Latest Odisha News

BREAKING NEWS

Browsing Tag

Elephant

ହାତୀ ପଲଙ୍କ ହାବୁଡରେ ପଡିଲେ ଚିଲିକା ପକ୍ଷୀ ଗଣନାକାରୀ

ବାଲୁଗାଁ: ଚିଲିକା ବନଖଣ୍ଡରେ ଆଜି ସକାଳୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ବାଲିପାଟପୁର ଅଞ୍ଚଳରେ ପକ୍ଷୀଗଣନାକାରୀ ଟିମ୍ ଏକ ହାତୀ ପଲଙ୍କୁ ଦେଖିବାକୁ ପାଇଥିଲେ । ଗତ ରାତିରୁ ଭୂଷଣ୍ଡପୁର ଦେଇ କେତେ ବେଳେ ଯେ ହାତୀ ପଲ ଚିଲିକା ଭିତରକୁ ପଶିଥିବା ଅନୁମାନ କରାଯାଉଛି । ପକ୍ଷୀଗଣନାକାରୀ…

ନୀଳଗିରି ଅଞ୍ଚଳରେ ଝାଡଖଣ୍ଡ ହାତୀ ପଲଙ୍କ ଉପଦ୍ରବ

ବାଲେଶ୍ୱର: ଝାଡଖଣ୍ଡୀ ହାତୀ ପଲଙ୍କ ଉତ୍ପାତ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ୫ଟି ଦନ୍ତା, ୭ ଛୁଆଙ୍କ ସମେତ ୪୨ଟି ହାତୀ ବିଭିନ୍ନ ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି । ନଷ୍ଟ କରୁଛନ୍ତି ବ୍ୟାପକ ଧାନ ଫସଲ । ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ…

କୂଳଡିହାରେ ହାତୀ ଉପଦ୍ରବ; ବ୍ୟାପକ ଚାଷ ନଷ୍ଟ

ଭୁବନେଶ୍ୱର: ଗୋଟିଏ ପଟେ ନୀଳଗିରି ମୁହାଁ ଝାଡ଼ଖଣ୍ଡ ହାତୀ ଏବଂ ଅନ୍ୟପଟେ କୂଳଡିହା ଅଭୟାରଣ୍ୟରୁ ହାତୀପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଧାନଚାଷ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ଗତ ୪ ତାରିଖ ଦିନ ସନ୍ଧ୍ୟାରେ ଦୁଇଟି ଦନ୍ତାହାତୀ କୂଳଡିହା ଅଭୟାରଣ୍ୟରୁ ଖସିଆସି ନୀଳଗିରି…

କୁଳଡିହା ହାତୀଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ

ଭୁବନେଶ୍ୱର: ଝାଡ଼ଖଣ୍ଡ ହାତୀ ନୀଳଗିରି ମୁହାଁ ହୋଇଥିବା ବେଳେ ବନ ବିଭାଗ ଏକପ୍ରକାର ଚିନ୍ତିତ ହୋଇପଡିଛି। ସୂଚନା ଅନୁଯାୟୀ ଗତକାଲି ରାତ୍ରୀରେ କୁଳଡିହା ହାତୀ ଅଭୟାରଣ୍ୟରୁ ବାହାରି ଧାନ ଫସଲ ନଷ୍ଟ କରିବା ବନ ବିଭାଗ ଙ୍କ ନିଦ ହଜାଇ ଦେଇଛି। କୁଳଡିହା ଅଭୟାରଣ୍ୟରୁ ଦୁଇଗୋଟି ହାତୀ ସୀମାନ୍ତ…

ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ସୁନ୍ଦରଗଡ଼: ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ । ୨୦ରୁ ଅଧିକ ହାତୀ କୋଇଡ଼ା ରେଞ୍ଜ ଅନ୍ତର୍ଗତ କାଦଡିହ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି । ଆଖାପାଖ ଗାଁରେ ତିନି ଦିନ ହେବ ଉପଦ୍ରବ ଚଳାଇଛନ୍ତି । ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀ । ପାଚିଲା ଧାନ କ୍ଷେତକୁ ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇଛି…

ଆଠଗଡ଼ରେ ୫୫ ନମ୍ୱର ଜାତୀୟ ରାଜପଥ ଉପରେ ହାତୀ ପଲ

ଆଠଗଡ଼(କଟକ): ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । କଟକ ଜିଲ୍ଲା ଖୁଣ୍ଟୁଣି ରେଞ୍ଜ ସୁନିଆମୁହଁ ରିଜର୍ଭ ଫରେଷ୍ଟ ନିକଟରେ ବୁଲୁଛନ୍ତି ୨୦ ଟିକିଆ ହାତୀପଲ । ଆଜି ବାଳି ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇଛନ୍ତି ହାତୀ । ଛୁଆ ହାତୀଙ୍କୁ ମିଶାଇ ପ୍ରାୟ ୨୦ଟି ହାତୀ ରାସ୍ତା ପାର…

ଢେଙ୍କାନାଳ ଓ ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବ ଖବର ସାମନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ସୋଗର ଗାଁରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ଗାଁ ଆଖପାଖରେ ବୁଲୁଛନ୍ତି ୨୩ଟି ହାତୀ । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ହାତୀ…

[ଭାଇରାଲ୍ ଭିଡିଓ] ମାଟି କାମୁଡିଲେ ବାବା ରାମଦେବ !

ଉତ୍ତରପ୍ରଦେଶ: ଉପରୋକ୍ତ ହେଡ୍ ଲାଇନ୍ସଟି ପଢିଲେ ଅଡୁଆ ଲାଗୁଥିବ ନିଶ୍ଚୟ । ହେଲେ ଏହି ଘଟଣାଟି ସତରେ ଘଟିଛି । ବେଶି ପୁରୁଣା ନୁହେଁ ବରଂ ଆଜି ହିଁ ଯୋଗ କରୁଥିବା ଅବସ୍ଥାରେ ଗଳିପଡିଥିଲେ ଯୋଗ ଗୁରୁ ବାବା ରାମଦେବ । ତେବେ ଜଣେ ମହାନ ଯୋଗ ଗୁରୁର ଆଖ୍ୟା ଅର୍ଜନ କରିଥିବା ବାବା ରାମଦେବ…

ରାଜଧାନୀରେ ବୁଲୁଛି ଦନ୍ତା ହାତୀ

ଭୁବନେଶ୍ୱର : ପୁଣି ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଭରତପୁର ଜିଏ କଲୋନୀରେ ଗୋଟିଏ ଦନ୍ତା ହାତୀ ପଶିଯାଇଛି । କଲୋନୀ ପରିସରରେ ଥିବା ଏକ ଘରର ପାଚେରୀ ଭାଙ୍ଗି ଦେଇଥିବା ଜଣା ପଡିଛି । କିଛି ଗଛକୁ ବି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଭରତପୁର…

ବଲାଙ୍ଗିରରେ ଯୁବକଙ୍କୁ ଦଳିଦେଲା ହାତୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ନିକଟରେ ଶୁକ୍ରବାର ରାତିରେ ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଶ୍ରୀରାମ ବିଶ୍ୱାଳ ଏବଂ ତାଙ୍କ ଘର ଧଉଁରାଦାଦର ଗ୍ରାମରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି ରାତିରେ…