Latest Odisha News

BREAKING NEWS

Browsing Tag

CM Naveen

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ବିୟୋଗରେ ନବୀନଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଦେହାନ୍ତରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଭୀର ଶୋକପ୍ରକାଶ କରିଛନ୍ତି।…

ଆଜି ପାଟକୁରାରେ ନବୀନଙ୍କ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଲାଗି ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁ ଓହ୍ଲାଇବେ । ଗସ୍ତକାର୍ଯ୍ୟ ସୂଚୀ…

୧ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ବିଶିଷ୍ଟ ହେବ ଓଡିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅର୍ଥନୀତିକୁ ଏକ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ କରିବା ଓଡିଶାର ଲକ୍ଷ୍ୟ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । “ଓଡିଶାର ଅର୍ଥନୀତି ୧ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ ହେବା ସମ୍ଭାବନା” ଶୀର୍ଷକ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିବା ଅବସରରେ…

ସହିଦ ଓଡିଆ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆହୁରି ମଧ୍ୟ ଆତଙ୍କବାଦୀଙ୍କ…

ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ‘ରଜ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1139371688078954496 ସୂଚନାଯୋଗ୍ୟ,…

ବାତ୍ୟା ବିପର୍ଯ୍ୟସ୍ତ ଓଡିଶାର ପୁନଃରୁଦ୍ଧାର ଲାଗି ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ ଗୀତା ମେହେଟ୍ଟା

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ତଥା ବାତ୍ୟା ବିପର୍ଯ୍ୟସ୍ତ ଓଡିଶାର ପୁର୍ନରୁଦ୍ଧାର ଲାଗି ନ୍ୟୁୟର୍କସ୍ଥିତ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଉଲ୍ଲେଖନୀୟ ଯେ,…

ସ୍ପେନ୍ ଗସ୍ତ ଲାଗି ୨୧ ବର୍ଷରୁ କମ୍ ଭାରତୀୟ ହକି ଦଳରେ ଓଡିଶାର ୩ ଖେଳାଳି, ଅଭିନନ୍ଦନ ଜଣାଇଲେ ନବୀନ

ନୂଆଦିଲ୍ଲୀ : ସ୍ପେନରେ ଆରମ୍ଭ ହେବାକୁ ଥିବା ୮ ଦେଶୀୟ ୨୧ ବର୍ଷରୁ କମ୍ ହକି ପ୍ରତିଯୋଗିତାରେ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ୩ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଓଡିଶାର ଏହି ୩ ଜଣ ହକି ଖେଳାଳୀ ସୁମନ ବେକ୍, ପ୍ରତାପ…

ରିଲିଫ୍ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ର ତାଣ୍ଡବରେ ଉପକୂଳ ଓଡିଶା ଏକପ୍ରକାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁଣି ଥରେ ଏହାର ପୁର୍ନଉଦ୍ଧାର ତଥା ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଜୋରଦାର ପ୍ରୟାସ କରୁଛନ୍ତି । ଏହି…

କୋରିଆ ଗସ୍ତ ଲାଗି ଘୋଷିତ ଭାରତୀୟ ମହିଳା ହକି ଦଳରେ ୩ ଓଡିଆ ଖେଳାଳୀ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆରେ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ଲାଗି ହକି ଇଣ୍ଡିଆ ଘୋଷିତ କରିଥିବା ୧୮ ଜଣିଆ ଭାରତୀୟ ମହିଳା ଦଳରେ ୩ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଓଡିଶାର ଏହି ୩ ଜଣ ହକି ଖେଳାଳୀ ସୁନିତା ଲାକ୍ରା,…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ବର୍ଷକର ଦରମା ଦାନ କଲେ ନବୀନ

ଭୁବନେଶ୍ୱର : ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ଓଡିଶାବାସୀଙ୍କ ଜନଜୀବନ ସ୍ୱାଭାବିକ ଓ ପୁର୍ନରୁଦ୍ଧାର ତଥା ବିପନ୍ନଙ୍କ ସହାୟତା ଲାଗି ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବର୍ଷକର ଦରମା ଏହି ରିଲିଫ୍ ଫଣ୍ଡକୁ ପ୍ରଦାନ ଲାଗି ଘୋଷଣା କରିଛନ୍ତି । ଏନେଇ ଏକ…