ଖୁବ୍ ଶୀଘ୍ର ବୁର୍ଲା ଭିମସାର ଓ ରାଉରକେଲା ଆଇଜିଏଚ୍ରେ ଆରମ୍ଭ ହେବ କୋଭିଡ୧୯ ନମୁନା ପରୀକ୍ଷା
ଭୁବନେଶ୍ୱର : କୋଭିଡ୧୯ ନମୁନା ପରୀକ୍ଷଣ ପାଇଁ ବୁର୍ଲା ଭିମ୍ସାର ଓ ରାଉରକେଲା ଆଇଜିଏଚ୍କୁ ମିଳିଲା ଅନୁମତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ପକ୍ଷରୁ କିଣାଯାଇଥିବା ଟେଷ୍ଟିଂ କିଟ୍ ରାଜ୍ୟରେ ଅଧିକରୁ ଅଧିକ ନମୁନା…