ଅଲୋଡ଼ା ପୁଅ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଷଷ୍ଠ ଶ୍ରେଣୀରେ ପଢୁଥାଏ ବିଜୟ । ବୟସ ଏଇ ଏଗାର ବାର ବର୍ଷ ହେବ । ଗାଁରୁ ଚାଲି ଚାଲି ପାଖାପାଖି ପାଞ୍ଚ କିଲୋମିଟର ଗଲେ ସ୍କୁଲ । ତା ସହିତ ତା ଗାଁରୁ ଆଉ ସାତ ଆଠ ଜଣ ପିଲା ବି ଏକାଠି ଯାଆନ୍ତି ସେହି ସ୍କୁଲକୁ । କାରଣ, ତା ନିଜ ଗାଁରେ…