Latest Odisha News

BREAKING NEWS

Browsing Tag

BJP Protest

ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ବିରୋଧ କଲା ପରଜଙ୍ଗ ବିଜେପି

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରିସରରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନୃସିଂହ ଚରଣ ସାହୁଙ୍କୁ ବିରୋଧ କରିଛନ୍ତି ଶତାଧିକ ବିଜେପି କର୍ମୀ । କୌଣସି ସରପଞ୍ଚଙ୍କୁ ନଜଣାଇ ବିଧାୟକ ପଟ୍ଟା ବଣ୍ଟନ କରୁଛନ୍ତି । ଏପରିକି ଯେଉଁ ପଞ୍ଚାୟତର ସେ ପଟ୍ଟା ବଣ୍ଟନ…

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ବନ୍ଦ

ଦେବଗଡ଼ : ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କ ଗିରଫ ଦାବିରେ ବିଜେପିର ଦେବଗଡ଼ ଜିଲ୍ଲାରେ ବନ୍ଦ ଡାକରା । ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ପକ୍ଷରୁ ବନ୍ଦ ପାଳନ…

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ବିଜେପି କର୍ମୀ

ଭଦ୍ରକ : ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେତି ଉଗ୍ର ହୋଇଛି ବିଜେପି । ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଆଜି ଭଦକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ବିଜେପି କର୍ମୀ । ଜୋର ଜବରଦସ୍ତ…

ଗନ୍ ପଏଣ୍ଟରେ ମହିଳାକୁ ଦୁଷ୍କର୍ମ ଘଟଣା: ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

ଜୟପୁର: ଜୟପୁର ବାଗମୁଣି ଗାଁ ଗଣ ଗଣଦୁଷ୍କର୍ମ ଘଟଣା । ସ୍ୱାମୀ ଓ ପୁଅକୁ ଗନ୍ ପଏଣ୍ଟରେ ରଖି ମହିଳାଙ୍କୁ ଦୁଷ୍କର୍ମ ଘଟଣା ଆଜକୁ ଦୀର୍ଘ ୬ ଦିନ ବିତି ଯାଇଥିଲେ ବି ପୋଲିସ ମାମଲା ରୁଜୁ କରି ଚୁପ ବସିଛି । ଏନେଇ ଆଜି ଜୟପୁରରେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ସକାଳ ୬ଟା ରୁ…

ଜୋର ଧରିଲା ମମିତା ପ୍ରସଙ୍ଗ, ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ମିମତା ପ୍ରସଙ୍ଗ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି । ବିଜେପି ରାଜ୍ୟ କାର୍ୟ୍ୟାଳୟରୁ ବିଧାନସଭା ଯାଏ ହଜାର ହଜାର ବିଜେପି ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜି…

[ଭିଡ଼ିଓ] ବିରୋଧୀଙ୍କ ହଟ୍ଟଗୋଳ: ଗୃହ ବାହାରେ ଗଙ୍ଗାଜଳ, ଗୋବର ପାଣି ଛିଞ୍ଚି ପ୍ରତିବାଦ

ଭୁବନେଶ୍ୱର: ଗୃହ ଆରମ୍ଭରୁ ଗୃହରେ ମମିତା ମେହେର ଝଡ଼ । ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କଲେ ବିରୋଧୀ । ମମିତା ମେହେର ମାମଲାକୁ ନେଇ ଆଜି ବିଧାନସଭାରେ ବିଜେପି ପ୍ରତିବାଦ କରିଛି । ପବିତ୍ର ଗୃହକୁ, ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବାରୁ ଗୃହ ଅପବିତ୍ର…

ପୁରୀରେ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିଜେପିର ବିକ୍ଷୋଭ

ପୁରୀ : ପୁରୀରେ ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିରୋଧ । ପୌର ପ୍ରଶାସନ ପକ୍ଷରୁ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିକ୍ଷୋଭ ଓ ଧାରଣା ଦେଇଛି ବିଜେପି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପି କର୍ମୀ…

ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ କଟକ ନଗର ବିଜେପିର ବିକ୍ଷୋଭ ପ୍ରଦର୍ଶନ

କଟକ: ବିଦ୍ୟୁତ୍ ବିଭାଗର ମନମୁଖୀ ଶାସନକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଫଳରେ ପ୍ରତିବାଦ ସ୍ୱରୂପ ଆଜି ନଗର ବିଜେପି ପକ୍ଷରୁ ଟାଉନ ହଲଠାରେ ଥିବା ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି ଅଭିଯୋଗ କରିଛି ପ୍ରତିଦିନ…

ପରୀ ପାଇଁ ନ୍ୟାୟ ଦାବି: ରାଜଭବନ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ନୟାଗଡ଼ର ନାବାଳିକ ହତ୍ୟା ମାମଲାରେ ଥମୁନି ରାଜନୀତି । ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ରାଜଭବନ ଆଗରେ ଧାରଣା ଦିଆଯାଇଛି । ଅଭିଯୁକ୍ତଙ୍କ ଗିରଫ ସହ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବି…