Latest Odisha News

BREAKING NEWS

Browsing Tag

center

ପୁଣି ମନେ ପଡ଼ିଲା ମହାନଦୀ ! କେନ୍ଦ୍ର ଓ ଛତିଶଗଡକୁ ଦାୟୀ କଲେ ଦେବୀ, କଟାକ୍ଷ କଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର : ବେଶ କିଛି ଦିନର ନିରବତା ପରେ ବୁଧବାର ବିଧାନସଭାରେ ଶୁଭିଛି ମହାନଦୀ ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଦେବୀ ମିଶ୍ର କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ…

ଚାଷ ଓ ଚାଷୀଙ୍କ ପାଇଁ ଚିନ୍ତା ପ୍ରକାଶ କଲେ ଅରୁଣ, କହିଲେ; ପେଟକୁ ଭାତ ଓ ମୁଣ୍ଡକୁ ଛାତ ଦେବାରେ କେନ୍ଦ୍ର ବିଫଳ

ଭୁବନେଶ୍ୱର : ବିଧାନସଭା ପରିସରରେ ଆଜି (ବୁଧବାର) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ 'ଆଶୁ କବି' ଅନ୍ଦାଜରେ ନଜର ଆସିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ଏକାଧିକ ବାର ପଦକୁ ପଦ ଛନ୍ଦି କହିଥିଲେ " ଚାଷ, ବାସ, କେନ୍ଦ୍ର ସରକାର କଲା ସର୍ବନାଶ" l ଏଥିସହ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି…

ଅଭିମାନ କଲେ ଅରୁଣ, କହିଲେ ଚାଷୀ ଓ ଚାଉଳ କଥା କହିବାକୁ ଗୃହରେ ସୁଯୋଗ ମିଳୁନି

ଭୁବନେଶ୍ୱର : ପୁଣିଥିରେ ଫେରିଛି ଚାଉଳ ରାଜିନୀତି ! ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର କେନ୍ଦ୍ର ଚାଉଳ କାଟିବା ପ୍ରସଙ୍ଗରେ ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ଏହାପରେ ଗଣମାଧ୍ୟମରେ ବଡ଼ ଅଭିମାନଭରା କଣ୍ଠରେ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀଙ୍କୁ ସମାଲୋଚନା କରିଥିଲେ,…

ଦିଲ୍ଲୀରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନୂଆଦିଲ୍ଲୀରେ କେନ୍ଦ୍ର ସହ ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ରାଜ୍ୟର ବାକିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳ ୯ଟା ବେଳେ ଦିଲ୍ଲୀ…

ସାମୁଦ୍ରିକ ବାତ୍ୟା ‘ଫନି’: ଓଡିଶା ଲାଗି କେନ୍ଦ୍ରର ଆଗୁଆ ସହାୟତା ରାଶି ଘୋଷଣା

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଓଡିଶା ମୁହାଁ ହୋଇ ମାଡି ଆସୁଥିବାବେଳେ ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଓଡିଶା ଲାଗି ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି । ଓଡିଶା ସମେତ ୪ଟି ରାଜ୍ୟକୁ ୧୦୮୬ କୋଟି ଟଙ୍କାର ଅଗ୍ରୀମ ଅର୍ଥ ରାଶି ରାଜ୍ୟ ବିପର୍ଯ୍ୟୟ…

୨୦୧୯ ନିର୍ବାଚନରେ ଆଞ୍ଚଳିକ ଦଳଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ: ନବୀନ

ଢେଙ୍କାନାଳ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପୁନର୍ବାର ଦୋହରାଇ କହିଛନ୍ତି ଯେ ଚଳିତ ସାଧାରଣ ନିର୍ବାଚନରେ ଆଞ୍ଚଳିକ ଦଳ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ । “୨୦୧୯ ସାଧାରଣ ନିର୍ବାଚନରେ କୌଣସି ଜାତୀୟ ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା…