Latest Odisha News

BREAKING NEWS

Browsing Tag

Corona Pandemic

ବଜାରରେ ମିଳିଲା ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍, ଟିକା ନେବାର ପ୍ରକ୍ରିୟା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: କୋଭିଡ୍ ୧୯ ଭାରିଆଣ୍ଟ ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍  । ଏବେ ଘରୋଇ  ସଂସ୍ଥାରେ ମିଳିବ ଇଙ୍କୋଭାକ୍ । ୧୮ ବର୍ଷ କିମ୍ୱା ତଦୁର୍ଦ୍ଧ୍ୱ ବୟସ୍କ ଇଙ୍କୋଭାକ୍ ନାଜାଲ୍ ଡୋଜ୍ ନେଇପାରିବେ ।…

ସୁରଟ ଫେରନ୍ତାଙ୍କ ଦୁଃଖଦ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

ଭୁବନେଶ୍ୱର: ମହାମାରୀ କରୋନା ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରଭାବିତ କରିଛି । ଲକଡାଉନ୍ ଓ ସଟଡାଉନ୍ ଭିତରେ ଅନେକଙ୍କ ଜୀବିକା ଯାଇଥିବା ବେଳେ ଭୂତାଣୁ ନେଇଛି ବହୁ ଜୀବନ । ଜୀବନର ଅସମୟରେ ଘଟୁଥିବା ଏଭଳି ଘଟଣାକୁ ପରଦାରେ ଚିତ୍ରଣ କରିବାକୁ ଜ୍ୟୋତି ପ୍ରଡକ୍ସନ ନିର୍ମାଣ କରୁଛି ଓଡ଼ିଆ ଚଳଚ୍ଚିତ୍ର…

କରୋନା ଶେଷ ମହାମାରୀ ନୁହେଁ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନା ସଙ୍କଟ ଚରମ ମହାମାରୀ ନୁହେଁ। ହୁ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରିଆସିସ୍ ଜଳବାୟୁ ପରିବର୍ତ୍ତନ ଏବଂ ପଶୁ କଲ୍ୟାଣର ସମ୍ମୁଖୀନ ନ ହୋଇ ମାନବ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପ୍ରୟାସକୁ 'ଅଦରକାରୀ' ବୋଲି ବର୍ଣ୍ଣନା କରିଛନ୍ତି।…

ମହାମାରୀକୁ ନେଇ ବିଲ୍‌ ଗେଟ୍‌ସଙ୍କ କଡା ଚେତାବନୀ; ଆଗାମୀ ଦିନରେ କରୋନା ଉଗ୍ର ରୂପ ଧାରଣ କରିପାରେ

ୱାଶିଂଟନ୍: ପରବର୍ତ୍ତୀ ଚାରିରୁ ଛଅ ମାସ କରୋନା ମହାମାରୀ ଆହୁରି ଉଗ୍ର ରୂପ ନେଇପାରେ ବୋଲି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇଛନ୍ତି। ତାଙ୍କ ସଂଗଠନ (ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍) କରୋନା ଟିକା ବିକାଶ ଏବଂ ଯୋଗାଣ ପ୍ରୟାସରେ ସହଯୋଗ କରୁଛି। ନିକଟ…

‘ହୁ’ ରୁ ଓହରିଲା ଆମେରିକା !

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ତଥ୍ୟ ଲୁଚାଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ 'ହୁ' ରୁ ସମ୍ପୂର୍ଣ୍ଣ ରୂପେ ଓହରିବା ନେଇ ନିଷ୍ପତ୍ତି ନେଇଛି ଆମେରିକା। ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ଜୁଲାଇ ୬ ତାରିଖରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ଆମେରିକା ଓହରି ଯିବା ନେଇ ରାଷ୍ଟ୍ରପତି ଟ୍ରମ୍ପ୍…

ତ୍ୟାଗ, ସଂଯମତା ଓ ଶୃଙ୍ଖଳା ଏହି ୩ଟି ଅସ୍ତ୍ର କୋଭିଡ଼ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଭାରତରେ ଦ୍ରୁତଗତିରେ ବଢି ଚାଲିଛି କରୋନା ସଂକ୍ରମଣ । ଭାରତରେ ପ୍ରତି…

ପ୍ଲାଜମା ଦାନ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୋମବାର ଦିନ ନିଜର ପ୍ଲାଜମା କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଦାନ କରିଛନ୍ତି । Donated Plasma today after blessings of @BJP4India National President Sh @JPNadda Ji. PM Sh…

ବାହାଘରରେ କୋଭିଡ଼ ନିୟମ ଉଲ୍ଲଘଂନ ପ୍ରସଙ୍ଗ: ବର ସମେତ ୫ ଗିରଫ

ବ୍ରହ୍ମପୁର: ଏକ ବାହାଘର ପ୍ରୋସେସନର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ କୋଭିଡ଼ ନିୟମକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଘଂନ କରାଯାଇଥିବା ଜଣାପଡ଼ିଥିଲା । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଥିବା ଏହି ବିବାହ ଉତ୍ସବ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ୍ଡା…

ରାଜ୍ୟର ଏହିସବୁ ଜିଲ୍ଲାରେ ଆଜି ଓ କାଲି ସଟ୍‌ଡ଼ାଉନ୍‌

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରତି ଶନିବାର ଓ ରବିବାର ଦିନ ଯେଉଁସବୁ ଜିଲ୍ଲା ଗୁଡ଼ିକରେ ସଟ୍‌ଡ଼ାଉନ୍ ବଳବତ୍ତର ରହିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ ସେହିସବୁ ଜିଲ୍ଲା ଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡ଼ାଉନ୍ କରାଯାଇଛି । ଆଜି ଓ କାଲି ଏହିସବୁ ଜିଲ୍ଲାରେ ବଳବତ୍ତର ରହିବ ସଟ୍‌ଡ଼ାଉନ…

ଶୂନ୍ୟ ସହୋଦର

ଶୂନ୍ୟ ସହୋଦର ତାରକ ମହାନ୍ତି ହଜାର ହଜାର ବର୍ଷର ଗୋଟେ ଦୃଢ଼ ବିଶ୍ୱାସ କ'ଣ ଭାଙ୍ଗିପାରେ! ପରମ୍ପରାର ପ୍ରାଚୀରକୁ ଭାଙ୍ଗି ନୂଆ ଇତିହାସ ଲେଖିବା କ'ଣ ସହଜ ଯାହା ଲେଖି ହୋଇଯାଇଛି ରକ୍ତରେ ଭବିଷ୍ୟତର ଧମନୀ ଭିତରେ ସୂର୍ଯ୍ୟ,ଚନ୍ଦ୍ର ଓ କାଳର ଗତି ଅନୁସାରେ। ଦୁର୍ବୋଧ୍ୟ ହେଲେ ବି…