Latest Odisha News

BREAKING NEWS

Browsing Tag

Chilika

୧୯ ବର୍ଷ ପରେ ବଦଳିବ ବୋଟ୍ ନିୟମ, ଚିଲିକାରେ ଖୁବଶୀଘ୍ର ଚାଲିବ ସୋଲାର ବୋଟ୍

ଭୁବନେଶ୍ୱର: ଚିଲିକାର ଜଳ ରାଶିରେ ଚାଲିବ ସୋଲାର ବୋଟ୍ । ବୋଟ୍ ସେବାକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଚିଲିକାର ନୀଳ ଜଳ ରାଶିରେ ସୋଲାର ବୋଟ୍ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ କରିବେ । ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ, ତୈଳ ଇନ୍ଧନ ପରିଚାଳିତ ମୋଟର ବୋଟ୍ ସ୍ଥାନରେ ସୋଲାର…

କାଳ ହେଲା କାଳିଜାଇ ଦର୍ଶନ, ମଝି ନଇରେ ଫସିଲା ୪ ଡଙ୍ଗା

ବାଲୁଗାଁ: କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯାଉଥିବା ବେଳେ ଅଘଟଣ। କାଳ ସାଜିଲା କାଳିଜାଇ ଦର୍ଶନ ।  ଆଜି ସକାଳେ ଘନକୁହୁଡ଼ି କାରଣରୁ ମଝି ଚିଲିକାରେ ଯାତ୍ରୀମାଙ୍କୁ ନେଇ ଯାଉଥିବା 4ଟି ଡଙ୍ଗା ଫସିଯାଇଥିଲା। କୃଷ୍ଣପ୍ରସାଦ ଆଡୁ ଗୋଟିଏ ଡଙ୍ଗା ଯାଇଥିବାବେଳେ ବାଲୁଗାଁ ପଟୁ…

ଚିଙ୍ଗୁଡ଼ି ଘେରିରେ ଫସିଥିଲା ପାଣିକୁଆ, ପକ୍ଷୀଗଣନାକାରୀ ଉଦ୍ଧାର କରିବା ପରେ ଉଡିଗଲା ଦୂର ଆକାଶକୁ

ଖୋର୍ଦ୍ଧା: ବନ୍ଦୀ ଜୀବନରୁ ମୁକ୍ତ ହେଲା ପାଣି କୁଆ । ଖୋଲା ଆକାଶରେ ଉଡ଼ିଗଲା । ଉଡିଗଲା ଦୂରକୁ, ବହୁ ଦୂରକୁ । ବନ୍ଦୀ ଥିବାର ଦୁଃଖକୁ ଭୁଲିଗଲା । ଯଦି ପକ୍ଷୀଗଣନାକାରୀ ଆସିନଥାନ୍ତେ, ସତରେ ସେ କଣ ମୁକୁଳୁପାରିଥାନ୍ତା । ଆଉ ଖୋଲା ଆକାଶରେ ଉଡ଼ିବାର ମଜା ପୁଣି କଣ ପାଇଥାନ୍ତା । ମନେ ମନେ…

ଚିଲିକାରେ ବୋଇତ ବନ୍ଦାଣ ମହୋତ୍ସବ

() ନିଳାମ୍ୱୁ ଚିଲିକା କୂଳ ହୋଇଉଠିଲା ଝଲମଲ । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗାନ୍ଧିଛକଠାରୁ ଲିଚୁ ମାଳ ସାଙ୍ଗକୁ ସୁସଜ୍ଜିତ ଲାଇଟ୍ ଗେଟରେ ଚମକୁଛି ଚିଲିକା କୂଳ । ବାଲୁଗାଁ କଲେଜ ପଡିଆରେ ମୁକ୍ତ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହୋଇଥିଲେ ହଜାର ହଜାର ଦର୍ଶକ ।…

ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଉଦଘାଟିତ

ଭୁବନେଶ୍ୱର:ଏସିଆର ବୃହତ୍ତମ ହ୍ରଦ ଚିଲିକାରେ ପ୍ରତିବର୍ଷ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କର ଆଗମନ ହୁଏ। ପକ୍ଷୀଙ୍କର ସମାଗମ ପାଇଁ ଚିଲିକା ପ୍ରସିଦ୍ଧ। ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଚିଲିକାରେ ଉଦଘାଟିତ ହୋଇଯାଇଛି। ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ…

ହାତୀ ପଲଙ୍କ ହାବୁଡରେ ପଡିଲେ ଚିଲିକା ପକ୍ଷୀ ଗଣନାକାରୀ

ବାଲୁଗାଁ: ଚିଲିକା ବନଖଣ୍ଡରେ ଆଜି ସକାଳୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ବାଲିପାଟପୁର ଅଞ୍ଚଳରେ ପକ୍ଷୀଗଣନାକାରୀ ଟିମ୍ ଏକ ହାତୀ ପଲଙ୍କୁ ଦେଖିବାକୁ ପାଇଥିଲେ । ଗତ ରାତିରୁ ଭୂଷଣ୍ଡପୁର ଦେଇ କେତେ ବେଳେ ଯେ ହାତୀ ପଲ ଚିଲିକା ଭିତରକୁ ପଶିଥିବା ଅନୁମାନ କରାଯାଉଛି । ପକ୍ଷୀଗଣନାକାରୀ…

ଚିଲିକାରେ ବାର୍ଷିକ ପକ୍ଷୀ ଗଣନା ଜାରି

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ମଙ୍ଗଳବାର ଦିନଠାରୁ ଆରମ୍ଭ ହୋଇଛି । ଚିଲିକା ଅନ୍ତର୍ଗତ ଟାଙ୍ଗି, ବାଲୁଗାଁ, ରମ୍ଭା, ସାତପଡା ଏବଂ ନୂଆପଡ଼ା ପାଞ୍ଚଟି ରେଞ୍ଜରେ ଆରମ୍ଭ ହୋଇଛି। ୧୧୧ରୁ ଅଧିକ ବନ ଅଧିକାରୀ, ବିଶେଷଜ୍ଞ, ସ୍ବେଚ୍ଛାସେବୀ ଏବଂ ପରିବେଶବିତ ଆଦିଙ୍କୁ ନେଇ ୨୧ଟି…

ପର୍ଯ୍ୟଟକ ଧ୍ୟାନ ଦିଅନ୍ତୁ: ମୋବାଇଲ୍ ଆପରେ ଚିଲିକା ପାଇଁ ଡଙ୍ଗା ବୁକିଂ

ପୁରୀ: ଚିଲିକା ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଭଲ ଖବର । ଏଣିକି ଚିଲିକା ବୁଲିବା ପାଇଁ ଆସିଲେ ଆଉ ଡଙ୍ଗା ବୁକିଂ ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ଅନଲାଇନରେ ଫଟାଫଟ ବୁକିଂ କରିପାରିବେ ଡଙ୍ଗା । ଖୁବଶୀଘ୍ର ଏଥିପାଇଁ ଏକ ମୋବାଇଲ୍ ଆପ୍ ସୁବିଧା କରାଯିବ । ଆସନ୍ତା…

ଚିଲିକାରେ ଚଳିତ ବର୍ଷ ବଢିଛି ପକ୍ଷୀ ସଂଖ୍ୟା

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନାନୁଯାୟୀ ପ୍ରାୟ ଦେଢ଼ ଲକ୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ଏହି ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୯୬୮ ଥିବା ବେଳେ ଚଳିତ ବର୍ଷ ୧୧ ଲକ୍ଷ ୫ ହଜାର ୪୦କୁ ବୃଦ୍ଧି ପାଇଛି। ଚିଲିକାରେ ପାଖାପାଖି ୧୮୪…

ଚିଲିକା ହ୍ରଦରେ ଜାରି ରହିଛି ପକ୍ଷୀ ଗଣନା

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ରବିବାର ଦିନଠାରୁ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ, ବାଲୁଗାଁ ବନଖଣ୍ଡ ଅଞ୍ଚଳର ୫ଟି ରେଞ୍ଜରେ ଏହି ଗଣନା ହେଉଛି । ଏଥିସହିତ ଏହି ପକ୍ଷୀ ଗଣନାରେ ୨୧ଟି ଟିମ୍ ସାମିଲ ହୋଇଥିଲା ବେଳେ ଶୁକ୍ରବାର ଦିନ ୱାଇଲ୍ଡ୍ ଲାଇଫ୍ ଚିଲିକାର ୫ଟି…