Latest Odisha News

BREAKING NEWS

Browsing Tag

Corona Positive Cases

ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୪୫, ତିନିଟି ଜିଲ୍ଲାରେ କେବଳ ୧୫୨

ଭୁବନେଶ୍ୱର : ରାଜ୍ୟରେ କାୟା ବୃଦ୍ଧି କରୁଛି କରୋନା । ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୪୫ ଛୁଇଁଛି । କେବଳ ତିନିଟି ଜିଲ୍ଲାରେ ଏହି ସଂଖ୍ୟା ୧୫୨ ରହିଛି । ଏଗୁଡିକ ମଧ୍ୟରେ ଯାଜପୁରରେ ସଂଖ୍ୟା ୫୫, ଖୋର୍ଦ୍ଧାରେ ୫୦ ହୋଇଯାଇଥିବା ବେଳେ ଗଂଜାମ ଖୁବ୍ ଶୀଘ୍ର ୫୦…

ଯାଜପୁରରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍‌, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି

ଭୁବନେଶ୍ୱର : ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୬୫ ବର୍ଷ ବୋଲି ଜଣାପଡିଛି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି । ଏହି ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ପରେ ଯାଜପୁର ଜିଲ୍ଲାରେ ମୋଟ ସଂଖ୍ୟା ୫୪ ଛୁଇଁଛି । ଏ ନେଇ…

ବାଲେଶ୍ୱରରୁ ଆଉ ଜଣେ କରୋନା ରୋଗୀ, ମୋଟ ସଂଖ୍ୟା ୧୭୮କୁ ବୃଦ୍ଧି

ଭୁବନେଶ୍ୱର : ବୁଧବାର ବାଲେଶ୍ୱରରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି । ସେପଟେ ବାଲେଶ୍ୱର ଜିଲ୍ଲାରେ ଏହି ୨୫ ଛୁଇଁଛି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂଆ ଚିହ୍ନଟ କରୋନା…

ଚିକିତ୍ସା ପରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ୍‌

ଭୁବନେଶ୍ୱର : ରାଜ୍ୟରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ ରୋଗୀ । ଏମାନଙ୍କ ମଧ୍ୟରୁ ତିନି ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚାରି ଜଣଙ୍କର ନମୁନା ନେଗେଟିଭ୍ ବାହାରିଥିବା…

ଓଲଟିଲା କରୋନା ପଜିଟିଭଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ

କଟକ: ଓଏମ୍‌ପି ଛକରେ ଓଲଟିଲା କରୋନା ସଂକ୍ରମଣ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ । ଆଜି ଯାଜପୁରରୁ ଚିହ୍ନଟ ନୂଆ ୧୪ ଜଣ କରୋନା ପଜିଟିଭ ରୋଗୀଙ୍କୁ ନେଇ ୫ଟି ଆମ୍ବୁଲାନ୍ସ ଭୁବନେଶ୍ୱରର ଏକ କୋଭିଡ୧୯ ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିଥିଲା…

ନୂଆ ୧୪ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ଦୁଇ ଶିଶୁ, ସମସ୍ତଙ୍କର କୋଲକାତା ଲିଙ୍କ୍

ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ ଅଛନ୍ତି । ଉଭୟଙ୍କ ବୟସ ତିନି ବର୍ଷ ବୋଲି ଜଣାପଡିଛି ।ଏମାନେ ସମସ୍ତେ କଟିକଟା କଣ୍ଟେନମେଣ୍ଟ ଅଂଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତଙ୍କର କୋଲକାତା ଲିଙ୍କ୍ ଥିବା…

ତିନି ନୂଆ କରୋନା ରୋଗୀଙ୍କ ରହିଛି କୋଲକାତା ଲିଙ୍କ୍‌

ଭୁବନେଶ୍ୱର : ଯାଜପୁରରୁ ଆଜି ଚିହ୍ନଟ ହୋଇଥିବା ତିନି କରୋନା ପଜିଟିଭ୍‌ଙ୍କ ରହିଛି କୋଲକାତା ଲିଙ୍କ୍ । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । First Health Update, 30th April 03 New Positive Cases in Jajpur 18 yrs Female & 56 yrs…

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୨୮ ଛୁଇଁଲା

ଭୁୁବନେଶ୍ୱର : ଯାଜପୁରରୁ ଆଉ ତିନି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜିର ନୂଆ ତିନି କରୋନା ପଜିଟିଭ୍‌ଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ…

ଆସିଲା ବାଲେଶ୍ୱରର ୫ କରୋନା ପଜିଟିଭ୍‌ଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ୧୦୪ରୁ ୧୦୮ ନମ୍ବର ଯାଏଁ କରୋନା ପଜିଟିଭ ରୋଗୀ ନେଳିଆବାଗ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି । ତଥ୍ୟ ଅନୁଯାୟୀ, ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର ରୋଗୀ ୬୧…

ସୋରରେ ବ୍ୟାଙ୍କ ଓ ଲଜ୍‌କୁ ସିଲ୍ କଲା ପ୍ରଶାସନ

ବାଲେଶ୍ୱର: ସୋର ଅଡଙ୍ଗ ବଜାର ସ୍ଥିତ ୟୁକୋ ବ୍ୟାଙ୍କକୁ ସିଲ୍ କଲା ପ୍ରଶାସନ । ଏଠାକାର ଜଣେ କର୍ମଚାରୀ ନେଳିଆବାଗ୍‌ରେ ଚିହ୍ନଟ ହୋଇଥିବା ଜଣେ କରୋନା ପଜିଟିଭ୍‌ଙ୍କ ଘରେ ଭଡାରେ ରହୁଥିଲେ । ତେଣୁ ବ୍ୟାଙ୍କକୁ ସିଲ୍ କରାଯିବା ସହ ଏଠାରେ କାମ କରୁଥିବା ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ…