Latest Odisha News

BREAKING NEWS

Browsing Tag

congress

କର୍ଣ୍ଣାଟକ ନିର୍ବାଚନ’ ରାହୁଲ ଡରରେ ରଣନୀତି ଫେଲ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ରାହୁଲ ଇମ୍ପାକ୍ଟ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଯେଉଁ କଂଗ୍ରେସ ଅଲୋଡ଼ା ହୋଇପଡିଥିଲା ଏବଂ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଦାୟୀ କରାଯାଉଥିଲା ସେହି ରାହୁଲଙ୍କ ପାଇଁ ଆଜି ବହୁ ନେତା କଂଗ୍ରେସକୁ ଆସୁଥିବା କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ…

ସବୁଠି ଜିତିବ ବିଜେଡି !

ଭୁବନେଶ୍ୱର: ଶଙ୍ଖମୟ ହିନ୍ଦୋଳ ଅତାବିରା। ଏନଏସି ନିର୍ବାଚନରେ ଶୁଭିଛି ଶଙ୍ଖନାଦ। ବିରୋଧୀ ବିଜେପି ବରଗଡ଼ ଅତାବିରାରେ ଖାତା ଖୋଲି ପାରି ନ ଥିବା ବେଳେ ଢେଙ୍କାନାଳ ହିନ୍ଦୋଳରେ କଂଗ୍ରେସ ଖାତା ଖୋଲି ପାରିନାହିଁ। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଅଧ୍ୟକ୍ଷ ପଦ ସହ ୧୨ ଟି…

ଏନଏସି ନିର୍ବାଚନ, କିଏ ମାରିବ ବାଜି ?

ଭୁବନେଶ୍ୱର: ରାତି ପାହିଲେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ଫଳାଫଳ। ଯାହାକୁ ନେଇ ଏବେ ରାଜନୀତି ଚଳଚଞ୍ଚଳ। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ଥିବାରୁ ଏହି ଫଳାଫଳ ବହୁ ଗୁରୁତ୍ୱ ରଖୁଥିବା ଚର୍ଚ୍ଚା ହେଉଛି। ଉଭୟ ଏନଏସି ଫଳାଫଳ ଯେଉଁ ଦଳ ସପକ୍ଷରେ ଯିବ ସେ ଦଳ ଏହାକୁ ପ୍ରଚାରରେ…

କର୍ଣ୍ଣାଟକ ନିର୍ବାଚନ, ନିଦ ହଜାଇଦେଲେଣି ରାହୁଲ !

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ବହୁ ଦିଗରୁ ଗୁରୁତ୍ୱ ବହନ କରୁଛି। ଗୋଟିଏ ପଟେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆଗାମୀ ନିର୍ବାଚନ ପାଇଁ ଗୋଟେ ବଡ଼ ବାର୍ତା ହେବ। ସେପଟେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟ ପଦ ରଦ୍ଦ ପରେ ବିଜେପି ବିରୋଧରେ…

ଝାରସୁଗୁଡା ଲଢେଇ, ବହୁ ଆଗରେ ବିଜେଡି !

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ରେସରେ ବହୁ ଆଗରେ ବିଜେଡି। ରାଜ୍ୟରେ ସବୁଠୁ ଶକ୍ତିଶାଳୀ ଦଳ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିବା ସହ ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଛି। ଦଳର ୩ ଜଣ ବରିଷ୍ଠ ନେତାଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ…

‘ମୋଦି କେବେ ପ୍ରତିଶୋଧ ନେଇ ନାହାଁନ୍ତି’: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏଥିସହ ଗୁଲାମ ନବୀ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ସଲମାନ ଖୁର୍ଶିଦଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ।…

ବିଜେପିକୁ ରାହୁଲଙ୍କ ପୁଣି ଟାର୍ଗେଟ୍ ! ପଚାରିଲେ; ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର ?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଉ ସେହି ସମାନ ପ୍ରଶ୍ନ ପୁଣିଥରେ ଦୋହରାଇଛନ୍ତି । ମାନେ, ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର? କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଏଆଇସିସି କାର୍ଯ୍ୟାଳୟରେ ସିଇସି…

‘କୋଟିଆ’ କାହାକୁ କେତେ ଲାଭ ଦେବ ?

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କୋଟିଆକୁ ନେଇ ଏକ ବଡ଼ ରାଜନୈତିକ ଲଢେଇ ଆରମ୍ଭ ହୋଇଛି। ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ଗୋ ବ୍ୟାକ ନାରା ଦେବା ପରେ ରାଜନୀତି ତୀବ୍ର ହୋଇଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଗସ୍ତ…

ଯେବେ ବିଜେପି ନିଜକୁ ଦୁର୍ବଳ ଅନୁଭବ କରେ, ହିଂସାର ସାହାରା ନିଏ : ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : ରାମ ନବମୀରେ ହୋଇଥିବା ହିଂସା ପ୍ରସଙ୍ଗରେ ଜାତୀୟ ରାଜନୀତି ବେଶ ଉଷ୍ମ ରହିଛି । ଆଉ ଏତିକି ବେଳେ ବିଜେପିକୁ ଆକ୍ଷେପ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। ବିଜେପି ଉପରେ ଗୁରୁତର ଅଭିଯୋଗ ଆଣି ଖଡଗେ କହିଛନ୍ତି ଯେ, ଯେତେବେଳେ ବିଜେପି ନିଜକୁ…

‘ରାହୁଲ’ ଦଣ୍ଡ ଭୋଗିଲେ ସଫଳ, ଦଣ୍ଡ କମିଲେ ବିଫଳ !

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଓ ସଦସ୍ୟ ପଦ ରଦ୍ଦ ଘଟଣା କେଉଁ ମୋଡ଼ ନେବ। ଆଇନଗତ ଲଢେଇ ପାଇଁ କଂଗ୍ରେସ ନିଷ୍ପତ୍ତି ନେବା ସହ ସେ ଦିଗରେ ଆଗେଇଛି। କିନ୍ତୁ ଏହା କଂଗ୍ରେସ ପାଇଁ ଲାଭଦାୟୀ ହେବ ନା ପୁଣି ସ୍ଥିତିକୁ ସାଧାରଣ କରିଦେବ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି। ରାହୁଲଙ୍କୁ…