Latest Odisha News

BREAKING NEWS

Browsing Tag

Car Accident

ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ଆଝାରୁଦ୍ଦିନ୍

କୋଟା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତାଙ୍କ ବ୍ୟକ୍ତିଗତ ସହାୟକଙ୍କ କହିବାନୁଯାୟୀ ଆଝାରୁଦ୍ଧିନଙ୍କର ବିଶେଷ କ୍ଷତି ହୋଇନାହିଁ । ମିଳିଥିବା ସୂଚନା ଅନୁଯାୟୀ,…

କାର ଚକା ଫାଟି ବାହାରିଗଲା ଇଞ୍ଜିନ, ସୌଭାଗ୍ୟବଶତଃ ବଞ୍ଚିଗଲା ଡ୍ରାଇଭରଙ୍କ ଜୀବନ

କଟକ: କଥାରେ ଅଛି ରଖେ ହରି ତ ମାରେ କିଏ । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ ଡ୍ରାଇଭରଙ୍କ ଜୀବନ ବଞ୍ଚିଯାଇଛି । ଆପଣ ଫଟୋରେ ଦେଖୁଛନ୍ତି ଦୁର୍ଘଟଣାଗ୍ରସ୍ତ କାରର କେମିତି ଅବସ୍ଥା ହୋଇଛି । ଏତେ ବଡ଼ ଦୁର୍ଘଟଣାରେ…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍

ମାଲକାନଗିରି: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର । ଏହି ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଗତକାଲି ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥର ପାଙ୍ଗମ ଗାଁ ନିକଟରେ ପୋଲ ତଳକୁ ଏକ କାର୍ ଖସି ପଡ଼ିଥିଲା । କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି ।…