Latest Odisha News

BREAKING NEWS

Browsing Tag

Cancer

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ…

ସାନିଟାରୀ ପ୍ୟାଡ ବ୍ୟବହାର କଲେ ହୋଇପାରେ କ୍ୟାନ୍ସର ; ନୂଆ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଆପଣ ମାନେ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାନିଟାରୀ ପ୍ୟାଡ ବ୍ୟବହାର କରିବା ଦ୍ବାରା ହୋଇପାରେ କର୍କଟ ରୋଗ । ଏମିତିକି ବନ୍ଧ୍ୟାକରଣ ସମସ୍ୟା ମଧ୍ୟ ଦେଖା ଦେଇପାରେ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି  । ପ୍ରତ୍ୟେକ…

ଦୈନିକ ୧୦ ହଜାର ଷ୍ଟେପ ଚାଲନ୍ତୁ, କ୍ୟାନସର ଭଳି ମାରାତ୍ମକ ରୋଗ ଭୟରୁ ନିର୍ଭୟ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିନକୁ ୩୦ମିନିଟ୍ ଚାଲିବା, ଯୋଗ ଓ ଜିମ୍ ଯିବା ସହ ସମାନ। କିନ୍ତୁ ଆପଣ ଜାଣନ୍ତିକି ପ୍ରତିଦିନ ଚାଲିବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ। ସିଡନୀ ୟୁନିଭରସିଟି ଏବଂ ଅଷ୍ଟ୍ରେଲିଆର ସାଉଥ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଦୈନିକ…

ଚିକିତ୍ସା ବିଜ୍ଞାନର ବଡ଼ ସଫଳତା, ଔଷଧ ଖାଇ କ୍ୟାନସର ମୁକ୍ତ ହେଲା ମଣିଷ !

ନୂଆଦିଲ୍ଲୀ: କର୍କଟ ରୋଗ ବା କ୍ୟାନସର ଏକ ଏମିତି ରୋଗ ଯାହା ନାଁ ଶୁଣିଲେ ପ୍ରାୟତଃ ଅଧିକାଂଶଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ। ଯେଉଁ ଆକ୍ରାନ୍ତ ବ୍ୟୟବହୁଳ ଚିକିତ୍ସା ନେଇଥିବେ ତାହାଲେ ହୁଏତ ସିଏ ଆଉ କିଛି ଦିନ ଅଧିକ ବଞ୍ଚିଯିବାର ସମ୍ବାବନା ଥାଏ। ତେଣୁ ଏହି ରୋଗକୁ ମାରାତ୍ମକ…

ପେଟ ଭିତର ତ୍ୱଚାରୁ ତିଆରି ହେଲା ନୂଆ ଜିଭ, ୮ ଘଣ୍ଟାର ସର୍ଜରୀ ପରେ କର୍କଟ ଆକ୍ରାନ୍ତ ପାଇଲେ ନୂଆ ଜୀବନ

ବେଙ୍ଗଳୁରୁ: ବେଙ୍ଗଳୁରୁରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି ୫୩ ବର୍ଷୀୟ ରାଜେଶ । ସେ କେବେ ମାଦକ ଦ୍ରବ୍ୟ କିମ୍ବ ଗୁଟଖା ସେବନ କରନ୍ତି ନାହିଁ । ତଥାପି ତାଙ୍କ ଜିଭରେ ଏକ ଘା’ ହୋଇ ଯାଇଥିଲା । ସେ ଜିଭରେ ହୋଇଥିବା ଘା’କୁ ଠିକ୍ କରିବାକୁ ଚିକିତ୍ସା ତ କରାଇଲେ, କିନ୍ତୁ ତାହା ଠିକ୍…

ପ୍ରାରମ୍ଭରୁ ଚିହ୍ନଟ ଏବଂ ଉତମ ଚିକିତ୍ସା ଦ୍ୱାରା କର୍କଟ ରୋଗକୁ ପରାସ୍ତ କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: ପ୍ରାରମ୍ଭରୁ ଚିହ୍ନଟ ଏବଂ ଆବଶ୍ୟକୀୟ ଚିକିତ୍ସା ଦ୍ୱାରା କର୍କଟ ଭଳି ଦୁଃସାଧ୍ୟ ରୋଗକୁ ପରାସ୍ତ କରିହେବ ବୋଲି ମତ ଦେଇଛନ୍ତି ବିଶିଷ୍ଟ ବିଶେଷଜ୍ଞ । ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ ପକ୍ଷରୁ…

ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନ୍ସର

ଭୁବନେଶ୍ୱର: ଓଡ଼ିଆ ଆଲବମ୍ କୁଇନ୍ ଦୀପା ସାହୁଙ୍କୁ କ୍ୟାନ୍ସର । ଆଲବମ୍ ହିରୋଇନ୍ ଦୀପା ସାହୁ ଜରାୟୁ କ୍ୟାନ୍ସର ରୋଗରେ ପୀଡିତ ଥିବା ଜଣାପଡିଛି । ଏହା ଜଣାପଡିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱେଚ୍ଛାସେବୀ ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ଦୀପା ସାହୁଙ୍କୁ…

କ୍ୟାନସର୍ ପୀଡ଼ିତା ଏହି ଟେଲି ଅଭିନେତ୍ରୀଙ୍କ ମର୍ମସ୍ପର୍ଶୀ ଅକୁହା କଥା ଶୁଣନ୍ତୁ…

ଓଡିଆ ଟେଲି ଜଗତରେ ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ହେଉଛନ୍ତି ରାଜେଶ୍ୱରୀ । ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସିରିୟଲ୍ ପ୍ରେମୀଙ୍କ ନିକଟରେ ସେ ଖୁବ୍ ପରିଚିତ । ଟିଭି ପରଦାରେ ନିଜ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ କେତେବେଳେ ହସାଉଥିଲେ ତ ଆଉ କେତେବେଳେ କନ୍ଦାଉଥିଲେ ଏହି ଅଭିନେତ୍ରୀ ଜଣକ…