Latest Odisha News

BREAKING NEWS

Browsing Tag

Bichitra Biswal

ଅନ୍ନଦାତାଙ୍କ ପ୍ରତି ଅନ୍ୟାୟ ଆଉ କେତେ ଦିନ??

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ସମଗ୍ର ଜନସଂଖ୍ୟାର ଏକ ବୃହତମ ଭାଗ ବା ୭୦ ପ୍ରତିଶତ ଜନତା କୃଷି କ୍ଷେତ୍ରରେ ନିୟୋଜିତ ଅର୍ଥାତ୍ କୃଷକ କିମ୍ବା କୃଷି ଶ୍ରମିକ । ବଡ଼ ଅଫିିସର, ନେତା, ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବଂଚିରହିବା…

ନିଜ ଭିତରକୁ ଆଖି ଖୋଲୁ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଗୋଟେ ଡଙ୍ଗାର ଚାରିପଟେ ଥିବା ପାଣି ପାଇଁ ଡଙ୍ଗାଟି ବୁଡ଼ିଯାଏ ନାହିଁ, ଡଙ୍ଗା ଭିତରେ ଥିବା ପାଣି ପାଇଁ ହିଁ ଡଙ୍ଗାଟି ବୁଡ଼ିଯାଏ । ସେହିପରି ଆମ ଚାରିପଟେ ହେଉଥିବା ଘଟଣା ସବୁ ପାଇଁ ଆମେ ଯେତିକି ଅସୁବିଧାରେ ପଡ଼ୁନାହିଁ, ଆମ ଭିତରେ…

ବାଘ ମୁହଁରେ ଚାଷୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଚାଷୀକୁ ତାର ଉତ୍ପାଦ ବିକ୍ରି କରିବା ପାଇଁ ଖୋଲା ବଜାରରେ ଛାଡ଼ି ଦେବା ଦ୍ୱାରା ହିଁ ଚାଷୀର ମଙ୍ଗଳ ହୋଇପାରିବ ବୋଲି ମୋଦି ସରକାର ସଂପ୍ରତି ଆଣିଥିବା କୃଷି ଅଧ୍ୟାଦେଶରେ କହିଛନ୍ତି । ଯଦିଓ ସାରା ଦେଶରେ ଏହି ଅଧ୍ୟାଦେଶର ବିରୋଧ…

ଆତ୍ମନିର୍ଭରଶୀଳ କୃଷି ବିନା ଆତ୍ମନିର୍ଭର ଭାରତ ସମ୍ଭବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କେବେ ଦିନେ କଥା ଥିଲା ‘ଚାଷ କାମ ଯାହାର, କେତେ ସୁଖ ତାହାର’ । କିନ୍ତୁ ଆଜି ଏହା ସଂପୂର୍ଣ୍ଣ ଓଲଟି ଯାଇଛି । କେହି ଭୁଲ୍‌ରେ ବି ଚାଷକୁ ନିଜ ବୃତି ଭାବେ ଆଦରି ନେବାକୁ ଚାହୁଁନାହାନ୍ତି । କାରଣ ଆମ ଦେଶରେ ଚାଷ ତଥା କୃଷି ବ୍ୟବସ୍ଥା…

ମୃତ୍ୟୁ ପଥରେ ନଦୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଖରା ଦିନେ ଟୋପାଏ ପାଣି ପାଇଁ ବ୍ୟସ୍ତ ହେଉଥିବା ଆମ ଦେଶ ବର୍ଷାର ଆରମ୍ଭରେ ପାଣିର ବହୁଳତାରେ ଚିତ୍କାର କରୁଥିବାର ଆମେ ଦେଖୁଛେ । ବର୍ଷା ଋତୁ ଆରମ୍ଭ ହେଉ ହେଉ ଅଧିକାଂଶ ରାଜ୍ୟ ବନ୍ୟାର ଦାଉରେ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି । ଖରା ଦିନେ…

ଲାଉଙ୍ଗିମାନଙ୍କ ସଂକଳ୍ପ ବନାମ କୁହାମୁଣ୍ଡା କପିଳା ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍‌ନାରେ ପାହାଡ଼ର ଦର୍ପ ବି ଚୁନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥୀ ମାନ୍‌ଝି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଓ ତାଙ୍କ ଉପରେ ଗୋଟେ ବଲିଉଡ଼୍ ଚଳଚ୍ଚିତ୍ର ବି ନିର୍ମାଣ…

ତାଲାବନ୍ଦ ସମୟରେ ପୁଷ୍ଟି ବଗିଚା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ବା ତାଲାବନ୍ଦ ଯୋଗୁ ସାରା ରାଜ୍ୟର ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେଥିମଧ୍ୟରୁ ଦୈନିକ ଉପଯୁକ୍ତ ପରିମାଣର ଓ ପ୍ରକାରର ଖାଦ୍ୟର ଅଭାବ ତଥା ଖାଦ୍ୟରେ ବିବିଧତାର ଅଭାବ…

ମୂଲ୍ୟହୀନ ବିତର୍କ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆଜିକାଲି ବୈଦ୍ୟୁତିକ ଗଣମାଧ୍ୟମ ତଥା ସମ୍ବାଦ ଚ୍ୟାନେଲ୍ ମାନଙ୍କରେ ସମ୍ବାଦ ପରିବେଷଣ ବ୍ୟତୀତ ଭିନ୍ନ ଭିନ୍ନ ବିଷୟରେ ଷ୍ଟୁଡ଼ିଓରେ ବିତର୍କ ଆୟୋଜନ କରିବା ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଉଭା ହୋଇଛି । କିନ୍ତୁ ଏହି ବିତର୍କ…

ଜଙ୍ଗଲ ବେକରେ ସରକାରୀ କୁରାଢ଼ୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆମେ ସମସ୍ତେ ଜାଣିଛେ ଓ ପିଲା ବେଳୁ ପଢ଼ି ଆସୁଛେ, ଜଙ୍ଗଲର ମଣିଷ ସମାଜ ପାଇଁ ବହୁତ ଅବଦାନ ଅଛି । ପରିବେଶକୁ ଠିକ୍ ରଖିବା ପାଇଁ ଜଙ୍ଗଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ଜଙ୍ଗଲର ଭୂମିକାକୁ ଆଖିରେ ରଖି ସରକାରରେ ଜଙ୍ଗଲ ଓ ପରିବେଶ…

ସଂସ୍କୃତିକୁ ନଷ୍ଟ କରୁଛି କିଏ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଏ ଦୁନିଆରେ କେହି ବି ଶତ ପ୍ରତିଶତ ଠିକ ନୁହଁନ୍ତି। ସମସ୍ତଙ୍କ ଭିତରେ ସିମୀତତା ଅଛି। ସମସ୍ତେ ସୀମିତତାକୁ ନେଇ ଆଗକୁ ବଢନ୍ତି। ସେମିତି ଏ ଦୁନିଆରେ କେହି ବି ପ୍ରଶ୍ନର ଉର୍ଦ୍ଧ୍ବରେ ନୁହଁନ୍ତି। ଏପରିକି ଭଗବାନ ବି ନୁହଁନ୍ତି। ଅସଲ…