Latest Odisha News

BREAKING NEWS

Browsing Tag

Bhubaneswar

ନାବାଳିକା ଦୁଷ୍କର୍ମ ମାମଲା: ବୈଦୁତିକ ଗଣମାଧ୍ୟମ ଏମ୍‌ଡିଙ୍କୁ ନୋଟିସ୍‌

ଭୁବନେଶ୍ୱର : ରାଜଧାନୀର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମରେ ରାଜ୍ୟ ଶିିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍ । ସଂପୃକ୍ତ ଗଣମାଧ୍ୟମର ଏମଡିଙ୍କୁ ଏହି ନୋଟିସ୍ ହୋଇଛି । ୪୮ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କମିଶନରେଟ ପୋଲିସକୁ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ଏହି…

୮ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦେଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା…

ନିଶା ପାଇଁ ନାବାଳକକୁ ମର୍ଡର, ୪ ଗିରଫ

ଭୁବନେଶ୍ୱର: ନିଶା ପାଇଁ ନାବାଳକର ଗଲା ଜୀବନ । କିଛି ଅସମାଜିକ ଯୁବକଙ୍କୁ ଟଙ୍କା ନଦେବାରୁ ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ରାଜଧାନୀ ଭରତପୁର ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ନାବଳକଙ୍କ…

ଭୁବନେଶ୍ୱର-କଟକରେ ହେବ ଲେନ୍ ଡ୍ରାଇଭିଂ !

ଭୁବନେଶ୍ୱର:ଖୁବଶୀଘ୍ର ଭୁବନେଶ୍ୱରରେ ହେବ ଲେନ ଡାଇଭିଂ । ଦୁର୍ଘଟଣା ହ୍ରାସ ଓ ସଡକ ନିରାପତା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ଏହି ଟ୍ରାଫିକ୍ ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲେ ସରକାରଙ୍କ ପ୍ରମୁଖ ସଚିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଟକରେ ଲେନ୍…

ଭୁବନେଶ୍ୱରରେ ମହିଳାଙ୍କଠୁ ଝାମ୍ପିନେଲେ ୫ ଲକ୍ଷ

ଭୁବନେଶ୍ୱର: ମହିଳାଙ୍କଠାରୁ ଦିନ ଦ୍ୱିପହରେ ଲୁଟ୍ । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁଠାରୁ ୫ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଫୁଲନଖର ନିକଟ ତ୍ରିନାଥ ବଜାର ଛକରେ । ଏଠି ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି । ମହିଳାଙ୍କ ସ୍କୁଟିରୁ ବ୍ୟାଗ୍…

ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ଯୋଗଦେଲେ ସୌମ୍ୟା ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଲେ ସୌମ୍ୟା ମିଶ୍ର । କମିଶନରେଟ୍ ପୋଲିସ ଅଫିସରେ ତାଙ୍କୁ ସ୍ୱାଗତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ୨୦୧୪ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ଏହା ପୂର୍ବରୁ ସୁନ୍ଦରଗଡ ଏସ୍‌ପି ଭାବେ ସଫଳତାର ସହ କାର୍ଯ୍ୟ…

୭ ଦିନ ଭିତରେ ଏକାମ୍ର ହାଟ ଖାଲି କରିବାକୁ ଦୋକାନୀଙ୍କୁ ନୋଟିସ

ଭୁବନେଶ୍ୱର: ୭ ଦିନ ଭିତରେ ଖାଲି କର ଏକାମ୍ର ହାଟ । ଏଭଳି ନିର୍ଦ୍ଦେଶ ଦେଇଛି ଇଡ୍‌କୋ । ବ୍ୟବସାୟୀଙ୍କୁ ୭ ଦିନ ଭିତରେ ପୂରା ହାଟ ଖାଲି କରିବାକୁ ଇଡ୍‌କୋ କହିଛି । ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି । ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର…

ଦୟା ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁରରେ ଦୟା ନଦୀକୁ ଡେଇଁଲେ ଯୁବକ । ବନ୍ୟାପାଣିରେ ଭାସିଯାଇ ଯୁବକଜଣକ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗର ୨ଟି ଟିମ୍ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି । ନଦୀକୁ ଡେଇଁଥିବା ଯୁବକ ଜଣକ ହେଲେ ମଧୁସୁଦନ ଖୁଂଟିଆ । ଘର ଭୁବନେଶ୍ୱର ଓଲ୍ଡ ଟାଉନ…

ଭୁବନେଶ୍ୱରରେ ଲୁଟର ନୂଆ ଫଣ୍ଡା, ଯୁବତୀ ଦେଖାଇ କରୁଥିଲେ ଲୁଟ୍‌, ୨ ଗିରଫ

ଭୁବନେଶ୍ୱର: ଲୁଟ ର ନୂଆ ଫଣ୍ଡା ।  ଯୁବତୀ ଦେଖେଇ ଲୁଟ କରୁଥିଲେ ଲୁଟେରା । ଏଭିଲି ଏକ ଗ୍ୟାଙ୍ଗ ର ୨ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ୱର ୟୁନିଟ 8 ର  ଅମର ସେନାପତି ଓ  ଗଞ୍ଜାମ ରମନୋଜ ଗୌଡ଼। ଗତ 13 ତାରିଖରେ ତାଳଚେର ଅଞ୍ଚଳର ଜଣେ…

ଲଗାଣ ବର୍ଷାରେ ବେହାଲ ରାଜଧାନୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଜଳାର୍ଣ୍ଣବ ହୋଇଛି । ବୁଧବାରଠାରୁ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଏପରିକି ଜାତୀୟ ରାଜପଥରେ ବି ପାଣି ଭର୍ତ୍ତି ହୋଇଛି । ଫ୍ଲାଏ ଓଭର ରାସ୍ତାରେ ବି ସେଇ ସମାନ ଅବସ୍ଥା । ବିଶେଷ କରି ଜଳ ନିଷ୍କାସନର ସୁବିଧା ନ…