Latest Odisha News

BREAKING NEWS

Browsing Tag

centre

ସମଲିଙ୍ଗୀ ଦମ୍ପତି କିଭଳି ପାଇବେ ସାମାଜିକ ସୁବିଧା, କେନ୍ଦ୍ରକୁ ପଚାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଛି । ହେଲେ ସମଲିଙ୍ଗୀ ଦମ୍ପତି ଅନ୍ୟ ଦମ୍ପତିଙ୍କ ଭଳି କିଭଳି ସମସ୍ତ ସୁବିଧା ସୁଯୋଗ ସମାଜରେ ପାଇବେ । ଏନେଇ କଣ ରାସ୍ତା ରହିଛି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।…

ଅନୁଗୁଳ NH-୫୩ର ସମ୍ପ୍ରସାରଣ ପାଇଁ ୧୭୪ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଅଟକିବନି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନାନା ପଦକ୍ଷେପ ନେଉଛନ୍ତି । ଘନ ଘନ ବୈଠକ ବସୁଛି । ଚେତାବନୀ ଓ ପରାମର୍ଶ ଜାରି ହେଉଛି । ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଉପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର…

ଡିଜିଟାଲ୍ ମିଡିଆ ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବେ କି ସରକାର ? ସଂସଦରେ ଏମିତି କହିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: କଠୋର ହେବ କି ଡିଜିଟାଲ୍ ମିଡିଆ ପରିଚାଳନା ? ସରକାର ଆଣିବେ କି ସ୍ୱତନ୍ତ୍ର ଆଇନ୍ ? ବଦଳୁଥିବା ଯୁଗ, ବଢ଼ୁଥିବା ଟେକ୍ନୋଲଜି ସହ ତାଳ ଦେଇ ଡିଜିଟାଲ ମିଡିଆ କାୟା ବିସ୍ତାର କରି ଚାଲିଛି । ସମୟ ଏମିତି ହୋଇଛି ଡିଜିଟାଲ୍ ମିଡିଆ ଯାହା ଦେଖାଉଛି, ଲେଖୁଛି ତା’କୁ ଲୋକ ସତ ବୋଲି ମାନି…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

ନୂଆଦିଲ୍ଲୀ: କୋଭିଡ୍‌ ଯୋଗୁ ମୁତ୍ୟୁବରଣ କରିଥିବା ସେମାନଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ରର ପଦକ୍ଷେପକୁ ସୁପ୍ରିମକୋର୍ଟ ଗୁରୁବାର ପ୍ରଶଂସା କରିଛନ୍ତି। ଏସ୍‌ସି କହିଛନ୍ତି ଯେ ଭାରତ ଯାହା କରିଛି, ଅନ୍ୟ ଦେଶ ତାହା କରି ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ…

ଆମଦାନୀ ଶୁଳ୍କ ହ୍ରାସ ପାଇଁ ଟେସଲାର ପ୍ରସ୍ତାବକୁ ମିଳିପାରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଟାଇମ୍ସ ଅଫ୍ ଇଣ୍ଡିଆ ଏକ ରିପୋର୍ଟ ଅନୁଯାୟୀ ସଡକ ପରିବହନ ମନ୍ତ୍ରଣାଳୟ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ ଏବଂ ଏନଆଇଟି ଆୟୋଗ ସମେତ ଅନେକ ସରକାରୀ ଏଜେନ୍ସି ଭାରତରେ ପ୍ରବେଶ ପାଇଁ ଆମଦାନୀ ଶୁଳ୍କ ହ୍ରାସ କରିବା ପାଇଁ ଆମେରିକାର ବୈଦ୍ୟୁତିକ ଯାନ ନିର୍ମାତା…

କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର : କୃଷି ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ଦିନ ହେଲାଣି ଦିଲ୍ଲୀ ସୀମାରେ ଚାଲିଛି ଆନ୍ଦୋଳନ । କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି ଓ ଚକାଜାମ୍ କରାଯାଇଛି । ଆଉ ଏବେ କୃଷକ ଚଳାଇଥିବା ଆନ୍ଦୋଳନକୁ ନେଇ ମୁହଁ ଖୋଲିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଚାଷୀ…

କୃଷକ ବିରୋଧ ସହ ଜଡ଼ିତ ବିଷୟବସ୍ତୁ ହଟାଇବାକୁ ଟ୍ୱିଟରକୁ କେନ୍ଦ୍ରର ନୋଟିସ୍

ନୂଆଦିଲ୍ଲୀ: କୃଷକ ଜନଶୁଣାଣି ସହ ଜଡିତ ଆପତ୍ତିଜନକ ହ୍ୟାସଟ୍ୟାଗ ସହିତ ବିଷୟବସ୍ତୁ ପୋଷ୍ଟିଂ ହ୍ୟାଣ୍ଡେଲ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ବୁଧବାର କେନ୍ଦ୍ର ଟ୍ୱିଟରକୁ ଏକ ଚୂଡ଼ାନ୍ତ ବିଜ୍ଞପ୍ତି ପଠାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବୁଧବାର…