Latest Odisha News

BREAKING NEWS

Browsing Tag

Bjd

ଗୋଟିଏ ଜିଲ୍ଲା ଓ ୭ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର : ଗୋଟିଏ ଜିଲ୍ଲା ଓ ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ସହପର୍ଯ୍ୟବେକ୍ଷକ ନିଯୁକ୍ତ । ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲା ପାଇଁ କୁନା ବିହାରୀ ଦାସଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ,…

ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ, ଚାଲିଛି ଆଲୋଚନା

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ । ଏ ନେଇ ପିପିଲି ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନେତୃତ୍ୱରେ ଆଲୋଚନା ହୋଇଛି । ନିର୍ବାଚନରେ ମହାରଥୀଙ୍କ ପରିବାରର କେହି ସଦସ୍ୟ କି ଅନ୍ୟ କେହି ଟିକେଟ୍ ପାଇବେ ତା ଉପରେ ସମସ୍ତଙ୍କ ନଜର…

ବିଜେଡି କାର୍ଯ୍ୟକାରିଣୀ ବୈଠକ, ନେତାଙ୍କୁ ମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର: ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ । ଦଳୀୟ କାର୍ଯ୍ୟାଳୟରେ ସକାଳ ସାଢ଼େ ୧୦ଟାରେ ଏହି ବୈଠକ ବସିବ । ସଭାପତିତ୍ୱ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକରେ ୮୦ ଜଣ କାର୍ଯ୍ୟକାରିଣୀର ସଦସ୍ୟ ଯୋଗ ଦେବେ । ଗୁରୁମନ୍ତ୍ର ଦେବେ ନବୀନ କାର୍ଯ୍ୟକାରିଣୀରେ ବିଜେଡି…

ଉପନିର୍ବାଚନ ଫଳାଫଳ: ‘କଂଗ୍ରେସ ପରାଜୟ ପଛରେ କଂଗ୍ରେସ ହିଁ ଦାୟୀ’

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିକୁ ମିଳିଛି ବଡ ବିଜୟ । ପରାଜୟର ସାମ୍ନା କରିଛି ବିଜେପି ଓ କଂଗ୍ରେସ । ଦୁଇ ଆସନରେ କଂଗ୍ରେସ ପୁରା ଧରାଶାୟୀ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟର ରଖିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ବାଲେଶ୍ୱର ଓ ତିର୍ତୋଲରେ…

ଦ୍ୱାଦଶ ରାଉଣ୍ଡ ଗଣତି ଶେଷ, ବାଲେଶ୍ୱର ସଦରରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ୱର: ବାଲେଶ୍ୱରରେ ଦ୍ୱାଦଶ ରାଉଣ୍ଡ ଗଣତି ସରିଛି । ଏହି ରାଉଣ୍ଡରେ ମଧ୍ୟ ବିଜେଡି ତାର ଦବ୍ଦବା ବଜାୟ ରଖିଛି । ଦଶମ ରାଉଣ୍ଡରେ ବିଜେଡି ୭୪୪, ଏକାଦଶ ରାଉଣ୍ଡରେ ୧୭୧ ଏବଂ ଦ୍ୱାଦଶ ରାଉଣ୍ଡରେ ୬୨୪  ଭୋଟରେ ଆଗରେ ରହିଛି। ଏଯାବତ୍ ବିଜେଡି ସର୍ବମୋଟ୍ ୫୭୧୩ ଭୋଟରେ ବିଜେପିଠାରୁ ଆଗୁଆ…

ତୃତୀୟ ରାଉଣ୍ଡ ଗଣତି, ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର: ବାଲେଶ୍ୱର ସଦର ଆସନରେ ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ହୋଇଛି । ଏଥିରେ ମଧ୍ୟ ବିଜେଡି ଆଗୁଆ ରହିଛି । ତୃତୀୟ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୪୦୫ ଭୋଟରେ ଆଗୁଆ ରହିଛନ୍ତି । ବିଜେଡି ୧୦,୩୬୭, ବିଜେପି ୯୦୧୫, କଂଗ୍ରେସ ୧୭୮୮ ଭୋଟ ପାଇଛି।

ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ, ଆଗରେ ବିଜେଡି

ତିର୍ତ୍ତୋଲ: ତିର୍ତ୍ତୋଲରେ ଶେଷ ହୋଇଛି ତୃତୀୟ ରାଉଣ୍ଡ ଭୋଟ ଗଣତି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪,୪୪୫ ଭୋଟରେ ଆଗୁଆ ରହିଛି । ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୧୪୦୪ ଭୋଟ ମିଳିଥିବାବେଳେ ବିଜେପିକୁ ୬, ୯୫୯ ଏବଂ କଂଗ୍ରେସକୁ ୧, ୬୭୭ ଭୋଟ ମିଳିଛି ।…

ଚର୍ଚ୍ଚାରେ ଭାଇରାଲ ଅଡିଓ କ୍ଲିପ୍‌, ପ୍ରତିକ୍ରିୟା ରଖିଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିଓକୁ ନେଇ ଏବେ ଚର୍ଚ୍ଚା। ଜୀବନ ପ୍ରଦୀପ ଜଣେ କର୍ମୀଙ୍କ ସହିତ ସେ କଥା ହୋଇଥିଲେ, ଯାହାର ଅଡିଓ ଭାଇରାଲ ହୋଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ୍‌ ପାଇଥିବା…

ବିଜେଡ଼ିରୁ ଇସ୍ତଫା ଦେଲେ ନିଲମ୍ବିତ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନପରେ ପୂର୍ବତନ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ଗତ ଦୁଇ ଦିନ ତଳେ ଶ୍ରୀ ଦାସ ପାର୍ଟିରୁ ନିଲମ୍ବିତ ହୋଇଥିଲେ ।…

କାଲି ସରିବ ଉପନିର୍ବାଚନ ପ୍ରଚାର, ଶେଷ ମୁହୂର୍ତ୍ତରେ ଭୋଟ ମାଗୁଛନ୍ତି ନେତା

ବାଲେଶ୍ୱର: ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଉପନିର୍ବାଚନ ପ୍ରଚାର । ଏଥିପାଇଁ ଶେଷ ମୁହୂର୍ତ୍ତରେ ଚାଲିଛି ଚୋରଦାର ଉଦ୍ୟମ । ମଇଦାନରେ ୩ ପ୍ରମୁଖ ଦଳର ନେତା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି । ଘର ଘର ବୁଲି ନିଜ ନିଜ ପ୍ରାର୍ଥୀଙ୍କ ସମର୍ଥନରେ…