Latest Odisha News
Browsing Tag

deadbody

ସନ୍ଦେହ ଜନକ ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିମାପଡ଼ା : ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଯୁକ୍ତ ୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ପୁରୀ ଜିଲ୍ଲା ନିମାପଡ଼ା ଗୁହାଳପଡା କୋଡ଼ ରୋଡ଼ ସ୍ଥିତ ସାଇ ବିଦ୍ବାନ କୋଚିଂ ସେଣ୍ଟରରେ ପାଠ ପଢୁଥିବା ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର କରିଛି ନିମାପଡ଼ା ପୋଲିସ ।…

ଜଙ୍ଗଲ ଭିତରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ବୋରାପଦାରେ ଅଭାବନୀୟ ଘଟଣା । ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ମୃତକ ହେଲେ ଖମାର ଗାଁର ପୀତବାସ ସାହୁ । ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଗତ ୩ ତାରିଖରୁ ନିଖୋଜ ଥିଲେ ପୀତବାସ ।…

ସମୁଦ୍ର କୂଳରେ ଅଜଣା ବ୍ୟକ୍ତିର ଗଳିତ ମୃତ ଦେହ

ପୁରୀ : ସମୁଦ୍ର କୂଳରେ ପଡ଼ିରହିଛି ଯୁବକଙ୍କ ଗଳିତ ମୃତ ଦେହ । ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୪୦୦ ମିଟର ଦୂରରେ ପଡିରହିଛି ଏହି ଗଳିତ ମୃତ ଦେହ ।  ବର୍ତ୍ତମାନ ସମୟରେ ମୃତ ଯୁବକଙ୍କର କୋଣସି ପରିଚୟ ମିଳିପାରୁନାହିଁ । ପୁରୀ ସମୁଦ୍ର କୁଳରେ ପୁରୀ ପୋଲିସ ପକ୍ଷରୁ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କାମାକ୍ଷାନଗର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟ ସାହିରେ ଭୁତୁକୁଣି ନିକଟରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ ଦେହ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଗାଁର ରାଜେଶ ବେହେରା ବୋଲି ଜଣାପଡ଼ିଛି । ପରିବାର ଲୋକ ତାଙ୍କ ପୁଅ କୁ କେହି…

ଜାତୀୟ ରାଜପଥ କଡ଼ରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁର୍ଘଟଣା ନା ହତ୍ୟା ?

ଯାଜପୁର: ଜାତୀୟ ରାଜପଥ କଡ଼ରୁ ୨ ଜଣଙ୍କର ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମିର୍ଜାପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ଦୁର୍ଘଟଣା ନା ହତ୍ୟା ଏଯାଏ ସ୍ପଷ୍ଟ ହୋଇନି । ମୃତଦେହ ନିକଟରେ ଏକ ବାଇକ୍ ପଡ଼ିଥିବା…

ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜୟପୁର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାକର  । କୋରାପୁଟ ଜିଲ୍ଲା ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ  । ସେ ଜଣେ ଡ୍ରାଇଭର  । ଟ୍ରେନ୍ ଲାଇନକୁ ସେ କେମିତି ଆସିଲେ ଓ ତାଙ୍କର…

କ୍ଲବ ଘର ଭିତରୁ ମୃତଦେହ ଉଦ୍ଧାର

ସୋନପୁର: କ୍ଲବ ଭିତରୁ ମୃତଦେହ ଉଦ୍ଧାର । ସୋନପୁର ସହରର ବ୍ଲକ ଛକ ନିକଟରେ ଥିବା ରୟାଲ ସ୍ପୋର୍ଟିଂ କ୍ଲବ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୋନପୁର ଗ୍ରୀଡକୋ ଅଞ୍ଚଳର ୫୫ ବର୍ଷୀୟ ଶଙ୍କର ସାହୁ । ସାଇଣ୍ଟିଫିକ୍ ଟିମର ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ଖୋଳତାଡ…

ଭୁବନେଶ୍ୱରରେ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଖୋଳତାଡ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରର ଏକ ଫାର୍ମ ହାଉସରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଫାର୍ମ ହାଉସରୁ ମିଳିଛି ମରଶରୀର । ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଆଜି ପୋଲିସ ଉଦ୍ଧାର କରିବା ପରେ ତନାଘନା ଆରମ୍ଭ ହୋଇଛି । ମୃତକ…

ମରିଗଲା ମାନବିକତା: କେହି ଛୁଇଁଲେନି ଶବ, ଶଗଡ଼ରେ ଲଦି ମଶାଣି ନେଲା ପୁଅ

ବଲାଙ୍ଗିର: ଅନ୍ୟ ଜାତିରେ ବାହା ହୋଇଥିବାରୁ ମୃତଦେହକୁ କାନ୍ଧ ଦେଲେନାହିଁ ସମ୍ପର୍କୀୟ । କାନ୍ଧ ଦେବା ଦୂରର କଥା, ଶବକୁ ଆଡ଼ଆଖିରେ ଚାହିଁଲେ ନାହିଁ । ସାହି ପଡ଼ିଶା ବି ପାଖ ମାଡ଼ିଲେ ନାହିଁ । ଶେଷରେ ଅନ୍ୟ ଉପାୟ ନପାଇ ନାବାଳକ ପୁଅ ବାପାଙ୍କର ଶବ ସତ୍କାର କରିବାକୁ ଶଗଡ଼ ଗାଡ଼ିର ସାହାରା…

ବିଲ ମଝିରୁ ନିଖୋଜ ଯୁବକଙ୍କ ମୁଣ୍ଡ ଓ ଗଣ୍ଡି ଉଦ୍ଧାର, ହତ୍ୟା ଅଭିଯୋଗ

ଭଦ୍ରକ: ବିଲ ମଝିରୁ ମିଳିଲା ନିଖୋଜ ଯୁବକଙ୍କ ଗଳିତ ମୃତଦେହ । ବୁଦା ମୂଳରୁ ମୁଣ୍ଡ ନଥିବା ଶରୀର ଉଦ୍ଧାର ହୋଇଥିବା ବେଳେ ୨୦୦ ମିଟର ଦୂରରେ ପଡ଼ିଥିଲା ମୁଣ୍ଡ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଉଚ୍ଚପଦା ଓ କାକୁଡିଗଡ଼ିଆ ରାସ୍ତା ପାଖରେ ଥିବା ଏକ ବିଲ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ…