Latest Odisha News
Browsing Tag

Ganja Seized

ଦାମୀ କାରରେ ଗଞ୍ଜେଇ ଚାଲାଣ: ୪ ଜଣଙ୍କୁ ବାନ୍ଧିଲା ବରଗଡ଼ ପୋଲିସ

ବରଗଡ଼: ସୋନପୁର ଜିଲ୍ଲାରୁ ଛତିଶଗଡ଼ ଗଞ୍ଜେଇ ଚୋରା ଚାଲାଣ । ଦାମୀ କାରରେ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବରଗଡ଼ ଜିଲ୍ଲା ସୋହେଲା ଥାନା ପୋଲିସ । ଦୁଇଟି କାର୍ ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ବିଶେଷସୂତ୍ରରୁ ଗଞ୍ଜେଇ ଚାଲାଣପ ସୁରାକ ପୋଲିସକୁ ମିଳିଥିଲା ।…

ଶାଢ଼ୀ ପ୍ୟାକେଟ୍ ଭିତରୁ ବାହାରିଲା ପୁଳା ପୁଳା ଗଞ୍ଜେଇ

ଭବାନୀପାଟଣା: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ କାରସାଦି କରୁଛନ୍ତି ମାଫିଆ । କେତେବେଳେ ନଡିଆ କତା ବୋଝେଇ ଟ୍ରକରେ ତ କେବେ ପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏବେ ଶାଢ଼ୀ ପ୍ୟାକେଟ୍ ଭିତରେ ଗଞ୍ଜେଇ ଚାଲାଣ ବେଳେ ଧରିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୋଲିସ ।…

କାରରୁ ୬୧କେଜି ଗଞ୍ଜେଇ ଜବତ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁରରୁ  ୬୧କେଜି ଗଞ୍ଜେଇ ଜବତ I ଜିଲ୍ଲା ସଦର ମହକୁମା କୁଞ୍ଜ ହୋଟେଲ ଛକ ନିକଟରୁ ଏକ କାରରୁ ୬୧କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ I ଆଜି ଦିନ ସମୟରେ ବୌଦ୍ଧ ଜିଲ୍ଲା ପଟରୁ ଏକ ମାରୁତି ଇକୋ କାରରେ ଦୁଇଜଣ ଯୁବକ ଗଞ୍ଜେଇ ନେଇ ସୋନପୁର ପଟଦେଇ…

ନୀଳ ଜହରର ଚରାଭୂଇଁ, ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ରାୟଗଡା: ନୀଳ ଜହରର ଚରାଭୂଇଁ ପାଲଟିଛି  ରାୟଗଡା । ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ।  ପୋଲିସ ଧରପଗଡରେ ଅବକାରୀ ହାତ ଖାଲି  । ମାତ୍ର କିଛି ଦିନ ବ୍ୟବଧାନରେ ଟନ ଟନ ଗଞ୍ଜେଇ ରାଜ୍ୟ ତଥା ରାଜ୍ୟ ବାହାରୁ ରପ୍ତାନି ହେଉଛି । ଘଟଣାରେ ସମ୍ପୃକ୍ତ ୧୫ ଟି ମାମଲାରେ ୨୮ ଜଣ…

ରାୟଗଡ଼ାରୁ ରାଜସ୍ଥାନ ଚାଲାଣ ବେଳେ ୭.୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡା: ରାଜସ୍ଥାନକୁ ରାୟଗଡ଼ାରୁ ଗଞ୍ଜେଇ ଚୋରା ଚାଲାଣ । ସୂଚନା ପାଇ ରେଡ୍ କଲା ମୁନିଗୁଡା ପୋଲିସ । ରାଜସ୍ଥାନ ଆଜମେରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଢ଼େପାଗୁଡା ନିକଟରେ ଟ୍ରକରେ ଲୋଡିଂ ହେଉଥିବା ବେଳେ ଚଢ଼ାଉ କଲା ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରେ…

ଚୋରା ଚାଲାଣ ବେଳେ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ

ଉଲୁଣ୍ଡା : କଣ୍ଟେନର ସହ ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ । ଅଭିନବ ଢ଼ଙ୍ଗରରେ ଗଞ୍ଜେଇ ଚୋରା ଚାଲାଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରକ୍ସା ଛକରେ ଧରିଲ ପୋଲିସ । ଏକ କନଣ୍ଟେନରରେ ପ୍ଲାଷ୍ଟିକ ଅଖା ବସ୍ତା ଭିତରେ ୧୫ କ୍ବିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର…

ମୁନିଗୁଡାରେ ଅସମ୍ଭାଳ ଗଂଜେଇ ଚାଲାଣ

ରାୟଗଡା: ରାଜ୍ୟରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ବ୍ରାଉନ୍ ସୁଗାର ଓ ଗଂଜେଇ ଚାଲାଣ ପୋଲିସ ପ୍ରଶାସନର ନିଦ ହଜାଇଦେଇଛି । ନିକଟରେ ରାୟଗଡା ଜିଲ୍ଲାରେ ଅପ୍ରତ୍ୟଶିତ ଭାବେ ବୃଦ୍ଧି ପାଇଛି ଗଂଜେଇ ଚୋରା ଚାଲାଣ । ଏହି ଧାରାରେ ଆଜି ମୁନିଗୁଡା ପୋଲିସ ୬୦ ଲକ୍ଷ ଟଙ୍କା…

ଭ୍ୟାନରୁ ୧କ୍ୱିଣ୍ଟାଲ ୮୦କେଜି ଗଞ୍ଜେଇ ଜବତ

ତରଭା : ପୁଣି ଗଞ୍ଜେଇ ଜବତ । ପିକ୍ ଅପ ଭ୍ୟାନରୁ ଜବତ ହୋଇଛି ଗଞ୍ଜେଇ । ଚଢା ସମୟରେ ୧କ୍ୱିଣ୍ଟାଲ ୮୦କେଜି ଗଞ୍ଜେଇ ଜବତ କରାଯାଇଛି । ସୁବର୍ଣ୍ଣପୁର ତରଭାରେ ଏହି ଗଞ୍ଜେଇ ସବୁ ଚାଲାଣ ହେଉଥିବା ଖବର ପାଇଥିଲା ପୁଲିସ । ଆଉ ଖବର ମିଳିବା ପରେ ଅତର୍କିତ ଚଢାଉ କରି ଏହି ବିପୁଳ ପରିମାଣର ରଗଞ୍ଜେଇ…

ମୁନିଗୁଡାରେ ବିପୁଳ ପରିମାଣର ଗଂଜେଇ ଜବତ

ରାୟଗଡା: ଗଂଜେଇ ବେପରୀଙ୍କ ଏନ୍ତୁଡିଶାଳ ପାଲଟିଛି ମୁନିଗୁଡା । ପ୍ରତିଦିନ ଧରାପଡୁଛି ବିପୁଳ ପରିମାଣର ଗଂଜେଇ । ଗତକାଲି ମୁନିଗୁଡା ପୋଲିସ ଏକ ଟ୍ରକରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଂଜେଇ ଜବତ କରିଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ରାତିରେ ମୁନିଗୁଡା ଏସ୍‌ଡିପିଓ ଆକାଶ…

ପୁଣି ଜବତ ହେଲା ଗଞ୍ଜେଇ

ମୁନିଗୁଡା : ମୁନିଗୁଡା ପୋଲିସକୁ ମିଳିଲା ସଫଳତା । ଚୋରା ଚାଲାଣ ବେଳେ ପୁଣି ଧରାପଡ଼ିଲା ଗଞ୍ଜେଇ । ବାଇକ ସହ ୨୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ । କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି । ଗାଡ଼ି ସହ…