Latest Odisha News

BREAKING NEWS

Browsing Tag

ECONOMY

ସିଙ୍ଗାପୁର ଉପରେ ଲାଗିଥିବା ଚାଉଳ ରପ୍ତାନି ପ୍ରତିବନ୍ଧକକୁ କୋହଳ କଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିଵା ଦ୍ଵିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଚାଉଳ ରପ୍ତାନୀ ଉପରେ ଲଗାଇଥିଵା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ନିଅଣ୍ଟିଆ ବର୍ଷା, ଫସଲ ହାନି, ସ୍ଵଳ୍ପ ଅମଳ ଆଦିକୁ ଧ୍ୟାନରେ ରଖି ଚାଉଳ ରପ୍ତାନୀ ଉପରେ ଜୁଲାଇ ୨୦ ତାରିଖରୁ କଟକଣା ଲାଗିଥିଲା।…

ମାନ୍ଦାବସ୍ଥା ସତ୍ତ୍ୱେ ଦ୍ରୁତ ଅର୍ଥନୀତି ବିକଶିତ ରାଷ୍ଟ୍ର ହୋଇପାରିଛି ଭାରତ

ନୂଆଦିଲ୍ଲୀ: ମାନ୍ଦାବସ୍ଥା ସତ୍ତ୍ୱେ ଅନେକ ବାଧାବିଘ୍ନ ଭିତରେ ବି ଭାରତ ଜାନୁଆରୀରୁ ଜୁଲାଇ ୨୦୨୨ ମଧ୍ୟରେ ବୃହତ୍ ଅର୍ଥନୀତି ଚୀନକୁ ପଛରେ ପକାଇଥିଲା । ପ୍ରଥମେ କରୋନା ମହାମାରୀ ଓ ତାପରେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଆସିଥିବା ବାଧାବିଘ୍ନ ସାରା ବିଶ୍ୱରେ ମହଙ୍ଗାସ୍ଥିତି ଆଣିଥିଲା । ବେକାରୀ…

ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି । ଜି-୨୦ ରାଷ୍ଟ୍ର ସମୂହଙ୍କ…

[ଦେଖନ୍ତୁ ଭିଡିଓ] ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ

ନୂଆଦିଲ୍ଲୀ: ଦେଶରେ ଦରଦାମ ଆକାଶଛୁଆଁ ରହିଥିବା ବେଳେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି । ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଛି । ୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ,…

ଗତବର୍ଷ ତୁଳନାରେ ଏହି ବର୍ଷ ଆଦାୟ ହୋଇଛି ୨୮% ଅଧିକ ଜିଏସଟି

ନୂଆଦିଲ୍ଲୀ :  ଗତ ବର୍ଷ ଅଗଷ୍ଟ ମାସ ତୁଳନାରେ ଏହି ବର୍ଷ ଜିଏସଟି ଆଦାୟ ୨୮% ଅଧିକ ହୋଇଛି  ।  ୨୦୨୨ ଅଗଷ୍ଟ ମାସରେ ସାମଗ୍ରିକ ଜିଏସଟି ରାଜସ୍ୱ ସଂଗ୍ରହ ୧,୪୩୬୧୨ କୋଟି ଟଙ୍କାରେ ପହଞ୍ଚିଛି  । ୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ମାସିକ ଜିଏସଟି ରାଜସ୍ଵ ସଂଗ୍ରହ ହୋଇଛି।…

ସ୍ୱଚ୍ଛଳ ଶାସନତନ୍ତ୍ର : ଅଚଳ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍ । ବସ୍ତାବସ୍ତା ଭାଷଣବାଜିର ରିହାତି-ରାଜନୀତି । ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ - ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ…

ରୂପ, ଭେକ ସବୁ ବଦଳିବ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ପରବର୍ତ୍ତୀ ଜୀବନ କେମିତି ହେବ, ତାକୁ ନେଇ ଏବେ ଚାଲିଛି ଅନେକ ଆଲୋଚନା । ବହୁ ଲୋକ, ବହୁ ଗବେଷକ ଅନେକ ମତ ଦେଉଛନ୍ତି । ଜୀବନ ଏମିତି ହେବ, ଜୀବନ ସେମିତି ହେବ- ଏ ନେଇ ଚାଲିଛି ଯୁକ୍ତି । କରୋନାର ପ୍ରଭାବ ଯେ…

ଚୀନ୍‌ର ବିସ୍ତାରବାଦୀ ଅର୍ଥନୈତିକ ଚାଲ୍‌; ଭାରତ କିପରି କରୁଛି ଏହାର ମୁକାବିଲା…

ବିଶ୍ବର ଦୁଇ ବୃହତ୍ ଅର୍ଥନୀତି ଭାବେ ଆମେରିକା ଓ ଚୀନ୍ ଏବେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ| କୋଭିଡର ପ୍ରବଳ ପ୍ରତାପ ସମୟରେ ଅବଶ୍ୟ ବାଣିଜ୍ୟ ଯୁଦ୍ଧରେ ଟିକେ ଭଟ୍ଟା ପଡ଼ିଛି| ମାତ୍ର ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଆପାତତଃ ସୁଧୁରିଥିବା ଚୀନ୍ ପକ୍ଷରୁ କୁହାଯାଉଥିବା ବେଳେ କମ୍ୟୁନିଷ୍ଟ…

କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ କରୋନା ଭୂତାଣୁ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳେଇ ଚାଲିଛି । ବଡ଼ ବଡ଼ ବିକଶିତ ଦେଶ ମାନଙ୍କର ଅଂଟା ଭାଙ୍ଗି ପଡ଼ିଲାଣି । ଏହି ମହାମାରୀ ଯେତିକି ଦ୍ରୁତ ଗତିରେ ସଂକ୍ରମିତ ହେଉଛି, ତା’ଠୁ ଅଧିକ ଦ୍ରୁତ ଗତିରେ ସାମାଜିକ ଓ ଅର୍ଥନୈତିକ…