Latest Odisha News

BREAKING NEWS

Browsing Tag

Cold Wave

ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆଜି ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ କନ୍ଧମାଳର ଘୁ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା…

ରେକର୍ଡ ବଜାୟ ରଖୁଛି ସେମିଳିଗୁଡା: ୭.୪ ଡିଗ୍ରୀ ରହିଛି ପାରଦ

ଭୁବନେଶ୍ୱର: ରାଜ୍ୟରେ ପାରଦ ନିମ୍ନମୁଖୀ ହୋଇଛି । ଫଳରେ ଶୀତ ବଢିବାରେ ଲାଗିଛି । ଗତକାଲିର ରାତି ତାପମାତ୍ରା ରେକର୍ଡ ଅନୁସାରେ ସେମିଳିଗୁଡାରେ ପାରଦ ୭.୪ ଡିଗ୍ରୀକୁ ଖସିଥିଲା । ଜି.ଉଦୟଗିରି ୯ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡି ୯.୫ ଡିଗ୍ରୀ, ନବରଙ୍ଗପୁର ଓ କିରେଇରେ ୧୦ ଡିଗ୍ରୀ, କୋରାପୁଟ…

ଖସୁଛି ପାରଦ, ବଢୁଛି ଶୀତ : ସେମିଳିଗୁଡା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ, ଖସୁଛି ପାରଦ । ଅସ୍ତବ୍ୟସ୍ତ ହୋଇଛି ଜୀବନ । ଆଭ୍ୟନ୍ତରୀଣ ଓଡ଼ିଶାରେ ଥରାଉଛି ଶୀତ । ରାତି ତାପମାତ୍ରା ଦୈନିକ କମୁଥିବାର ପରିଲକ୍ଷିତ ହେଉଛି । ଗତକାଲି ରାତିରେ କୋରାପୁଟର ସେମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୫.୬ଡିଗ୍ରୀ ରେକର୍ଡ ହୋଇଛି ।…

୨୪ ଘଣ୍ଟାରେ ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଲାଗି ରହିବ ଶୁଖିଲା ପାଗ, ଆହୁରି ଖସିବ ପାରଦ, ବଢ଼ିବ ଶୀତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଆଉ ୨ରୁ ୩ ଡିଗ୍ରୀ ଖସିବା ସହ ଶୀତ ବଢ଼ିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ରାଜ୍ୟରେ ବଢ଼ିବ ଶୀତ । ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ଠାରୁ ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିବ । ଫଳରେ ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ…

ପୁଣି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ବଢ଼ିବ ଶୀତ, ଖସିବ ପାରଦ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କମିଥିବା ଶୀତ ଏବେ ପୁଣି ବଢ଼ିବ । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦକ୍ଷିଣ…

ବଙ୍ଗୋପସାଗରରେ ଅବପାତ, ୨ ଦିନ ଦକ୍ଷିଣ ଓଡ଼ିଶାର ଏହି ସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା । ରବିବାର ରାଜ୍ୟର ୧୨ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳର ଘୁ. ଉଦୟଗିରି ସହ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ସାରା ରାଜ୍ୟରେ ଶୀତ…

ବଙ୍ଗୋପସାଗରରେ ଲଘୁଚାପ, ସାମାନ୍ୟ କମିପାରେ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ସେପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୯ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ।…

ସାମାନ୍ୟ ବଢ଼ିବ ଶୀତ, ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ତିନି ଦିନ ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା । ପୁଣି ଥରେ ଶୀତ ଅନୁଭୂତ ହେବ । ସ୍ୱାଭାବିକ ହେବ ରାତିର ତାପମାତ୍ରା । ଆଗାମୀ ତିନି ଦିନରେ ରାତିର ତାପମାତ୍ରା ଖସିବ । ଫଳରେ ଥଣ୍ଡା ସାମାନ୍ୟ ବଢ଼ିବ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ…

ଆଜିଠୁ ରାଜ୍ୟରେ କମିବ ଶୀତ, ୩ ତାରିଖରୁ ବର୍ଷା

ଭୁବନେଶ୍ୱର: ଜାଡ଼ରୁ ମିଳିବ ଆଶ୍ୱସ୍ତି । ଉପରମୁହାଁ ହେବ ପାରଦ । ଆଜିଠୁ ରାଜ୍ୟରେ କମିବ ଶୀତ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରୁ ପ୍ରବାହିତ ଉଷ୍ମ ଜଳୀୟବାଷ୍ପ ପ୍ରଭାବରେ ତାପମାତ୍ରା ବଢ଼ିବ । ରାଜ୍ୟରେ ୩ରୁ ୫ ଡିଗ୍ରୀ ଯାଏ ରାତିର ତାପମାତ୍ରା…