Latest Odisha News

BREAKING NEWS

Browsing Tag

deadbody

ରାସ୍ତାକଡରୁ ଉଦ୍ଧାର ମୃତ ନବଜାତ ଶିଶୁ, କେତେ ସଜାଗ ପୋଲିସ ପ୍ରଶାସନ ?

ଅନୁଗୁଳ: ଦିନକୁ ଦିନ ମାନବିକତାର ଅର୍ଥକୁ ସମାଜ ଅବିଧାନରୁ ଲିଭାଇବାରେ ଲାଗିଛି ମଣିଷ ଜାତି । ସଂସାର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଖୋଦ ନିଜ ଅସ୍ତିତ୍ୱକୁ କଳୁଷିତ କରିବାରେ ଲାଗିଛି । ଏହି ଦୁଇଟି ଉକ୍ତି ଅନୁଗୁଳ ଜିଲ୍ଲାର ଏକ ଅଭାବନୀୟ ଘଟଣାକୁ ଇଙ୍ଗିତ କରୁଛି । ଜିଲ୍ଲାର ଦୈନିକ…

ବ୍ୟାଙ୍କରେ ଟଙ୍କା ଉଠାଣ ପାଇଁ ପହଂଚିଲା ମୃତକ

ପାଟନା: ବିହାରର ରାଜଧାନୀ ପାଟନାର ଏକ ଗାଁରେ ଚକିତର ଘଟଣା ସାମ୍ନାକୁ ଆସିଛି । ଟଙ୍କା ଉଠାଇବାକୁ ଜଣେ ମୃତ ବ୍ୟକ୍ତି ବ୍ୟାଙ୍କରେ ପହଂଚିଥିଲା । ଏପରି ଘଟଣା ବ୍ୟାଙ୍କ କର୍ମଚାରୀଙ୍କ ହୋସ୍ ଉଡାଇଥିଲାବଳେ ଏହା ପଛର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ସିଗରିୟାୱାଁ ଗାଁରେ ବାସିନ୍ଦା…

ମନ୍ଦିର ପରିସରରୁ ଉଦ୍ଧାର ହେଲା ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତ ଦେହ

ଭୁବନେଶ୍ୱର: ୟୁନିଟ ୨ ସ୍ଥିତ ମାର୍କେଟ ବିଲଡିଂ ଅଞ୍ଚଳର ଏକ ମନ୍ଦିର ପରିସରରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବଡ଼ଗଡ ପୋଲିସ ଥାନା ଅନ୍ତର୍ଗତ ଗଡ଼ଚିକିଲି ଅଞ୍ଚଳର ବାସିନ୍ଦା ପୁନିଆ ପ୍ରଧାନ (୨୬) ବୋଲି ଜଣାପଡିଛି।…

ରେଳଧାରଣାରୁ ବାପା-ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେସନ ନିକଟରେ ବାପା, ଝିଅ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଅ-ଝିଅଙ୍କ ଶରୀର ରେଳ ଧାରଣାରେ କଟି ଯାଇଛି । କିଛି ଦୂରରେ ପଡ଼ିଛି ବାପାଙ୍କ କ୍ଷତବିକ୍ଷତ ମୃତଦେହ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଲକ୍ଷ୍ମୀପୁର ପୋଲିସ ।…

ସାନ ଭଉଣୀର ମୃତଦେହ ଠାବ, ବଡ ଭଉଣୀ ଏବେବି ନିଖୋଜ

ବଲାଙ୍ଗିର: ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର । ସୋନପୁର ଜିଲ୍ଲାରୁ ଠାବ ହୋଇଛି ସାନଭଉଣୀଙ୍କ ମୃତଦେହ। ସୋନପୁର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ ଜଣେ ଯୁବତୀଙ୍କ ମୃତଦେହ ଭାସମାନ ଅବସ୍ଥାରେ ଠାବ ହୋଇଛି। ମୃତା ଯୁବତୀ ଆଞ୍ଚଲ…

ମିଳିଲାନି କାନ୍ଧ, ମଶାଣିକୁ ଘୋଷାଡି ଘୋଷାଡି ଶବ ନେଲେ ସମ୍ପର୍କୀୟ

ଗଞ୍ଜାମ: କରୋନା ଭୟ । ମରିଗଲା ମାନବିକତା । ଶବକୁ ମିଳିଲାନି କାନ୍ଧ । ଆମ୍ବୁଲାନ୍ସରୁ ଶବକୁ ଘୋଷାଡି ଘୋଷାଡି ନେଲେ ସମ୍ପର୍କିୟ । ମୃତ୍ୟୁ ପରେ କରୋନା ଭୟରେ ପାଖ ମାଡିଲେନି ଗାଁ ଲୋକେ । ଏଭଳି ଏକ ହୃଦକ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଜିଲ୍ଳା କବିସୂର‌୍ୟ୍ୟନଗରରେ ।…

ବନ୍ଦ କୋଠରୀରୁ ଉଦ୍ଧାର ହେଲା ଅଧ୍ୟାପକଙ୍କ ଗଳିତ ମୃତ ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମାଣିକନଗର ଅଞ୍ଚଳର ଏକ ବନ୍ଦ କୋଠରୀରୁ ଗୁରୁବାର ଦିନ ପୋଲିସ ଏକ କଲେଜ ଅଧ୍ୟାପକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ମୃତକ ଜଣଙ୍କ ଭଦ୍ରକ ଜିଲ୍ଲାର ରାଜେନ୍ଦ୍ର ଭୂଇଁଆ ବୋଲି ଜଣାପଡିଛି । ମୃତ ରାଜେନ୍ଦ୍ର ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ବିଜ୍ଞାନର ଫିଜିକ୍ସ…