Latest Odisha News

BREAKING NEWS

Browsing Tag

Bjd

ଧାମନଗର ଉପନିର୍ବାଚନ; ଆଜି ଅବନ୍ତୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ

ଭଦ୍ରକ: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଉ ହାତରେ ଗୋଟିଏ ଦିନ । ତିନିଦଳର ଘନ ଘନ ମାରାଥନ ହାଇଭୋଲଟେଜ୍ ପ୍ରଚାରରେ ଧାମନଗର କମ୍ପୁଛି । ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳର ସୁପ୍ରିମୋ ପ୍ରଚାର କରିବେ । ନବୀନଙ୍କ ଭର୍ଚୁଆଲ୍…

ଧାମନଗର ପରାଜୟ ଭୟରେ ବିଜେପି ବାରମ୍ବାର CEOଙ୍କୁ ଭେଟୁଛି: ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ୩ ଦିନ । କିନ୍ତୁ ଆରୋପ ପ୍ରତ୍ୟାରୋପ ସରୁନି । ଭୁବନେଶ୍ୱରରୁ ଦିଲ୍ଲୀ ପୁଣି ଭୁବନେଶ୍ୱର ବିଜେଡି, ବିଜେପି ଏଭଳି ଅଭିଯୋଗରେ ମାତିଛନ୍ତି । ଶୁକ୍ରବାର ପୁଣି ଥରେ ବିଜେଡି ନେତା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।…

ଧାମନଗର ଉପନିର୍ବାଚନ, ବିଜେପି ପରେ ନିର୍ବାଚନ କମିଶନଙ୍କୁ ଆଜି ଫେରାଦ ହେବ ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ବିଜେପି, ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଅଭିଯୋଗ କରିଥିଲେ, ବିଜେଡି ଭୋଟରଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ…

ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରାଜେନ୍ଦ୍ର ଦାସଙ୍କୁ ବହିଷ୍କାର କଲା ବିଜେଡି

ଭୁବନେଶ୍ୱର: ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ଆଜି ବହିଷ୍କାର କରିଛି ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ରଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ଧାମନଗର ଉପନିର୍ବାଚନରେ ଦଳ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ପ୍ରାର୍ଥୀ…

ଧାମନଗରରେ ଅବନ୍ତୀଙ୍କ ଭୋଟକୁ ହାଇଜାକ କରିବେ କି ରାଜୁ ଦାସ ?

ଭଦ୍ରକ: ଧାମନଗର ଉପନିର୍ବାଚନ ନାମାଙ୍କନର ଶେଷ ଦିନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଥାଟବାଟ ଧରି ବିଜେଡି ଧାମନଗରରେ ଶକ୍ତି ପ୍ରଦର୍ଶନ କରିଛି । ସେପଟେ ବିଜେଡି ଟିକେଟ୍ ନପାଇ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରି ବିଜେଡିକୁ ଝଟକା…

ବୁଝାଇ ପାରିଲେନି ୨ ପ୍ରଣବ ! ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ରାଜେନ୍ଦ୍ର ଦାସ

ଭଦ୍ରକ: ଭଦ୍ରକ ବିଜେଡିରେ ବିଦ୍ରୋହ । ଟିକେଟ୍ ଦେଲାନି ଦଳ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ରାଜେନ୍ଦ୍ର ଦାସ । ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଶେଷ ମୁହୂର୍ତ୍ତ ଯାଏ ରାଜେନ୍ଦ୍ର ଦାସଙ୍କ ନାଁ ଚର୍ଚ୍ଚା ହେଉଥଲା…

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ନେତା ରାଜେନ୍ଦ୍ର ଦାସ

ଧାମନଗର: ଧାମନଗର ଉପନିର୍ବାଚନ  ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ରାଜେନ୍ଦ୍ର ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି  ରାଜେନ୍ଦ୍ର ଦାସ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।  ଆଉ କିଛି ସମୟ ପରେ ନାମାଙ୍କନ ପତ୍ର ଭରିବେ ବିଜେଡି ନେତା ରାଜେନ୍ଦ୍ର ଦାସ ।…

ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିବେ ୩ କେନ୍ଦ୍ରମନ୍ତ୍ରୀ, ଅବନ୍ତୀଙ୍କ ପାଇଁ ମୈଦାନକୁ ଓହ୍ଲାଇବେ କି ନବୀନ ?

ଭୁବନେଶ୍ୱର: ଧାମନଗର ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କୁ ଆଣି ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଧାମନଗରରେ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ଏନେଇ…

ନବୀନଙ୍କ ମହିଳା କାର୍ଡକୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ କାଉଣ୍ଟର !

ଭୁବନେଶ୍ୱର: ଧାମନଗରରେ ପ୍ରଚାର ଜମିବ । ବିଜେଡିକୁ ଗୋଡ଼େ ଗୋଡ଼େ ଜଗିବ ବିଜେପି । ନାମାଙ୍କନ ସରିନି କି ପ୍ରଚାର ଆରମ୍ଭ ହୋଇନି । କିନ୍ତୁ ଧାମନଗର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟର ରାଜନୀତି । ବୁଧବାର ବିଜେଡି ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ…

ଅର୍ଚ୍ଚନାଙ୍କୁ ନେଇ ରାଜନୀତି, କଣ କହିବେ ଭାଷା ପାଉନାହାଁନ୍ତି ନେତା

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପରେ ପୋଲିସର ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଅର୍ଚ୍ଚନାଙ୍କ ରାକେଟ ପଛରେ ବଡ଼ ବଡ଼ ନେତା, ମନ୍ତ୍ରୀ ଅଛନ୍ତି । ସରକାରୀ ଦଳର ପ୍ରଛଦ ପ୍ରୋତ୍ସାହନରେ ଅର୍ଚ୍ଚନା ରାକେଟ ଚଳାଉଥିବା ଅଭିଯୋଗ କରିଛି ବିଜେପି । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ନେତା,…