Latest Odisha News

BREAKING NEWS

Browsing Tag

Elephant

ଦନ୍ତାଙ୍କ ପାଇଁ କାଳ ଜଙ୍ଗଲରେ ଶିକାରୀ ବିଛାଉଥିବା ବିଦ୍ୟୁତ୍ ତାର

ଅନୁଗୁଳ: ଦୁଇ ଦିନରେ ଆଖି ବୁଜିଲେଣି ଦୁଇ ଦୁଇଟି ଦନ୍ତା । ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଆଉ ଏକ ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ କିଆକଟାର ମୁଣ୍ଡାପଡା ଗାଁ ନିକଟରେ ହାତୀର ମୃତଦେହ ମିଳିଛି । ଗାଁ ଲୋକଙ୍କ ଠାରୁ ଖବର ପାଇଁ ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା…

ଲେମ୍ବୁପାଲିରେ ହାତୀ ଆତଙ୍କ

ସୁବର୍ଣ୍ଣପୁର :  ଲେମ୍ବୁପାଲି ଗାଁ ରେ ଖେଳିଯାଇଛି ହାତୀ ଆତଙ୍କ  । ଭୟରେ ଦିନ କାଟୁଛନ୍ତି ଲୋକେ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଲେମ୍ବୁପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ୧୩ ଟିକିଆ ହାତୀ ପଲ I ବଲାଙ୍ଗୀର ଜିଲ୍ଲା ଆଠଗାଁ ରେଞ୍ଜରୁ ଏହି ହାତୀପଲ ଆସିଥିବା ସୂଚନା ମିଳିଛି I…

ଧାନବିଲରୁ ୨ଟି ହାତୀର ମୃତଦେହ ଠାବ

ସମ୍ବଲପୁର: ପୁଣି ହାତୀ ମୃତ୍ୟୁ । କୁଚିଣ୍ଡା ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲ ନିକଟରୁ ୨ଟି ହାତୀଙ୍କ ମୃତଦେହ ମିଳିଛି । ଗୋଟିଏ ମାଈ ଓ ଗୋଟିଏ ଦନ୍ତାହାତୀର ମୃତଦେହ ମିଳିଥିବା ବେଳେ ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ବନ…

ଚିକିତ୍ସାରେ ବିଳମ୍ବ ପାଇଁ ହାତୀର ମୃତ୍ୟୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର ସହିତ ଆବଶ୍ୟକ ଚିକିତ୍ସା କରାଯାଇଥିଲେ ସୁଦ୍ଧା ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ । ସୂଚନା ମୁତାବକ…

ଜଙ୍ଗଲରୁ ମିଳିଲା ହାତୀ କଙ୍କାଳ, ମୃତ୍ୟୁର କାରଣ ଅସ୍ପଷ୍ଟ

ଅନୁଗୁଳ: ପୁଣି ହାତୀ ମୃତ୍ୟୁ । ଜଙ୍ଗଲ ଭିତରେ ଏକ ହାତୀର କଙ୍କାଳ ଠାବ ହୋଇଛି । ଅନୁଗୁଳ ବନଖଣ୍ଡ ଫୁପୁଣ୍ଡା ଜଙ୍ଗଲର କମ୍ପାର୍ଟମେଣ୍ଟ ୨ ଅଞ୍ଚଳରୁ ଏକ ହାତୀର କଙ୍କାଳ ମିଳିଛି । ହାତୀ କଙ୍କଳା ପଡ଼ିଥିବା ଦେଖିଥିଲେ ୱାଚର । ଏନେଇ ୱାଚର ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ…

୨ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: ୨ ମାଈହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି RCCF । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ନିଲମ୍ବିତ କରିଛନ୍ତି RCCF । ଏନେଇ ଡିଏଫ୍ଓ…

କେଉଁଝରରେ ବିଦ୍ୟୁତ ତାର ଲାଗି ଦୁଇ ହାତୀ ମୃତ

ଭୁବନେଶ୍ୱର: କେଉଁଝର ସଦର ବନାଞ୍ଚଳରେ ବିଦ୍ୟୁତ ତାର ଲାଗି ଦୁଇ ମାଇ ହାତୀଙ୍କ ମୃତ୍ୟୁ ହୋଇଛି । ସଦର ରେଞ୍ଜ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏହି ଦୁଇ ହାତୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

[ଦେଖନ୍ତୁ ଭିଡିଓ] ହାତୀ ଛୁଆକୁ ସଂଘବଦ୍ଧ ଭାବେ ମାରିଦେଲେ ହାତୀପଲ

କାମାକ୍ଷାନଗର: ହାତୀ ଛୁଆର ମୃତଦେହ ଉଦ୍ଧାର । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ଗାଁ ଜରିତଇଳା ସାହି ନିକଟରେ ଥିବା ଦନାର ପୋଖରୀ ପାଖରୁ ଏକ ଶିଶୁ ହାତୀର ମୃତଦେହ ମିଳିଛି । ମୃତ ହାତୀ ଛୁଆର ଆନୁମାନିକ ବୟସ ପ୍ରାୟ ୪ ବର୍ଷ । ହାତୀପଲଙ୍କ ମଧ୍ୟରେ…

ନରସିଂହପୁର ଆଉ ଏକ ଗୁଳିବିଦ୍ଧ ହାତୀ

କଟକ:  ହାତୀ ମୃତ୍ୟୁ ମାମଲା ହାଇକୋର୍ଟରେ ପହଁଚିଲାଣି । କିନ୍ତୁ ଶିକାରୀମାନଙ୍କ ଗୁଳି ହାତୀ ଦେହରୁ ଦିନକୁ ଦିନ ବାହାରିବାରେ ଲାଗିଛି । ଆଠଗଡ଼ ନରସିଂହପୁର ବନାଞ୍ଚଳରେ ପୁଣି ଏକ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଥିବା ସ୍ଥାନୀୟ ଅଂଚଳରେ ଚର୍ଚା ହେଉଛି । କେହି ଶିକାରୀ ହାତୀକୁ ଗୁଳି ମାରି…

ଚାଲିଥିଲା ଖଟି, ହଠାତ୍ ଚାଲିଆସିଲା ହାତୀ: ଆଉ ତା’ ପରେ…

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ ଯୁବକଙ୍କୁ ପାଦରେ ଦଳି ଦେଇଛି ଏକ ଦନ୍ତାହାତୀ । ରଙ୍କନାଥ ଜେନାଙ୍କ ସହ ଆଉ ଚାରି ପାଞ୍ଚ ଜଣ ଚନ୍ଦ୍ରମାପାଟପୁର ନିକଟସ୍ଥ ପଦ୍ମପୋଖରୀ ନିକଟରେ ଏକ ସ୍ଥାନରେ ବସି ଖଟି କରୁଥିଲେ । ସେହି ସମୟରେ ହଠାତ୍ ଚାଲି ଆସିଥିଲା…