Latest Odisha News

BREAKING NEWS

Browsing Tag

Bhubaneswar

ଆସନ୍ତା ୨୪ ଓ ୨୫ରେ ଭୁବନେଶ୍ୱରର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।…

ରାଜଧାନୀରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ କେହି ଦୁବୃର୍ତ୍ତ ଶୁକ୍ରବାର ଦିନ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ,…

ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୧ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ଅନେକ ଦିନଧରି ଅଭିଯୁକ୍ତ ଅଜୟ ବାଗ ସମ୍ପୃକ୍ତ କଲେଜ ଛାତ୍ରୀଙ୍କୁ ପିଛା କରିବା ସହ ହଇରାଣ ହରକତ ମଧ୍ୟ କରୁଥିଲେ । ଗତ ରାତିରେ…

ବିକ୍ଷୋଭକାରୀଙ୍କୁ ଡରାଇବ ବିଦ୍ୟୁତ୍ ଲାଠି, ଲୋୟର ପିଏମଜିରୁ ଆରମ୍ଭ

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଉଥିବା ବିକ୍ଷୋଭକାରୀଙ୍କୁ ଏବେ ସାବାଡ୍ କରିବ ବିଦ୍ୟୁତ୍ ଲାଠି । ଏହି ବିଦ୍ୟୁତ୍ ଲାଠିରେ କାହାର କିଛି କ୍ଷତି ହେବନି, କେବଳ ଯାହା ଆନ୍ଦୋଳନକାରୀଙ୍କୁ କରେଣ୍ଟ୍ ଝଟକା ଲାଗିବ । ରାଜ୍ୟ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ…

ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା; ୪ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଛକରେ ରବିବାର ଘଟିଥିବା ସିରିଜ ଦୁର୍ଘଟଣାରେ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ମିଳିଥିବା ସୂତ୍ରରୁ ପ୍ରକାଶ, ଏକ ବୋଲେରୋ ଗାଡି ଗୋଟିଏ ସ୍କୋର୍ପିଓକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ଗୋଟିଏ ବାଇକ, ସ୍କୁଟି ଓ  ରିକ୍ସାକୁ ଧକ୍କା…

ଦେଶର ୨ୟ ସ୍ୱଚ୍ଛ ହସ୍ପିଟାଲ୍ ଭାବେ ସ୍ଥାନ ପାଇଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ଦେଶର ସ୍ୱଚ୍ଛ ହସ୍ପିଟାଲ୍ କାଟେଗୋରୀ ବି’ରେ ୨ୟ ସ୍ଥାନ ଅଧିକାର କରିଛି ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ୍(ଏମ୍ସ), ଭୁବନେଶ୍ୱର । ଲଗାତାର ୨ଥର ପାଇଁ ଭୁବନେଶ୍ୱର ଏମ୍ସ ଏହି ଗୌରବ ଅର୍ଜନ କରିଛି । ‘ୱିକ୍ ହଂସା ରିସର୍ଚ୍ଚ ସର୍ଭେ’ ଦ୍ୱାରା ଏମ୍ସ ଏହି ସ୍ଥାନ ଅଧିକାର…

ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା: ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଓଡିଆ ଅଭିନେତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ୨ଜଣଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସ ଏନେଇ ଗୁରୁବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟ ଅନୁଯାୟୀ ଅଭିନେତ୍ରୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପାଇବା…

ଏବେ ରଙ୍ଗବେରଙ୍ଗ ଲତାରେ ସଜେଇ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଏବେ ଲତାରେ ସଜେଇହେବ ଭୁବନେଶ୍ୱର । ଖୁବଶୀଘ୍ର ଫ୍ଲାଇ ଓଭର୍ ତଳେ ଶୋଭାପାଇବାକୁ ଯାଉଛି ଫୁଲ ନଥିବା ଗଛ ଏବଂ ଆଳଂକାରିକ ତଥା ଦେଶୀ ଲତା । ସାରା ଭୁବନେଶ୍ୱରର ଭୁଚିତ୍ରକୁ ଏହିପ୍ରକାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କରିବାର ପ୍ରୟାସ କରୁଛି ଭୁୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ…

ରାଜଧାନୀରେ ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏକ ଏଟିଏମକୁ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ବ୍ୟକ୍ତି ଟଙ୍କା ଉଠାଇବା…

ମହିଳା ଆଇନଜୀବୀ ମୃତ୍ୟୁ ଘଟଣା: ସନ୍ଦେହ ଘେରରେ ପୁରୁଷ ବନ୍ଧୁ

ଭୁବନେଶ୍ବର: ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥିତ ଏକ ଘର ମଧ୍ୟରୁ ଶନିବାର ଦିନ ଜଣେ ମହିଳା ଆଇନଜୀବୀଙ୍କ ମୃତଦେହ ମିଳିବା ଘଟଣା ଏକ ନୂଆ ମୋଡ ନେଇଛି । କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଇନଜୀବୀ ଦୀପାଳି ପ୍ରିୟଦର୍ଶୀନୀ ଜେନାଙ୍କ ପୁରୁଷ ବନ୍ଧୁଙ୍କୁ…