Latest Odisha News

BREAKING NEWS

Browsing Tag

Corona Positive

କେମିତି ଭୋଟ୍‌ ଦେବେ କରୋନା ସଂକ୍ରମିତ ବ୍ୟକ୍ତି?

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। କରୋନା ବିସ୍ଫୋରଣ ହେତୁ କୌଣସି ରାଜ୍ୟରେ ରାଲି ଏବଂ ରୋଡ୍ ସୋ ଆୟୋଜନ କରିବାକୁ ଅନୁମତି ମିଳିବ ନାହିଁ। ଏହା ବ୍ୟତୀତ ସର୍ବସାଧାରଣ ସ୍ଥାନରେ…

ବରୁଣ ଗାନ୍ଧୀ କରୋନା ପଜିଟିଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ସାଂସଦ ବରୁଣ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବରୁଣ ନିଜେ ଏହି ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କର କରୋନା ରିପୋର୍ଟ ପିଜିଟିଭ ଆସିଥିବା କହିଛନ୍ତି ବରୁଣ। ବରୁଣ…

ପାର୍ଲାମେଣ୍ଟରେ ପଶିଲା କରୋନା, ୪୦୦ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଦିଲ୍ଲୀରେ ବ୍ରେକ୍ ଫେଲ୍ ସଂକ୍ରମଣ । ପାର୍ଲାମେଣ୍ଟରେ ପଶିଲା କରୋନା । ସଂସଦ ଭବନରେ କାର୍ୟ୍ୟରତ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ…

ତୀବ୍ର ବେଗରେ ବ୍ୟାପୁଛି ସଂକ୍ରମଣ; ୩୦ କୋଟି ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ହୁ ହୁ ହୋଇ ବଢିଚାଲିିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତୀବ୍ର ବେଗରେ ବ୍ୟାପୁଛି ଓମିକ୍ରନ୍‌ ଭୂତାଣୁ। ଗତ ସପ୍ତାହରେ ବିଶ୍ୱରେ ରିପୋର୍ଟ ହୋଇଥିବା କୋଭିଡ୍-୧୯ ମାମଲାଗୁଡ଼ିକର ମୋଟ ସଂଖ୍ୟା ଶୁକ୍ରବାର ଦିନ ୩୦୦ ମିଲିୟନ୍‌ ଅତିକ୍ରମ କରିଛି। ଗତ ସପ୍ତାହରେ…

ସୌରଭ ଗାଙ୍ଗୁଲିଙ୍କ ଝିଅଙ୍କୁ କରୋନା

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲିଙ୍କ ଝିଅ ସାନା ଗାଙ୍ଗୁଲିଙ୍କୁ କରୋନା। ତାଙ୍କର କରୋନା ଜନିତ କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ବାସଭବନରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ତେବେ ପୂର୍ବତନ ଅଧିନାୟକ ସୌରଭଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କର କରୋନା…

ଜନତା ଦରବାରରେ ୧୪ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦରବାରରେ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍ ପରୀକ୍ଷଣରେ ଏମାନଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପକ୍ଷରେ ଜନତା ଦରବାରରେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଗଳା ଯନ୍ତ୍ରଣା ହେଉଥିବା ମଧ୍ୟ…

୮୭ ଡାକ୍ତର କରୋନା ପଜିଟିଭ

ପାଟନା: ବିହାରର ପାଟନା ଜିଲ୍ଲାର ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୮୭ ଜଣ ଡାକ୍ତର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଟନା ଜିଲ୍ଲାପାଳଙ୍କ ଅନୁଯାୟୀ, ସମସ୍ତ ଡାକ୍ତରଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି। ପଜିଟିଭ ଥିବା ସମସ୍ତ ଡାକ୍ତରଙ୍କୁ ପୃଥକ୍‌ ରଖାଯାଇଥିବା…

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୮୬କରୋନା ପଜିଟିଭ୍ ଚିହ୍ନଟ, ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ୧୬୮ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୧୮ଜଣ ସ୍ଥାନୀୟ ସଂକ୍ରମଣରୁ ବାହାରିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୪୦ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ…

କୁଏତରୁ ଫେରିଥିବା ଯାଜପୁରର ଦୁଇଜଣ କରୋନା ସଂକ୍ରମିତ

ଯାଜପୁର: କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେମାନଙ୍କର ଆରଟିପିସିଆର ଟେଷ୍ଟ…

ଢେଙ୍କାନାଳରେ ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ଢେଙ୍କାନାଳ : ଢେଙ୍କାନାଳରୁ ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ । ଏକ ଘରୋଇ ଆବାସିକ ମହାବିଦ୍ୟାଳୟରୁ ୩୩ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ କଲେଜରେ ପଢ଼ୁଥିବା ୩୩ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି…