Latest Odisha News
Browsing Tag

Covid Vaccination

ଦିନକରେ ଦିଆଗଲା ରେକର୍ଡ ୮୮ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣରେ ଭାରତରେ ଆଉ ଏକ ମାଇଲଖୁଣ୍ଟ । ଦିନକରେ ରେକର୍ଡ ୮୮ ଲକ୍ଷ ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ଟିକାକରଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଗତକାଲି…

ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ପୂରଣ ହେଲା ଟାର୍ଗେଟ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୧୮ଲକ୍ଷ ୩୫ହଜାର ୯୦୩ ଡୋଜ୍ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ୧୦ଲକ୍ଷ ୫୯ହଜାର ୭୫୩ ଜଣ । ୭ଲକ୍ଷ ୭୬ହଜାର…

ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍ ଟିକା, ଖୁବଶୀଘ୍ର ସରକାରୀ କେନ୍ଦ୍ରରେ ମିଳିବ !

ନୂଆଦିଲ୍ଲୀ: କୋଭାକ୍ସିନ, କୋଭିସିଲ୍ଡ ଭଳି ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍-ଭି ଭ୍ୟାକସିନ୍ । ଖୁବଶୀଘ୍ର ସରକାରୀ ଟିକାାଦନ କେନ୍ଦ୍ରରେ ରୁଷ୍ ଟିକା ଉପଲବ୍ଧ ହେବ । ଏହି ସୂଚନା ଦେଇଛନ୍ତି କୋଭିଡ୍-୧୯ କାର୍ୟ୍ୟ ସମୂହ (ଓ୍ୱାର୍କିଂ ଗ୍ରୁପ) ଅଧ୍ୟକ୍ଷ ଡ. ଏନ୍. କେ. ଆରୋରା । ସେ…

କେନ୍ଦ୍ର କରୁଛି ଅବହେଳା, ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ବର : କେନ୍ଦ୍ର ଦେଉନି ଟିକା । ଫଳରେ ରାଜ୍ୟରେ ବାଧାପ୍ରାପ୍ତ ହେଉଛି ଟିକାକରଣ । ଟିକା ଅଭାବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୂସାରେ ହୋଇପାରୁନି ଟିକାକରଣ । ଫଳରେ ଗତକାଲି ମାତ୍ର ୪୯ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଟିକାର ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ…

ଟିକା ନେଇ ନଥିଲେ ଗଞ୍ଜାମ ଜିଲ୍ଲାରେ ଦୋକାନ ଖୋଲିବା ମନା

ବ୍ରହ୍ମପୁର: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଲକଡାଉନ୍, ସଟଡାଉନ୍ ହେଉଛି ଟିକାକରଣ ସବୁବେଳେ ମୁକାବିଲାରେ କିଛି ନା କିଛି ନୂଆ କରିଥାଏ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ…

ଭୁବନେଶ୍ବରରେ ଟିକା ନେଲେଣି ୧୦ ଲକ୍ଷରୁ ଅଧିକ ଲୋକ 

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ରାଜଧାନୀ ଭୁବନେଶ୍ବରରେ ସ୍ଲଟ ବୁକିଂ ଅନୁସାରେ ଦିଆଯାଉଛି ଟିକା । ଏହାସହ ଟିକାକରଣକୁ ସହଜ…

କରୋନା ଟିକାକରଣ ଉପରେ ନବୀନଙ୍କ ପ୍ରସ୍ତାବକୁ କେରଳ ସିଏମ୍‌ଙ୍କ ସମର୍ଥନ

ଭୁବନେଶ୍ବର: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତାଙ୍କ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରର କରୋନା ଟିକା କ୍ରୟ ଏବଂ ବିତରଣ ଉପରେ ଦେଇଥିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ପିନାରାଇ ବିଜୟନ କହିଛନ୍ତି ଯେ କେନ୍ଦ୍ର ଟିକାକରଣ କରିବା ଉଚିତ ଏବଂ ସ୍ବାଧୀନ ଭାବରେ…

ଟିକା ପାଇଁ ହାହାକାର: ଗୋଟିଏ ରାଜ୍ୟର ଲୋକ, ଆଉ ଗୋଟିଏ ରାଜ୍ୟରେ ସ୍ଲଟ୍ ବୁକିଂ

ନୂଆଦଲ୍ଲୀ: ଗୋଟିଏ ରାଜ୍ୟର ଲୋକ । ଆଉ ଗୋଟିଏ ରାଜ୍ୟରେ ଟିକା ପାଇଁ ସ୍ଲଟ୍ ବୁକିଂ କରୁଛନ୍ତି । କରୋନା ଟିକା ପାଇବାକୁ ଦେଶର ରାଜଧାନୀ ଦିଲ୍ଲାରୁ ସାମନାକୁ ଆସିଛି ଏଭଳି ଚିତ୍ର । ଦିଲ୍ଲୀରେ ଲୋକଙ୍କୁ କୋଭାକ୍ସିନ ଦ୍ୱିତୀୟ ଡୋଜ୍ ମିଳୁନି । ଦ୍ୱିତୀୟ ଡୋଜ୍ ସମୟ ଆସିଥିଲେ ବି ଟିକା ଉପଲବ୍ଧ…

ରାଉରକେଲା ସ୍ବତନ୍ତ୍ର କାରାଗାରରେ କଏଦୀଙ୍କୁ ଦିଆଗଲା କୋଭିଡ୍ ଟିକା

ରାଉରକେଲା : ରାଉରକେଲା ସ୍ବତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ଦିଆଯାଇଛି କୋଭିଡ୍ ଟିକାର ପ୍ରଥମ ଡୋଜ୍ । ଏଥିପାଇଁ ଜେଲ୍ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ କଏଦୀଙ୍କୁ ଟିକା ଦିଆଯାଇଛି । ଉଭୟ ୧୮ ରୁ ୪୪ ବର୍ଷ ବର୍ଗ ଏବଂ ୪୫ରୁ ଅଧିକ ବୟସର କଏଦୀଙ୍କୁ ଟିକା ଦିଆଯାଇଛି । ଜେଲ୍…

ସୁନ୍ଦରଗଡ଼ରେ କଏଦୀ ଓ ମାନସିକ ଭିନ୍ନକ୍ଷମଙ୍କୁ ଦିଆଗଲା ଟିକା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛି ପ୍ରଶାସନ । ଆଜି ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଥିବା ୪୫ ବର୍ଷରୁ ଅଧିକ ବର୍ଗର କଏଦୀ ଓ ଆସ୍ଥା ଗୃହରେ ଥିବା ମାନସିକ ଭିନ୍ନକ୍ଷମଙ୍କୁ ଟିକା…