Latest Odisha News

BREAKING NEWS

Browsing Tag

Bhubaneswar

ନିଶାସକ୍ତ ଗାଡ଼ି ଚାଳକଙ୍କୁ କାବୁ କଲେ ପୋଲିସ କମିଶନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବ୍ୟସ୍ତବହୁଳ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଜଣେ ନିଶାସକ୍ତ ଗାଡ଼ି ଚାଳକଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କାବୁ କରିଥିବା ନେଇ ଜଣାପଡିଛି। ସଂପୃକ୍ତ ନିଶାସକ୍ତ ଗାଡି ଚାଳକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ନିକଟସ୍ଥ ଅତାଲା ବାସିନ୍ଦା…

ଆଜିଠୁ ସିଲ୍ ହେବ ଭୁବନେଶ୍ୱରର ୧୬ଟି କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏକ ମିଳିତ ସ୍କ୍ୱାଡ ସୋମବାର ଦିନ ଗାଇଡଲାଇନର ଉଲଘଂନ କରିଥିବା ଦର୍ଶାଇ ପ୍ରାୟ ୧୬ଟି କଲ୍ୟାଣ ମଣ୍ଡପକୁ ସିଲ୍ କରିବା ଆରମ୍ଭ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଡିଏର ବରିଷ୍ଠ ଅଧିକାରୀ…

ଭୁବନେଶ୍ୱରରୁ ଜବତ ହେଲା ଦେଶୀ ଓ ବିଦେଶୀ ମଦ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳ ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ଥିବା ୨ଟି ଘରେ ଗତକାଲି ବିଳମ୍ବିତ ରାତିରେ ସ୍ପେଶାଲ୍ ସ୍କ୍ୱାଡ୍ ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ଚଢାଉ କରି ଉଭୟ ଦେଶୀ ଓ ବିଦେଶୀ ମଦ ଜବତ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜବତ ୬୧୭ଟି ବିଦେଶୀ ମଦ…

ରାଜଧାନୀରେ ଜମୁଛି ଆଦିବାସୀ ମେଳାର ସମ୍ଭାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଡକଲ ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷ ଆଦିବାସୀ ମେଳା ଅନୁଷ୍ଠିତ ହୋଇଛି । ଆଦିବାସୀ ସମ୍ପ୍ରଦାୟର କଳା ସଂସ୍କୃତି ଜୀବନ ଧାରଣର ଶୈଳୀ ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ସାମଗ୍ରୀ ବିକ୍ରୀ କରିବା…

ରାଜଧାନୀର ଆର୍ଯ୍ୟ ପ୍ୟାଲେସ ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ଆର୍ଯ୍ୟ ପ୍ୟାଲେସରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଅନେକ ସାମଗ୍ରୀ ଗୁଡିକରେ ନିଆଁ ଲାଗି ପୋଡିଯାଇଛି । ଅନ୍ୟପକ୍ଷରେ ଏହି ହୋଟେଲର କିଚେନରୁ ନିଆଁ…

ସାଧାରଣତନ୍ତ୍ର ଦିବସ: ଓଡିଶାରେ ଚଳିତ ଥର ଦିଲ୍ଲୀ ଢାଞ୍ଚାରେ ହେବ ପ୍ୟାରେଡ୍‌

ଭୁବନେଶ୍ୱର: ଓଡିଶାରେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନୂଆଦିଲ୍ଲୀ ଢାଞ୍ଚାରେ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ, ଆସନ୍ତା ରବିବାର ଦିନ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପତାକା…

ଭୁବନେଶ୍ୱରର କଳ୍ପନା ଛକ ଭେଣ୍ଡିଂଜୋନରେ ଅଗ୍ନିକାଣ୍ଡ; ଜଳିଗଲା ଫଳ ଦୋକାନ

ଭୁବନେଶ୍ୱର: ଭୁବନେଶ୍ୱରର କଳ୍ପନା ଛକ ସ୍ଥିତ ଓଭର ବ୍ରିଜ୍ ନିକଟରେ ଥିବା ଫଳ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ଫଳରେ ଅନେକ ଫଳ ଦୋକାନ ଜଳିପୋଡି ପାଉଂଶ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ନିଆଁ…

ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଲାଗି ରାଜଧାନୀରେ କିଭଳି ରହିଛି ଟ୍ରାଫିକ୍ ବ୍ୟବସ୍ଥା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ପ୍ୟାରେଡ୍ ଆୟୋଜିତ କରାଯିବ । ଏପରିକି ପ୍ୟାରେଡର ପୂର୍ବାଭ୍ୟାସ ତଥା ଯାନବାହନ ଚଳାଚଳକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।…

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍‌-୨ର ମାର୍କେଟ ବିଲ୍ଡିଂରେ କିଛି ଅଜଣା ମୁଖାପିନ୍ଧା ଦୁର୍ବୁତ୍ତମାନେ ଗତ ଜାନୁଆର ୧୦ ତାରିଖ ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚିଣ୍ଟୁ, ପ୍ରିତମ ଓ ଉଦିତ ।…

ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଜମୁଛି ଭିଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ୨ ଦିନିଆ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଦର୍ଶକଙ୍କର ଖୁବି ଭିଡ ଜମୁଥିବା ଦେଖିବାକୁ ମିଳୁଛି। ରିଜୋଓନାଲ୍ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ପକ୍ଷରୁ ଏକାମ୍ର କାନନରେ ଏହି ପୁଷ୍ପ ପ୍ରଦର୍ଶନୀ…