Latest Odisha News

BREAKING NEWS

Browsing Tag

Corona Positive

ସୁନ୍ଦରଗଡ଼ ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୫୩ଜଣ ଛାତ୍ରୀ କରୋନା ପଜିଟିଭ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ୫୩ ଛାତ୍ରୀ କରୋନା ପଜିଟିଭ୍ । ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୫୩ ଜଣ ଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ୭ଦିନ ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି । ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସ୍କୁଲ ଖୋଲାଯାଇଥିଲା । ୩ଦିନ…

ନବୋଦୟ ବିଦ୍ୟାଳୟରୁ ୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ମାଡିକେରୀରେ ଜବାହର ନବୋଦୟ ବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଛାତ୍ରଛାତ୍ରୀମାନେ କୋଭିଡ୍‌ ପଜିଟିଭ୍ ବାହାରିବା ପରେ ବିଦ୍ୟାଳୟକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବିଦ୍ୟାଳୟ ପରିଚାଳକ…

ଟିକା ନେଲା ପରେ ବି ୬୦୦ ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ଲୋକ। ଗୋଟିଏ ପଟେ କରୋନାର ବିଭିନ୍ନ ପ୍ରଜାତି ଲୋକଙ୍କ ମନରେ ଭୟ ସଚାଂର କରୁଥିବା ବେଳେ ଅନ୍ୟପଟେ ମନ୍ଥର ଟିକାକରଣ ଏବଂ ଟିକା ନେବା ସତ୍ତ୍ବେ ସଂକ୍ରମିତ ହେବା ଘଟଣା ଏବେ ଚିନ୍ତା ବଢାଇଛି। ଟିକା ନେଲା ପରେ ବି ଶହ ଶହ ‌ସ୍ବାସ୍ଥ୍ୟ…

ଗୁରୁମିତ୍‌ ରାମ ରହୀମ ସିଂ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ନିଜକୁ ଗଡ୍‌ମ୍ୟାନ୍‌ ପରିଚୟ ଦେଉଥିବା ବିବାଦୀୟ ରାମ ରହୀମ ସିଂ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ…

ମାସକରେ ପ୍ରାୟ ୯,୦୦୦ ଶିଶୁ କରୋନା ପଜିଟିଭ ଚିହ୍ନଟ

ଅହମ୍ମଦାନଗର: ମହାରାଷ୍ଟ୍ରର ଅହମ୍ମଦନଗରରେ ପ୍ରାୟ ୯,୦୦୦ ପିଲା ମେ ମାସରେ କରୋନା ପଜିଟିଭ ହୋଇଛନ୍ତି। ଯାହା ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଏ ନେଇ ମହାରାଷ୍ଟ୍ର ସରକାର ଏହି ପରିସ୍ଥିତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ କହିଥିବା…

ଆଇସିୟୁରେ ଭର୍ତ୍ତି ହେଲେ ଗାୟିକା ତପୁ ମିଶ୍ର

ଭୁବନେଶ୍ୱର: ଓଡିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ରଖାଯାଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ତପୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଘରେ ରହି…

କରୋନା ସଂକ୍ରମିତଙ୍କ ମନୋବଳ ବଢ଼ାଇଲେ ମହିଳା ଓଏଏସ ଅଧିକାରୀ

କୋରାପୁଟ : କୋରାପୁଟରେ ବଢୁଛି କରୋନା ସଂକ୍ରମଣ । ମାମଲା ବଢୁଥିବାରୁ କିଭଳି ଏହାକୁ ନିୟନ୍ତ୍ରଣ କରାଯିବ, ସେଥିପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ୧୪ ବ୍ଲକ ଓ ୪ ସହରର ସ୍ଥିତି ଅନୁଧ୍ୟାନ ପାଇଁ ୧୮ ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ଜିଲ୍ଲାପାଳ । ଏଭଳିସ୍ଥିତିରେ…

୫୦ରୁ ଅଧିକ ମାଓବାଦୀ କରୋନା ପଜିଟିଭ୍

ଛତିଶଗଡ଼ : ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ମାହାମାରୀ କରୋନା । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । କରୋନା ମହାମାରୀ ଭିତରେ ଏବେ ଆଉ ଏକ ବଡ଼ ଖବର ଆସିଛି । ତାହା ପୁଣି ମାଓବାଦୀଙ୍କୁ ନେଇ । ଛତିଶଗଡ଼ ଦାନ୍ତେଓ୍ବାଡାରେ ଏବେ ୫୦ରୁ ଅଧିକ ମାଓବାଦୀ…

ରାଉରକେଲା ଅବକାରୀ ବିଭାଗ ଅଫିସର ୧୧ଜଣ କର୍ମଚାରୀ ପଜିଟିଭ୍

ରାଉରକେଲା : ସୁନ୍ଦରଗଡ଼ରେ ବ୍ୟାପୁଛି ମହାମାରୀ କରୋନା । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଆଜି ରାଉରକେଲା ଅବକାରୀ ବିଭାଗ ଅଫିସର ୧୧ଜଣ କର୍ମଚାରୀ ଓ ଅଫିସର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ…

ପୁରୀ ଶ୍ରୀମନ୍ଦିର ସହିତ ଜଡ଼ିତ ୫୦ ଜଣ କରୋନା ପଜିଟିଭ 

ପୁରୀ: ପୁରୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁରୀ ଶ୍ରମନ୍ଦିର ସହ ଜଡ଼ିତ ଏପର୍ଯ୍ୟନ୍ତ ମୋଟ ୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏନେଇ ସୁଚନା ଦେଇଛନ୍ତି ।  ଚିହ୍ନଟ ସଂକ୍ରମିତ ୫୦ ଜଣଙ୍କ ମଧ୍ୟରୁ ୨୨ ଜଣ ହେଉଛନ୍ତି ସେବାୟତ ଓ ସେମାନଙ୍କ ପରିବାର ଲୋକ…