Latest Odisha News

BREAKING NEWS

Browsing Tag

Elephant Attack

ଧାନ ଖଳାରେ ଶୋଇଥିଲେ ଯୁବକ, ହାତୀ ଦଳି ମାରିଦେଲା

ସୁବର୍ଣ୍ଣପୁର :  ସୋନପୁର ବନାଞ୍ଚଳ କୁମ୍ଭାରମୁଣ୍ଡା ସେକ୍ସନରେ ହାତୀ ଆକ୍ରମଣରେ ଯୁବକଙ୍କ  ମୃତ୍ୟୁ । ତରଭା ବ୍ଲକ ଶୁଖିଲାସର ଗାଁର ହର ରଣା ଅମଳ ଧାନକୁ ଖଳାରେ ଶୁଖାଇଥିଲେ । ରାତିରେ ସେ ଧାନକୁ ଜଗିବା ପାଇଁ ଖଳାରେ ଶୋଇଥିଲେ । ମଧ୍ୟ ରାତ୍ରୀରେ ହାତୀ ପଲ ଆସି ଧାନ ଖାଇବା ସହ ହରକୁ ଆକ୍ରମଣ…

ଦମ୍ପତିଙ୍କୁ ଦଳି ଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

କାମାକ୍ଷାନଗର: ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ । କାଉଁଶିନାଳୀ ସାହିର ରମେଶ ବେହେରା ଓ ତାଙ୍କ ସ୍ତ୍ରୀ ତାରା ବେହେରା ଭୋର୍ ସମୟରେ ଶୌଚ ପାଇଁ ଘର ପାଖ…

ଚାଲିଥିଲା ଖଟି, ହଠାତ୍ ଚାଲିଆସିଲା ହାତୀ: ଆଉ ତା’ ପରେ…

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ ଯୁବକଙ୍କୁ ପାଦରେ ଦଳି ଦେଇଛି ଏକ ଦନ୍ତାହାତୀ । ରଙ୍କନାଥ ଜେନାଙ୍କ ସହ ଆଉ ଚାରି ପାଞ୍ଚ ଜଣ ଚନ୍ଦ୍ରମାପାଟପୁର ନିକଟସ୍ଥ ପଦ୍ମପୋଖରୀ ନିକଟରେ ଏକ ସ୍ଥାନରେ ବସି ଖଟି କରୁଥିଲେ । ସେହି ସମୟରେ ହଠାତ୍ ଚାଲି ଆସିଥିଲା…

ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ

ଅନୁଗୁଳ: ହାତୀ ଆକ୍ରମଣରେ ମହିଳା ମୃତ । ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣି ଗାଁର ଶୈଳବାଳା ଦେହୁରୀଙ୍କ ମୃତ୍ୟୁ ହୋଇଛି । ରବିବାର ସକାଳେ ଗାଁ ନିକଟ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲେ ଶୈଳବାଳା ଓ ବତୀ । ହାତୀକୁ ଦେଖି ବତୀ ପ୍ରଧାନ ଦୌଡ଼ି ପଳାଇ…

୫ ବର୍ଷ ପୁଅକୁ ଦଳି ମାରିଲା ଦନ୍ତା, ବାପା ଗୁରୁତର

କାମାକ୍ଷାନଗର: ବାପ-ପୁଅଙ୍କୁ ଦଳିଲା ଦନ୍ତା । ହାତୀ ଆକ୍ରମଣର ୫ ବର୍ଷ ପୁଅର ଜୀବନ ଯାଇଛି । ବାପାଙ୍କର ଅବସ୍ଥା ଗୁରୁତର ରହିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ମହୁଲଡଗର ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ରସାନନ୍ଦ ଜେରେଇଙ୍କ ୫ବର୍ଷର ପୁଅ ଋଷି ଜେରେଇ । ଗତ କିଛି ଦିନ…

ବଢ଼ୁଛି ହାତୀ ଉପଦ୍ରବ, ମହିଳାଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା

କାମାକ୍ଷାନଗର: ଦିନକୁ ଦିନ ବଢ଼ୁଛି ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଘରୁ ଘୋଷାଡ଼ି ନେଇ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା । ଏହିଭଳି ଅଘଟଣ ଘଟିଛି ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୋହନପଶି ଗାଁରେ । ଘଟଣାସ୍ଥଳରେ ହିଁ ମହିଳାଙ୍କ…

ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା : ଚଳନ୍ତା ଯାତ୍ରୀବାହୀ ବସ୍‌କୁ ଆକ୍ରମଣ କଲା ଦନ୍ତା । ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ବସ୍‌ରେ ଥିବା ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବସକୁ ହାତୀର ଆକ୍ରମଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ…

ଚିନ୍ତା ବଢାଉଛି ଝାଡ଼ଖଣ୍ଡି ହାତୀ ପଲ

ବାରିପଦା: ଚିନ୍ତା ବଢାଉଛି ଝାଡଖଣ୍ଡୀ ହାତୀ ପଲ ଥମୁନି ହାତୀ ଉତ୍ପାତ। ଦିନକୁ ଦିନ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେବାରେ ଲାଗିଛନ୍ତି। ଘରଦ୍ୱାର ଭାଙ୍ଗିବା ସହିତ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି। ଏବେ ରାତିରେ ନୁହେଁ ଦିନରେ ବି ହାତୀ ପଲ ଗାଁ ଭିତରେ ପଶି ଆତଙ୍କ ଖେଳାଇ ଚାଲିଛନ୍ତି।…

ଗାଁରେ ୨୦ ଟିକିଆ ହାତୀ ପଲ ଆତଙ୍କ

ଟାଙ୍ଗୀ : ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ। ଦିନ ଦିପହରରେ ବି ହାତୀ ପଲ ଗାଁ ଗଣ୍ଡାରେ ପଶି ଆତଙ୍କ ଖେଳାଉଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ସବୁ ନଷ୍ଟ କରିଚାଲିଛନ୍ତି । ସେହିଭଳି ଟାଙ୍ଗୀ ଅଞ୍ଚଳରେ ରାତି ହୋଇଗଲେ ହାତୀ ଉପଦ୍ରବ ଜାରି ରହିଛି । ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ…