Latest Odisha News

BREAKING NEWS

Browsing Tag

Dutee Chand

ଏସିଆନ୍ ଗେମ୍ସ ପୂର୍ବରୁ ଦୂତି ଚାନ୍ଦଙ୍କୁ ବଡ଼ ଝଟକା, ଡୋପ୍ ଟେଷ୍ଟରେ ଫେଲ୍

ଭୁବନେଶ୍ୱର: ସ୍ପ୍ରିଣ୍ଟର କ୍ୱିନ୍ ଦୂତି ଚାନ୍ଦଙ୍କୁ ବଡ଼ ଝଟକା ଲାଗିଛି । ଡୋପ୍ ଟେଷ୍ଟରେ ଫେଲ୍ ହେବା ପରେ ଦୂତି ଚାନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଦୂତି ଚାନ୍ଦଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ୨୦୨୨…

ଦୂତୀଙ୍କ ଆଭିମୁଖ୍ୟକୁ ନିନ୍ଦା କଲେ ଓସିଏ ସମ୍ପାଦକ ସଂଜୟ ବେହେରା ଓ ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ଆଜି ଦୂତୀଙ୍କର ଏକ ଫେସବୁକ୍ ପେଜ ପୋଷ୍ଟ ସାରା ଓଡିଶାରେ ହଟଚମଟ ସୃଷ୍ଟି କରିଛି । ଜଣେ ସଫଳ ଅଲିମ୍ପିଆନ୍ ଭାବେ ସେ ରାଜ୍ୟ ସରକାରଙ୍କଠାରୁ ଯଥେଷ୍ଟ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ତଥାପି ଓଡିଶା…

ଦୂତୀଙ୍କ ଡିଲିଟ୍ ପୋଷ୍ଟକୁ ଶେଆର କରି ବର୍ଷିଲେ ଦିଲ୍ଲୀପ ତିର୍କି

ଭୁବନେଶ୍ୱର: ରାଜ୍ୟ ସରକାର ହକିକୁ ଅଧିକ ଗୁରୁତ୍ୱ ଦେବାକୁ ସହିପାରିନାହାନ୍ତି ଧାବିକା ଦୂତି ଚାନ୍ଦ । ସେ ଏକ ଫେସବୁକ ପୋଷ୍ଟ ଜରିଆରେ ଏ ନେଇ କ୍ଷୋଭ ପ୍ରକାଶ କରିବା ସହିତ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟ ସରକାର ଖେଳ ନାଁରେ ରାଜନୀତି କରୁଛନ୍ତି । କେବଳ ଗୋଟିଏ ଖେଳକୁ ଗୁରୁତ୍ୱ…

କୋଭିଡ୍ ନିୟମ ଉଲ୍ଲଂଘନ କରି ପୋଲିସ ଆଗରେ ଦୂତୀଙ୍କ ଦବଙ୍ଗଗିରିି

ଯାଜପୁର: ବେଶ କିଛି ଦିନ ପୂର୍ବରୁ ଜଣେ ୱବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ଧାବିକା ଦୂତୀ ଚାନ୍ଦ । ହେଲେ ଏବେ କର୍ତ୍ତବ୍ୟରତ ପୋଲିସକୁ ନାଲି ଆଖି ଦେଖାଇ ଦୂତୀ ସମାଲୋଚନାର ଶିକାର ହୋଇଛନ୍ତି । ଗତକାଲି ବିନା ଅନୁମତିରେ ଯାଜପୁର ଜିଲ୍ଲା ଚକଗୋପାଳପୁର…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଓ୍ବେବ୍ ପୋର୍ଟାଲ ସାମ୍ବାଦିକ

ଭୁବନେଶ୍ବର : ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ । ଓ୍ବେବ୍ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଓ ସାମ୍ବାଦିକ ସ୍ମୃତି ରଞ୍ଜନ ବେହେରାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତୁ ପଠାଇ ଦିଆଯାଇଛି ।…

ଦୂତୀଙ୍କ ଅଭିଯୋଗରେ ୱେବ୍ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ୱେବ୍ ମିଡିଆ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ । ଆଜି ଭୁବନେଶ୍ୱରରେ ମହିଳା ଥାନା ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ରହିଛି । ଅଲିମ୍ପିକ ଗେମ୍ସରୁ ଫେରିବା ପରେ…

ଅଲିମ୍ପିକ୍ସ ୨୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ପରେ ଦୁଇ ଶହ ମିଟରରେ ବି ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ ୨୦୦ ମିଟର ସେମିଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ସେ ନିଜ ହିଟର ସପ୍ତମ ସ୍ଥାନରେ ରହିଥିଲେ । ୨୦୦ ମିଟରରେ ଚତୁର୍ଥ ହିଟରେ ଦୌଡ଼ିଥିଲେ ଦୂତୀ । ୨୦୦ ମିଟର ଅତିକ୍ରମ…

ଅଲିମ୍ପିକ୍ସ ୧୦୦ ମିଟର ହିଟରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କରିଛନ୍ତି ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ଶହେ ମିଟର ଦୌଡ଼ (ରାଉଣ୍ଡ-୧)ର ହିଟ-୫ରେ ସେ ଦୌଡ଼ିଥିଲେ । ଭଲ ପ୍ରଦର୍ଶନ ସତ୍ତ୍ୱେ ସପ୍ତମ ସ୍ଥାନରେ ରହିଥିଲେ ଦୂତୀ ଚାନ୍ଦ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ନେଇଥିଲେ ୧୧.୫୪…

ଆଉ କେଇ ମିନିଟରେ ଅଲିମ୍ପିକ୍ସ ୧୦୦ ମିଟର ଟ୍ରାକକୁ ଓହ୍ଲାଇବେ ଦୂତୀ

ଟୋକିଓ: ଆଉ କିଛି ମିନିଟର ଅପେକ୍ଷା । ଟୋକିଓ ଅଲିମ୍ପିକ୍ସ ଟ୍ରାକକୁ ଓହ୍ଲାଇବେ ଓଡ଼ିଶାର ଦୌଡ଼ରାଣୀ । ଭାରତୀୟ ସମୟ ସକାଳ ୯ଟା ୧୭ ମିନିଟରେ ଶହେ ମିଟର ଟ୍ରାକରେ ଭାଗ୍ୟ ପରୀକ୍ଷା କରାଇବେ ଦୂତୀ ଚାନ୍ଦ । ହିଟ ନମ୍ବର ୫ରେ ଦୌଡ଼ିବେ ଦୌଡ଼ରଣୀ । ୫ ନମ୍ବର ହିଟରେ ଦୂତି ଚାନ୍ଦଙ୍କ ସହ ଜମାଇକା,…

ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କୁ ମନ ଖୋଲି କଣ କହିଲେ ଓଡିଶା ଧାବିକା ଦୂତି ଚାନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିବା ଭାରତୀୟ ଖେଳାଳିଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ ନିଜ ମନର କଥା କହିଥିଲେ । ଓଡିଶାର ଏହି ଆଥଲେଟ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ,…