ଗ୍ରୀନ ଚିଲିରେ ଅଗ୍ନିକାଣ୍ଡ। ଆଜି ସନ୍ଧ୍ୟାରେ ଘଟିଛି ଏହି ଘଟଣା । ତେବେ ଅଗ୍ନିକାଣ୍ଡରେୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…

ରାଜଧାନୀରେ ବିମାନ ଯାତ୍ରୀଙ୍କଠାରୁ ଜବତ ହେଲା ବନ୍ଧୁକ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଯାତ୍ରୀଙ୍କଠାରୁ ଜବତ ହେଲା ବନ୍ଧୁକ । ଯାତ୍ରୀ ଜଣଙ୍କ ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିଲେ । ଯାଞ୍ଚ ବେଳେ ତାଙ୍କଠାରୁ ଏହି ବନ୍ଧୁକ ମିଳିଥିଲା । ଯାତ୍ରୀଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।