Latest Odisha News

BREAKING NEWS

Browsing Tag

covid test

ସ୍କୁଲ ଖୋଲିବା ଆଗରୁ ବିଦ୍ୟାଳୟରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଦୀର୍ଘଦିନର ବ୍ୟବଧାନ ପରେ ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରୁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ସୂଚନାନୁସାରେ, ପ୍ରଥମେ ୯ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି ମାତ୍ର ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି।…

ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅକ୍ଟୋବର ୭ ଯାଏଁ ଚାଲିତ । ତେବେ ଏହାପୂର୍ବରୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ଭିତରେ ସାମାଜିକ ଦୂରତା ନିୟମ…

ରାଜଧାନୀରେ ବିଏମସି ବଢାଇଛି କୋଭିଡ୍‌ ପରୀକ୍ଷା ସୁବିଧା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟେଷ୍ଟ ସୁବିଧା ବଢାଇ ଦିଆଯାଇଛି । ବୁଧବାର ୨୨୮୫ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ୨୦୧୦ ଜଣଙ୍କର ଟେଷ୍ଟ କରାଯାଇଥିଲା । ଗତକାଲି ବିଏମସି ପକ୍ଷରୁ…

‘ତେଜରାତି ଓ ପରିବା ଦୋକାନୀଙ୍କ ହେବ କୋଭିଡ ଟେଷ୍ଟ’

ନୂଆଦିଲ୍ଲୀ: ଏଣିକି ପରିବା ଓ ତେଜରାତି ଦୋକାନୀଙ୍କ ହେବ କୋଭିଡ ଟେଷ୍ଟି । କେବଳ ଏ ଦୁଇ ଦୋକାନୀଙ୍କ ନୁହେଁ ଫଳ ଦୋକାନୀଙ୍‌କ ସମେତ ଅନ୍ୟ ସୋକନୀଙ୍କ ମଧ୍ୟ କରୋନା ପରୀକ୍ଷା ହେବ । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ…

କରୋନା ପରୀକ୍ଷା ଓ ପରିଚାଳନାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିଚାଲିଥିବା ବେଳେ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ କହିଛି, ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ତ୍ରୁଟି ରହିଛି । ଚିକିତ୍ସା ବଦଳରେ ସରକାର କେବଳ ସଚେତନ ଓ କିଟ୍ କିଣାରେ…

କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ

ଗଞ୍ଜାମ: କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଡ଼୍ୟୁଟିରେ ଯିବା ପୂର୍ବରୁ ସମସ୍ତଙ୍କର କୋଭିଡ଼ ପରୀକ୍ଷା ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଏନେଇ ଟ୍ୱିଟ କରି ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । All staff will…

ସେବାୟତଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ

ପୁରୀ: ଆଜି ଠାରୁ ପୁରୀରେ ଆରମ୍ଭ ହୋଇଛି ସେବାୟତଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ । ୩ଟି ସ୍ଥାନରେ  ବଡ଼ଦାଣ୍ଡ ସ୍ଥିତ ହିନ୍ଦୀ ସ୍କୁଲ, ଗଦାଧର ହାଇ,ସ୍କୁଲ, ଆର‌୍ୟୁବୈଦିକ କଲେଜରେ ଏହି ଟେଷ୍ଟ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ  ଦଇତାପତି ଓ ସୁଆର ମହାସୁଆର ସେବାୟତ ମାନଙ୍କ  ପରୀକ୍ଷା…

ସାମ୍ବାଦିକଙ୍କର ହେଲା କରୋନା ଟେଷ୍ଟ

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଉପର ମୁହାଁ ହୋଇ ଚାଲିଛି । ଫଳରେ ରଥଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ଯେପରି ସୁରୁଖୁରୁରେ ହେବ ସେଥିପାଇଁ ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର କରୋନା ପରୀକ୍ଷା କରାଯାଇଛି । ରଥଯାତ୍ରା ସହ…

ପ୍ରତିଦିନ ୫ ହଜାର ଟେଷ୍ଟ , ମଗାଗଲା ୫୦ ହଜାର କିଟ୍‌

ଭୁବନେଶ୍ୱର: ଜୁଲାଇ ମାସରେ ବଢିବ କରୋନା ଟେଷ୍ଟ । ପ୍ରତିଦିନ ୫ ହଜାର ଟେଷ୍ଟ ପାଇଁ ସରକାର ଟାର୍ଗେଟ୍ ରଖିଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖୁବଶୀଘ୍ର ଏସସିବି, ଆରଏମଆରସି ଏବଂ ଆଇଏଲଏସରେ ଅଧିକ ସଂଖ୍ୟକ ଟେଷ୍ଟ ହେବ । ସେହିପରି ୭ଟି ମେଡିକାଲ କଲେଜରେ…

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା କୋଭିଡ୍ ଟେଷ୍ଟ ସରଞ୍ଜାମ; ସେବାୟତଙ୍କ ହେବ ପରୀକ୍ଷା

ପୁରୀ: ପୁରୀରେ ଆସନ୍ତାକାଲି ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ ଗ୍ରୀନ୍ ସିଗନାଲ୍ ଦେବା ପରେ ଏବେ ପୁରୀରେ ସମସ୍ତ ଆୟୋଜନ ଜୋରସର୍ ଆରମ୍ଭ ହୋଇଯାଇଛି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତମାନଙ୍କର ହେବ କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ: …