Latest Odisha News
Browsing Tag

Earthquack

ଆମେରିକାର ଆଲାସ୍କାରେ ବଡ ଧରଣର ଭୂକମ୍ପ: ସୁନାମୀକୁ ନେଇ ଆଲର୍ଟ ଜାରି

ୱାଶିଂଟନ୍: ଆମେରିକାର ଆଲାସ୍କାରେ ଆଜି ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଏହି ଭୂକମ୍ପର ଝଟକା ଏତେ ଅଧିକ ଥିଲା ଯେ ଏନେଇ ସୁନାମୀ ଆଲର୍ଟ ଦିଆଯାଇଛି । USGSର…

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲଲ୍ର ଏହାର ତୀବ୍ରତା ୩.୮ ଥିବା ଜଣାଯାଇଛି। ଭୂକମ୍ପ ବିଷୟରେ ପିଟିଆଇ ରିପୋର୍ଟ କରିଛି। ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା…

ସିରିଆରେ ୫ ଦିନ ପରେ ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଲେ ପୂରା ପରିବାର, ତୁର୍କୀରେ ମାଟି ତଳେ ହସୁଥିଲା ନବଜାତ ଶିଶୁ

ଇଦଲିବ: ସିରିଆ ତୁର୍କୀର ଭୟାବହ ଭୂକମ୍ପ ଦୃଶ୍ୟ ଦେଖିଲେ ଏବେ ବି ଛାତି ଥରି ଯାଉଛି । ମୃତ୍ୟୁ ସଂଖ୍ୟା ୨୮ ହାର ଟପିଥିଲେ ହେଁ ହଜାର ହଜାର ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଏ ଦୃଶ୍ୟ ଦେଖି ଉଦ୍ଧାରକାରୀଙ୍କ ଛାତି ଥରି ଯାଉଛି । ତଥାପି ସେମାନେ ଲାଗିପଡିଛନ୍ତି ଗଦା ଗଦା କଂକ୍ରିଟ…

 ୨୪ ଘଣ୍ଟାରେ ୨ ଥର ଭୂକମ୍ପ ଝଟକା; ଥରିଲା ସୁରଟ ଓ କଚ୍ଛ

ସୁରଟ: ତୁର୍କି ଓ ସିରିଆ ଭୂକମ୍ପ ଭୟାବହତା ମନରୁ ଲିଭିନି, ଭାରତରେ ଅନୁଭୂତ ହେଲା ଭୂକମ୍ପ ଝଟକା  । ଗୁଜରାଟରେ ୨୪ ଘଣ୍ଟା ମଧ୍ୟରେ ୨ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଓ ୩.୭ ରହିଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ହେଁ ଲୋକମାନେ…

କଅଁଳ ଦେହ ତଥାପି ମୃତ୍ୟୁ ସହ ଲଢିଲେ, ଭଗ୍ନସ୍ତୁପ ତଳୁ ଜୀବନ ନେଇ ଫେରିଲେ: ଦେଖନ୍ତୁ ଭିଡିଓ

ଧୀରେ ଧୀରେ ଶାନ୍ତ ହେଉଛି ତୁର୍କୀ ଓ ସିରିଆ । ଭଗ୍ନସ୍ତୁପ ତଳୁ ନିରବୀ ଗଲାଣି ଆକୁଳ ଚିତ୍କାର । ଭୟଙ୍କର ଭୂକମ୍ପରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହୁରି ଅନେକ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । କିଏ ଜାଣେ ମୃତ୍ୟୁ ସଂଖ୍ୟା…

ଭୂମିକମ୍ପ ପରେ ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୱାର୍କ ଭିଜିଟରେ ତୁର୍କୀ ଯାଇଥିବା ଜଣେ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି । ଭୂମିକମ୍ପରେ ତୁର୍କୀରେ ପ୍ରାୟ ୮ ହଜାର ୫୦୦ରୁ ଅଧିକ ଲୋକ ଜୀବନ ହରାଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ,…

ପୁଣି ଥରିଲା ତୁର୍କୀ: ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଇସ୍ତାନବୁଲ:ଗୋଟିଏ ପରେ ଗୋଟିଏ ଝଟକା ତୁର୍କୀକୁ ମାଟିରେ ମିଶାଇ ଦେଲାଣି । ୪ ଥର ବଡ ଧରଣର ଭୂୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁ ସଂଖ୍ୟା ୯ ହଜାର ପାର କରିଗଲାଣି । ଆହତଙ୍କ ସଂଖ୍ୟା ବି ୫୦ ହଜାର ପରେ । ଏହା ଭିତରେ ପୁଣି  ଭୂକମ୍ପ ଝଟକା ଅନୁଭୁତ ହୋଇଛି । ୟୁନାଇଟେଡ ଷ୍ଟେଟ…