Latest Odisha News

BREAKING NEWS

Browsing Tag

congress

ରାହୁଲଙ୍କୁ ସହାୟକ ହେବ କି ଭାରତ ଯୋଡୋ ଯାତ୍ରା ?

କନ୍ୟାକୁମାରୀ: ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା  । କନ୍ୟାକୁମାରୀଠାରୁ ଏହି ଯାତ୍ରା ଆରମ୍ଭ କରି ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି ବିଜେପି ବିରୋଧୀଙ୍କୁ ଡରାଉଛି ।  ଧର୍ମ ଏବଂ ଭାଷା ଆଧାରରେ ଦେଶକୁ ବାଣ୍ଟିବାକୁ…

“ଭାରତ ଯୋଡ଼ୋ” ଏକ ସ୍ଲୋଗାନ ନୁହେଁ ସମୟର ଆବଶ୍ୟକତା : କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ସମଗ୍ର ଭାରତ ବର୍ଷରେ ଏକ ଅନିଶ୍ଚିତାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଦେଶର ଅର୍ଥନୀତି ଏକ ସଂକଟମୟ ସନ୍ଦିକ୍ଷଣ ଦେଇ ଗତି କରୁଥିଲା ବେଳେ…

ଓଡ଼ିଶାର ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ: କଂଗ୍ରେସ

ଭୁବନେଶ୍ୱର : ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି । ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ ସେଥିରୁ…

ଘେରାଉ ନାଁରେ କଂଗ୍ରେସର ଦାଦାଗିରି, ପୌର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଉଦ୍ଯମ

ବାଲିଗୁଡ଼ା: ଉଗ୍ର ହେଉଛି କଂଗ୍ରେସ । ଘେରାଉ ନାଁରେ କରୁଛି ଦାଦାଗିରି । ବାଲିଗୁଡ଼ା ଏନଏସିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି କଂଗ୍ରେସ ଆଜି ଆନ୍ଦୋଳନ କରିଥିଲା । ଏନ୍ଏସି କାର୍ଯ୍ୟାଳୟ ଘେରାଉ କରିଥିଲା ବାଲିଗୁଡ଼ା ନଗର କଂଗ୍ରେସ । କିନ୍ତୁ ଆନ୍ଦୋଳନ ନାଁରେ କଂଗ୍ରେସ ନେତା ଓ କର୍ମୀ ସବୁ…

[ଦେଖନ୍ତୁ ଭିଡିଓ] କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ନିର୍ବାଚନ, ୧୯ରେ ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ । ଅଧ୍ୟକ୍ଷ ପଦ ପାଇ ନିର୍ବାଚନ ହେବ । ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୧୯ ତାରିଖରେ ହେବ ଭୋଟ୍ ଗଣତି । ଆଜି ବସିଥିବା ସଡବ୍ଲୁସି ବୈଠକରେ ଏନେଇ ନିଷ୍ପତ୍ତି ନେଇଛି ।…

ସଂକଟରେ ସୋରେନ ସରକାର, ବସରେ ଅନ୍ୟତ୍ର ସିଫ୍ଟ ହେଲେ ବିଧାୟକ

ରାଞ୍ଚି: ସଂକଟରେ ସୋରେନ ସରକାର । ଲଗାତାର ଦ୍ୱିତୀୟ ଦିନ ବିଧାୟକଙ୍କ ସହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ବୈଠକ କରିବା ପରେ ସମସ୍ତ ବିଧାୟକଙ୍କ ଫୋନ ସ୍ୱିଚ୍ ଅଫ୍ କରାଯାଇଛି । ବସରେ ୟୁପିଏ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଜ୍ୟ ବାହାରକୁ ନେଇଛନ୍ତି । ବିଶେଷକରି ଛତିଶଗଡ଼ ସିଫ୍ଟ…

‘ଭାରତ ଯୋଡ଼ୋ’ ପୂର୍ବରୁ କଂଗ୍ରେସକୁ ଯୋଡ଼, ଦଳ ଛାଡ଼ିବା ପରେ ରାହୁଲଙ୍କୁ ଟାର୍ଗେଟ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦଳ ଛାଡ଼ିବା ସହ କଂଗ୍ରେସରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଛନ୍ତି ଆଜାଦ୍ । କିନ୍ତୁ ଇସ୍ତଫା ପତ୍ରରେ ସେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସୋନିଆ ଗାନ୍ଧୀଙ୍କୁ, ଗୁଲାମ ନବି ଆଜାଦ ୫…

କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ୍

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ଚୟନକୁ ଦଳ ଭିତରେ ଛକାପଞ୍ଝା ଲାଗି ରହିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବି ଆଜାଦ୍ । ଖବର ସରବରାହ ସଂସ୍ଥା ANI ସୂଚନା ଅନୁସାରେ, ଗୁଲାମ ନବି ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷା…

[ଦେଖନ୍ତୁ ଭିଡିଓ] ଏଥର ଗାନ୍ଧୀ ପରିବାର ବାହାରୁ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କିଏ ସମ୍ଭାଳିବ କଂଗ୍ରେସ କମାଣ । ଗାନ୍ଧୀ ପରିବାର ହାତରେ ରହିବ ଦଳର ମଙ୍ଗ ନା ଆଉ କିଏ ହେବେ କଂଗ୍ରେସ ହାଇକମାଣ୍ଡ । ଏନେଇ ଦଳରେ ମାନସମନ୍ଥନ ଚାଲିଥିବା ବେଳେ ଖୁବଶୀଘ୍ର କଂଗ୍ରେସକୁ ମିଳିବାକୁ ଯାଉଛି ନୂଆ ସଭାପତି । କିଏ କଂଗ୍ରେସର ପରବର୍ତ୍ତୀ ସଭାପତି ହେବେ ସେନେଇ ଦଳର…

‘ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ଚାହାଁନ୍ତି ଦଳୀୟ କର୍ମୀ’

ନୂଆଦିଲ୍ଲୀ: ଆସନ୍ତା ମାସରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ହେବ ।  କଂଗ୍ରେସର ଗୋଟିଏ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ କରିବାକୁ ଲବି କରୁଛନ୍ତି । ଏହି ଗୋଷ୍ଠୀର ନେତୃତ୍ୱ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନେଉଛନ୍ତି । ସେ କହିଛନ୍ତି ‘ରାହୁଲ ଗାନ୍ଧୀ ଅଧ୍ୟକ୍ଷ…