Latest Odisha News

BREAKING NEWS

Browsing Tag

Bijepur

ବିଜେପୁରରେ ହାଇଭୋଲଟେଜ୍ ପ୍ରଚାର, ଆଜି ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’

ବରଗଡ: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁ ଓହ୍ଲାଇବେ । ଏପରିକି…

ବିଜେପୁର ଉପ ନିର୍ବାଚନ: ବିଜେଡି ପକ୍ଷରୁ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନ ଲାଗି ଗୁରୁବାର ଦିନ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ତାରକା ଖଚିତ ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ଏହି ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇପଡିଥିବା ବେଳେ ବିଜେଡି ପକ୍ଷରୁ…

ସରଗରମ ହେଲା ବିଜେପୁର ରାଜନୀତି: ତିନି ପ୍ରମୁଖ ଦଳର ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର

ବିଜେପୁର: ବିଜେପୁର ନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହୋଇଥିବା ବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ଦାଖଲ କରିସାରିଥିବା ସୂଚନା ମିଳିଛି । ପ୍ରଥମେ ବିଜେଡି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଏହାପରେ ପ୍ରାର୍ଥୀନୀ ରୀତା ସାହୁ ଓ…

ବିଜେପୁର ଉପ ନିର୍ବାଚନ: ସନତ ଗଡତିଆ ହେଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଯାଇଛି । ଚଳିତ ୨୦୧୯ ନିର୍ବାଚନରେ ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ…

ବିଜେପୁର ଉପ ନିର୍ବାଚନ: ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ । ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ଆଜି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ନାମରେ ମୋହର ମାରିଛନ୍ତି । ନବୀନ ନିବାସରେ ଶନିବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି…

ବିଜେପୁର ଲଢେଇ: ପ୍ରାର୍ଥୀ ଚୟନ ପାଇଁ ଅଣ୍ଟା ଭିଡ଼ିଲେଣି ତିନି ଦଳ

ଭୁବନେଶ୍ୱର: ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେପୁରରେ ପ୍ରାର୍ଥୀ ଚୟନ ନେଇ ତିନି ଦଳରେ ଆରମ୍ଭ ହୋଇଛି କସରତ । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ନବୀନ ନିବାସରେ ବିଜେଡି ବୈଠକ ବସିବାକୁ ଯାଉଥିବା ବେଳେ ବିଜେପି ଖୁବଶୀଘ୍ର କେନ୍ଦ୍ରୀୟ କମିଟିକୁ ତିନିଜଣଙ୍କ ନାମ ସୁପାରିସ୍…

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପଶ୍ଚିମ ଓଡିଶା ଲାଗି ଅପମାନ ସଦୃଶ: ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନ ଛାଡିବା ନିଷ୍ପତ୍ତିକୁ ସୋମବାର ଦିନ ବିଜେପି ସମାଲୋଚନା କରିଛି । ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, “ବିପୁଳ ଭୋଟରେ ଜିତିଥିବା ବିଜେପୁର ଆସନକୁ ମୁଖ୍ୟମନ୍ତ୍ରୀ…

ବିଜେପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର : ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାୟ ଦ୍ୱିପ୍ରହର ସମୟରେ ଏକ ବିମାନ ଯୋଗେ ପଦ୍ମପୁରର ସତିଭାତରେ…

ନବୀନ ହିଞ୍ଜିଳି ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ

ଭୁବନେଶ୍ୱର/ଛତ୍ରପୁର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଞ୍ଜିଳି ବିଧାନସଭା ଆସନ ଲାଗି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୮ଟା ୩୦ ମିନିଟ୍…