ମହଙ୍ଗା ପଡିଲା ଲୋକଙ୍କୁ ସାମାଜିକ ଦୂରତ୍ୱ ନେଇ ସଚେତନ କରିବା, ଝାଡଖଣ୍ଡରେ ଦୋକାନୀକୁ ପିଟି ପିଟି ହତ୍ୟା ଅଭିଯୋଗ
ଝାଡଖଣ୍ଡ: ଝାଡଖଣ୍ଡର ପାଲାମୁ ଉଦୟପୁରରେ ଏକ ଅଭାବନୀୟ ଘଟଣା । କରୋନା ଡରରେ ସାମାଜିକ ଦୂରତ୍ୱ ରଖିବା ନେଇ ଗାଁ ଲୋକଙ୍କୁ ବୁଝାଇବାରୁ ଜଣେ ଦୋକାନୀକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ହତ୍ୟାର ଶିକାର ହୋଇଥିବା କାଶୀ ନାମକ ଏହି ବ୍ୟକ୍ତି ଗାଁରେ ଏକ ଗ୍ରୋସରୀ ଦୋକାନ କରିଥିଲେ…