ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୭)
ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’
ଏସବୁ ଭିତରେ ଯେ ନିରବରେ ତାକୁ ସମର୍ଥନ କଲାପରି ପାଖରେ ଠିଆହୁଅନ୍ତି ସେ ତା\' ବାପା । ଜୀବନତମାମ ଗୋଟେ ନିରୁତା ନୀରିହ ମଣିଷଟେ ହୋଇ ରହିଗଲେ । ଯେ ଆଜିଯାଏ ବୋଉ ଶବ୍ଦବାଣରେ ଶବ୍ଦଟିଏ ମଧ୍ୟ କହିପାରିଲେନାହିଁ । କେବେ ମଧ୍ୟ କୌଣସି…