Latest Odisha News

BREAKING NEWS

Browsing Tag

daughter

ବାପାକୁ ୫ଖଣ୍ଡ କାଟିଲା ପୁଅ, ଖଣ୍ଡ ବିଖଣ୍ଡିତ ଶରୀରକୁ ଫୋପାଡ଼ି ଥାନାରେ ଦେଲା ଅଭିଯୋଗ  

କୋଲକାତା: ପଶ୍ଚିମବଙ୍ଗ ପରଗଣା ବ୍ଳକର ବରୁଇପୁର ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଉଦ୍ଧାର କରିଛି ପୋଲିସ । କିଛି ଦିନ ତଳେ ନୌସେନା ଅଧିକାରୀଙ୍କ ପୁଅ ପିତାଙ୍କ ନିଖୋଜ ରିପୋର୍ଟ ଥାନାରେ ଦାଖଲ କରିଥିଲେ।…

ବାହାଘର ପୂର୍ବରୁ ୧୫ ଦିନ ବାଇକରେ ବୁଲିଲେ ବାପା, ଝିଅ

ଅହମ୍ମଦାବାଦ: ଅହମ୍ମଦାବାଦର ଏକ ବାପ ଝିଅର ବାହାଘର ପୂର୍ବରୁ ସ୍ମରଣୀୟ ଉପହାର ଦେଇଛନ୍ତି । ଯାହା କି ସମସ୍ତଙ୍କ ପାଇଁ ଏକପ୍ରକାର ପ୍ରେରଣା ସାଜିଛି କହିଲେ ଭୁଲ ହେବ ନାହିଁ । ଗୁଜରାଟର ପ୍ରତିଷ୍ଠିତ ବ୍ୟବସାୟୀ ପ୍ରକାଶ ପଟେଲ ତାଙ୍କ ଝିଅ ପ୍ରିୟଲଙ୍କୁ ଜୀବନଠାରୁ ବେଶୀ ଭଲ ପାଆନ୍ତି । ଝିଅର…

ଚାପୁଡା ମାରି ଝିଅକୁ ମାରିଦେଲା ବାପା !

କୋରାପୁଟ: ଯେଉଁ ବୟସରେ ବାପା ସହ କୁନି ଝିଅ ଖେଳିବା କଥା, ସେହି ବୟସରେ ସେ ନିଜ ବାପା ହାତରେ ପ୍ରାଣ ହରାଇଥିଲା । ବାପାର ଚାପୁଡା ମାଡରେ ଚାଲିଗଲା ୬ ବର୍ଷୀୟ ଝିଅର ଜୀବନ । ଏଭଳି ଘଟଣାକୁ ନେଇ ପଟ୍ଟାଙ୍ଗୀର ତଉପଦର ଗାଁ ଲଜ୍ଜା ମୁଣ୍ଡାଇଛି । ଶୁକ୍ରବାର ନିଜ ଝିଅର ହତ୍ୟା ଅଭିଯୋଗରେ…

ପାଣି ଗରମ କରୁଥିବା ବେଳେ ଚାଲିଗଲା ମା’-ଝିଅଙ୍କ ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସାଇନଗରରେ ଘଟିଛି ଅଭାବନୀୟ ଘଟଣା । ମା’-ଝିଅଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ତେବେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି…

ଅନ୍‌ଲାଇନ୍ କ୍ଲାସ୍‌ରେ ଫେଲ୍‌, ଅଫ୍‌ଲାଇନ୍‌ରେ ଆଟାକ୍ !

ମୁମ୍ବାଇ: କରୋନା ମହାମାରୀ ଆରମ୍ଭ କରିଛି ଅନ୍‌ଲାଇନ୍ କ୍ଲାସ୍ ଟ୍ରେଣ୍ଡ । କେଉଁଠି ଛାତ୍ରଛାତ୍ରୀ ଏହି ନୂଆ ଢାଂଚାରେ ଅତିଷ୍ଠ ହୋଇପଡିଲେଣି, ତ ପୁଣି କେଉଁଠି ଅଭିଭାବକ କହୁଛନ୍ତି ପିଲାଙ୍କ ଆଖି ପ୍ରଭାବିତ ହେଉଛି । ଏପରି ଟଣାଓଟରା ଅଭିଯୋଗ ଭିତରେ ସାମ୍ନାକୁ ଆସିଛି ଏକ ବର୍ବର ଘଟଣା ।…

ଧୋନୀଙ୍କ ପରେ ବିଜୟଙ୍କ ଝିଅକୁ ଦୁଷ୍କର୍ମ ଧମକ !

ତେଲେଙ୍ଗାନା: ବାୟୋପିକ୍ 800ରେ ଅଭିନୟ କରିବା ନେଇ ଅଭିନେତା ବିଜୟ ସେଥୁପତି ସମାଲୋଚନାର କେନ୍ଦ୍ରରେ ରହିଥିଲେ । ହେଲେ ସୋମବାର ଖୋଦ ମୁରଲିଧରନ୍ ତାଙ୍କୁ ଫିଲ୍ମରୁ ଓହରିଯିବାକୁ କହିଥିଲେ । ଯାହା ପରେ ବିଜୟ ଫିଲ୍ମରେ ଅଭିନୟ ନ କରିବା ନେଇ ସ୍ପଷ୍ଟ କରିଥିଲେ । ହେଲେ ସୋସିଆଲ ମିଡିଆରେ ଏବେ ବି…

ଗଳ୍ପ: ଝିଅଜନ୍ମ

ଶ୍ରୁତକୀର୍ତ୍ତି ତ୍ରିପାଠୀ                                                            ମୁକ୍ତା ଦେହରେ ଆଜି ବାଡ଼ୁଅ ପାଣି ପଡ଼ିଛି । ତା ପାପୁଲିକୁ ରଙ୍ଗେଇଛି ମଞ୍ଜୁଆତିରେ, ନାକରେ ନୋଥ ଓ କାନରେ ଝୁମ୍ପା, ଅଣ୍ଟାରେ ଅଣ୍ଟାସୂତା, ହାତରେ ପିତ୍ତଳ ଖଡ଼ୁ ଏବଂ ପାଦରେ ପାଉଁଜି ।…

ଟାଟ୍ଟୁ ଆର୍ଟିଷ୍ଟ ପାଲଟିଲେ ବଲିଉଡ ସୁପରଷ୍ଟାରଙ୍କ ଝିଅ !

ମୁମ୍ବାଇ: ନେପୋଟିଜମକୁ ନା କହିଲେ ବଲିଉଡର ଜଣେ ସୁପରଷ୍ଟାରଙ୍କ ଲାଡଲି । ଅଭିନେତ୍ରୀ ବଦଳରେ ଟାଟ୍ଟୁ ଆର୍ଟିଷ୍ଟ ହେବାକୁ ପସନ୍ଦ କଲେ । ତେବେ ଏ କଥା ଆମେ କହୁନୁ ବରଂ ଖୋଦ ଆମିର ଖାନଙ୍କ ଝିଅ ସୋସିଆଲ ମିଡିଆରେ ଜଣାଇଛନ୍ତି । View this post on…

ବଲିଉଡରେ ଡେବ୍ୟୁ କଲେ ସୁସ୍ମିତା ସେନ୍‌ଙ୍କ ଝିଅ !

ମୁମ୍ବାଇ: ନେପୋଟିଜିମ୍‌ର ଝଡ ମଧ୍ୟରେ ଆଉ ଜଣେ ଷ୍ଟାର୍‌କିଡ୍ ବଲିଉଡରେ ଡେବ୍ୟୁ କରିଛନ୍ତି । ସୁସ୍ମିତା ସେନଙ୍କ ଝିଅ ରିନି କବୀର ଖୁରାନାଙ୍କ ଫିଲ୍ମ ସୁଟ୍ଟାବାଜିରେ ଅଭିନୟ କରିବେ । ଏହି ଡ୍ରାମାଟିକ୍ ଫିଲ୍ମରେ ରିନିଙ୍କୁ ଜଣେ ବେଲଗାମ୍ ଝିଅ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ କୋମଲ…