Latest Odisha News
Browsing Tag

Chandrayaan-2

ଚନ୍ଦ୍ରଯାନ ୨: ହାର୍ଡ ଲ୍ୟାଣ୍ଡିଂ କରିଥିଲା ବିକ୍ରମ, ଫଟୋଚିତ୍ର ଜାରି କଲା ନାସା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂସ୍ଥଳର ଫଟୋଚିତ୍ର ଜାରି କରିଛି ନାସା । ଏସମ୍ପର୍କରେ ନାସା ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ଚିତ୍ରଟି ସେୟାର କରିଛି ।…

ଲ୍ୟାଣ୍ଡର ବିକ୍ରମ ସହ ହୋଇପାରୁନି ସମ୍ପର୍କ, ଏବେ ଲକ୍ଷ୍ୟ ଗଗନଯାନ: ଶିବନ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଅର୍ବିଟର ସଠିକ୍ ଭାବେ କାମ କରୁଥିବା ବେଳେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ଆଶା ଧିରେଧିରେ ମଉଳିବାକୁ ଲାଗିଛି । ଏନେଇ ଶନିବାର ଦିନ ଇସ୍ରୋ ମୁଖ୍ୟ କେ. ଶିବନ ଏକ ମନ୍ତବ୍ୟ ଦେଇଛନ୍ତି । ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଯୋଡିବା ଆଶା ଶେଷ ହେଉଥିବାବେଳେ…

ମିଳିଲା ‘ଲ୍ୟାଣ୍ଡର ବିକ୍ରମ’ର ସନ୍ଧାନ: ଇସ୍ରୋ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ମିଶନ ଚନ୍ଦ୍ରଯାନ-୨ର ସଫଳତା ନେଇ ସାମାନ୍ୟ ଆଶା ଦେଖାଯାଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ…

ଚାନ୍ଦ୍ରାୟଣ-୨: ମଉଳିଗଲା ଆଶା, ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଚ୍ଛିନ୍ନ ହେଲା ଯୋଗାଯୋଗ

ବେଙ୍ଗାଲୁରୁ: ଭାରତର ବହୁ ପ୍ରତୀକ୍ଷିତ ଚାନ୍ଦ୍ରାୟଣ-୨ ଅଭିଯାନ ଅସଫଳ ହୋଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ପାଦ ଥାପିପାରିଲାନି ‘ବିକ୍ରମ’ ଲ୍ୟାଣ୍ଡର । ଇସ୍ରୋର ଅନ୍ତିମ ସୂଚନାନୁଯାୟୀ, ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରର ପୃଷ୍ଠଦେଶରେ ଅବତରଣ…

ଇତିହାସ ରଚିଲେ ଭାରତୀୟ ବୈଜ୍ଞାନିକ, ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ବହୁ ପ୍ରତିକ୍ଷିତ ‘ଚନ୍ଦ୍ରଯାନ-୨’ର ସଫଳ ଉତକ୍ଷେପଣ ପରେ ଭାରତୀୟ ମହାକାଶ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଜୁଲାଇ ୨୨ ତାରିଖ (ସୋମବାର) ଅପରାହ୍ନ ୨ଟା ୪୩ ମିନିଟ ସମୟରେ ସଫଳତାର ସହ…

ଇତିହାସ ରଚିବା ଅପକ୍ଷାରେ ଇସ୍ରୋ, ଆଜି ମହାକାଶକୁ ଯିବ ଚନ୍ଦ୍ରଯାନ-୨

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି ପୁଣିଥରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ…

ସ୍ଥଗିତ ରହିଲା ‘ଚନ୍ଦ୍ରଯାନ-୨’ ମିଶନ୍, ଜାଣନ୍ତୁ, କାହିଁକି

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)ର ମହତ୍ତ୍ୱାକାଂକ୍ଷୀ ମିଶନ କୁହାଯାଉଥିବା ଚନ୍ଦ୍ରଯାନ-୨କୁ ଉତକ୍ଷେପଣ ପୂର୍ବରୁ ସ୍ଥଗିତ କରାଯାଇଛି । ମହାକାଶ ଇତିହାସରେ ଭାରତକୁ ଆଉ ଏକ ସଫଳତା ମିଳିବାକୁ ଯାଉଥିବାବେଳେ ଏହା ସମସ୍ତଙ୍କୁ ଏକପ୍ରକାର ନିରାଶ କରିଛି ।…

ଚନ୍ଦ୍ର ଅଭିଯାନ ଲାଗି ଆରମ୍ଭ ହେଲା କାଉଣ୍ଟଡାଉନ୍

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହା ଫଳରେ ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ…