Latest Odisha News
Browsing Tag

Curfew

ସମ୍ବଲପୁରର ୨ ଥାନା ଅଞ୍ଚଳରୁ ଆଜି ହଟିବ କର୍ଫ୍ୟୁ

ସମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରିଥିବାରୁ ସହରରୁ ଶନିବାର କର୍ଫ୍ୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେବା ଲାଗି ନିଷ୍ପତ୍ତି ନେଇଛି ପ୍ରଶାସନ । ସହରର ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ କଟକଣା ହଟାଇ ନିଆ ଯାଇଥିବା ବେଳେ ଆଉ ୨ଟି ଥାନା ଅଞ୍ଚଳରୁ ପ୍ରତିବନ୍ଧ ଆଜି ହଟିବ । ପୂର୍ବରୁ…

ସମ୍ବଲପୁରରେ କର୍ଫ୍ୟୁ କୋହଳ, ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ସ୍ଥିତି ସୁଧାର ଆସୁଛି । ଆଜିଠୁ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଇଣ୍ଟରନେଟ୍ ସେବା ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରହିବ । ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ…

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର: ଆସନ୍ତାକାଲି ଠାରୁ ସମ୍ବଲପୁରରେ କର୍ଫ୍ୟୁ କୋହଳ ହେବ । ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ, ସମ୍ବଲପୁରରେ କାଲିଠୁ ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ସେହିଭଳି ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

ସମ୍ବଲପୁରରୁ କେବେ ହଟିବ କର୍ଫ୍ୟୁ ? ଡିଜିପି କହିଲେ ସ୍ଥିତି ଠିକ୍ ରହିଲେ ଦିନେ କିମ୍ବା ୨ ଦିନ…

ସମ୍ବଲପୁର: ଶାନ୍ତି ଫେରୁଛି, କର୍ଫ୍ୟୁ ହଟିବ । ୧୪ ତାରିଖ ପର ଠାରୁ ସମ୍ବଲପୁର ସହରରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ସତର୍କତା ମୂଳକ ପଦକ୍ଷେପ ଭାବେ ସହରରେ କର୍ଫ୍ୟୁ ଜାରି ହୋଇଛି । ଗତକାଲି କର୍ଫ୍ୟୁ କୋହଳ ହୋଇଥିଲା । ଆଜି ଆଉ ଟିକିଏ କୋହଳ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରହିଥିବା…

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର…

ଜୁନ୍ ୩୦ ରାତିରୁ ଜୁଲାଇ ୨ ଯାଏଁ ପୁରୀରେ କର୍ଫ୍ୟୁ

ପୁରୀ: ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ।…

ଆଜି ରାତି ୯ଟାରୁ ପୁରୀରେ ସଟ୍‌ଡାଉନ୍

ପୁରୀ: ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ସବୁଜ ସଂକେତ ଦେବା ପରେ ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ରାତି ୯ଟାରୁ ପୁରୀରେ ଜାରି ହେବ କର୍ଫ୍ୟୁ । ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ଯାଏଁ ପୁରୀରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ପୁରୀ…

ତାମିଲନାଡୁରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ୍‌; ଆସନ୍ତାକାଲିଠୁ ବଲାଙ୍ଗୀର ସହରରେ କର୍ଫ୍ୟୁ ଘୋଷଣା

ବଲାଙ୍ଗୀର: ବଲାଙ୍ଗୀର ସହରରେ ଆସନ୍ତାକାଲି କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଗୁରୁବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ସ୍ଥିତି ନେଇ ଆଜି ଘୋଷଣା କରିଛନ୍ତି ବଲାଙ୍ଗୀର ଉପଜିଲ୍ଲାପାଳ । ଗୁରୁବାର ଦିନ ୧୦ଟା ୪୦ରେ ବଲାଙ୍ଗୀର ରେଳ ଷ୍ଟେସନରେ ତାମିଲନାଡୁରୁ…

ନାଗରିକତା ସଂଶୋଧନ ବିଲ୍: ଆସାମରେ କର୍ଫ୍ୟୁ ପରେ ଏବେ ଶିଲଂରେ ଉତ୍ତେଜନା, ଇଣ୍ଟରନେଟ୍ ସେବା ବନ୍ଦ

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହେବାପରେ ଏହାକୁ ବିରୋଧ କରି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ ଆସାମର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ…

ନାଗରିକତା ସଂଶୋଧନ ବିଲ୍: ଉତ୍ତର-ପୂର୍ବାଞ୍ଚଳରେ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହୋଇଥିବାବେଳେ ଏହାକୁ ବିରୋଧ କରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଯାହାର ପ୍ରଭାବ ଆସାମର ବିଭିନ୍ନ ସ୍ଥାନରେ ପଡିଛି । ବିକ୍ଷୋଭକାରୀମାନେ ଆସାମ ମୁଖ୍ୟମନ୍ତ୍ରୀ…