Latest Odisha News

BREAKING NEWS

Browsing Tag

Bjp

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ମୁଖ୍ୟମନ୍ତ୍ରୀ ରଖିବା ପରେ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗତକାଲି ନିଜ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା…

ନବଙ୍କ ହତ୍ୟାର ତଦନ୍ତ ନେଇ ବର୍ଷିଲେ ନବୀନ, କହିଲେ ‘ହୀନ ରାଜନୀତି କରୁଛନ୍ତି ବିରୋଧୀ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ବିରୋଧୀ ବିଜେପି ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି । ଯାହାକି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ଅପମାନବୋଧକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି,…

ବିଧାନସଭା ବାହାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ୱର: ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ବାହାରେ ବିରୋଧୀଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗର ଜବାବ ରଖିଛନ୍ତି ନବୀନ । କହିଛନ୍ତି, ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସ୍ଥିତି ପାଇଁ ପୁଞ୍ଜିନିବେଶ ଆସୁଛି । ଯଦି ରାଜ୍ୟରେ ଆଇନ୍ ଶୃଙ୍ଖଳା…

‘କେନ୍ଦ୍ରାପଡା’ ଏଥର ବିଜେଡିରୁ ଗୀତାଞ୍ଜଳି ନା ରାଜେଶ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିରୁ କିଏ ହେବ ପ୍ରାର୍ଥୀ ?ଶଶୀଭୂଷଣଙ୍କ ଜାଗା କିଏ ନେବ। ଏହାକୁ ନେଇ ଏବେ କେନ୍ଦ୍ରାପଡା ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ଗତ ସାଧାରଣ ନିର୍ବାଚନରେ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ପରେ…

ଜୟନାରାୟଣଙ୍କ ମାନସିକ ଦୋଷ ଅଛି, ଟ୍ରିଟମେଣ୍ଟ୍ ଆବଶ୍ୟକ : ଲତିକା

ଭୁବନେଶ୍ୱର : ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ମୁଣ୍ଡ ଦୋଷ ଅଛି ବୋଲି ଶୁଣାଇଛନ୍ତି ବିଜେଡି ବିଧାୟିକା ଲତିକା ପ୍ରଧାନ । ଶାସକ ଦଳ ବିଧାୟକ ଅମର ଶତପଥୀଙ୍କ ପରେ ପୁଣି ସମାନ ଢଙ୍ଗରେ ଜୟନାରାୟଣ ମିଶ୍ରଙ୍କୁ 5-T ର ଭୂତ ଲଗା ଭୂମିକାକୁ ଭିଡିଛନ୍ତି ଲତିକା। ଏପରିକି ବିରୋଧୀ ଦଳ ନେତା…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଭଦ୍ରକ ଗସ୍ତ ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ଶାହଙ୍କ ଭଦ୍ରକ ଗତ କାହିଁକି ସ୍ଥଗିତ ରଖାଗଲା ସେ ନେଇ କୌଣସି କାରଣ କୁହାଯାଇ ନାହିଁ । ଅମିତ ଶାହଙ୍କ ଗସ୍ତ…

‘ଓଡ଼ିଶା ସରକାର ଗରିବ, ଦଳିତ ଓ ଆଦିବାସୀ ବିରୋଧୀ’: ବିଭୂ ତରାଇ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିକୁ ବେଆଇନ୍ ଭାବେ ଜୋର ଜବରଦସ୍ତ ହଡପ କରାଯାଉଥିବା ଅଭିଯୋଗ କରିଛି ବିଜେପି । ଏଥିରେ ବିରାଟ ରାକେଟ କାର୍ଯ୍ୟ କରୁଛି ଏବଂ ଏହାର ସଦସ୍ୟ ଭାବେ ବହୁ ସରକାରୀ କର୍ମଚାରୀ ସମ୍ପୃକ୍ତ । ଏଭଳି ଅନୈତିକ କାର୍ଯ୍ୟକୁ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତା…

ଗାଁକୁ ଯିବେ ବିଜେପି କଂଗ୍ରେସ, ଆଗରେ ଚାଲୁଛି ବିଜେଡି

ଭୁବନେଶ୍ୱର: ଆସନ୍ନ ନିର୍ବାଚନ ପାଇଁ ଏବେ ଦଲଗୁଡିକର ଗାଁକୁ ଚାଲ ପର୍ବ ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟରେ ଦୁଇ ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଗାଁ ଗାଁରେ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛନ୍ତି। କଂଗ୍ରେସ ପକ୍ଷରୁ ଆସନ୍ତା 23 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ପ୍ରତେକ…

ଜୟ ନାରାୟଣଙ୍କ ପଛରେ ବଂଶଲ ପାୱାର !

ଭୁବନେଶ୍ୱର: କାହା ବଳରେ ବଳିୟାନ ଜୟନାରାୟଣ ମିଶ୍ର? କାହାଠୁ ଏତେ ଶକ୍ତି ପାଉଛନ୍ତି ଜୟ? ଜୟଙ୍କ ପଛରେ କିଏ? ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଲଗାତର ଟାର୍ଗେଟ କରୁଥିବା ଜୟନାରାୟଣଙ୍କୁ ବିଜେପିର କିଛି ପ୍ରଭାବଶାଳୀ ନେତା ପରୋକ୍ଷରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ଜୟଙ୍କ…

ଏପ୍ରିଲ ୬ରୁ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ‘ଗାଁ ଗାଁ ଚାଲ; ଘର ଘର ଚାଲ’ ଅଭିଯାନ

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ଆଦୌ ଦରଦ ନାହିଁ ଏବଂ ତାଙ୍କୁ ବିକାଶ ଧାରାରୁ ବଞ୍ଚିତ ରଖୁଛନ୍ତି । ଓଡ଼ିଶାରେ ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗର । ଆଜି…