Latest Odisha News

BREAKING NEWS

Browsing Tag

Gautam Adani

ଧାରାଭୀ ଏକ ଜନ କେନ୍ଦ୍ରିକ ରୂପାନ୍ତରଣ

ନିଜର ଅଭିଳାଷା ତାଲିକାରେ ପୂର୍ବତନ ବିଶ୍ୱ ହେଭିୱେଟ୍‌ ବକ୍ସିଂ ଚମ୍ପିଅନ୍ ମାଇକ ଟାଇସନ୍‌ ଭାରତର ଦୁଇଟି ସ୍ଥାନ ପରିଦର୍ଶନ ପାଇଁ ଇଛା ପ୍ରକାଶ କରିଥିଲେ: ଗୋଟିଏ ସ୍ଥାନ ହେଉଛି ତାଜମହଲ ଏବଂ ଅନ୍ୟ ସ୍ଥାନଟି ଧାରାଭୀ । ଧାରାଭୀ ସହିତ ମୋର ପ୍ରଥମ ସାକ୍ଷାତ ୧୯୭୦ ଦଶକର ଶେଷ ଆଡକୁ ହୋଇଥିଲା ।…

ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଲେ ଗୌତମ ଆଦାନୀ

ମୁମ୍ବାଇ: ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଆଦାନୀ ପୁଣି ଥରେ ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଛନ୍ତି । ବ୍ଲୁମବର୍ଗ ବିଲିଅନାରୀ ରିପୋର୍ଟ ଅନୁସାରେ, ଆଦାନୀ ଏବେ ତାଲିକାର ୧୮ତମ ସ୍ଥାନରେ ଅଛନ୍ତି । ମଙ୍ଗଳବାର କାରବାର ବେଳେ ଆଦାନୀ ଗ୍ରୁପ କମ୍ପାନୀର ସେୟାର୍ ମୂଲ୍ୟ ବଢ଼ିଥିଲା । ୪.୩୮…

ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦୁନିଆର ଅରବପତି ତାଲିକାରେ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅନ୍ୟପଟେ ଭାରତର ଅନ୍ୟତମ ଅରବପତି ଗୌତମ ଆଦାନୀ ପୁଣି ତାଲିକାରେ ତଳକୁ ଖସିଛନ୍ତି । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ସମ୍ପତ୍ତି ମାମଲାରେ ପଛରେ ପକାଇ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅମ୍ବାନୀ ୧୩ରୁ ୧୨ତମ…

କମୁଛି ଆଦାନୀଙ୍କ ସମ୍ପତ୍ତି, ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଆଦାନୀଙ୍କ ନିଦ ହଜାଇ ଦେଇଛି । ଶୁକ୍ରବାର ସକାଳୁ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏଥିସହ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ସେୟାର ମାର୍କେଟରେ…

ଗୌତମ ଆଦାନୀ ହେଲେ ବିଶ୍ୱର ପଞ୍ଚମ ଧନୀ

ଭୁବନେଶ୍ୱର: ଆଦାନୀ ଗୃପ ମୁଖ୍ୟ ତଥା ଭାରତୀୟ ଉଦ୍ୟୋଗୀ ଗୌତମ ଆଦାନୀ ବନିଲେ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି । ବିଖ୍ୟାତ ଷ୍ଟକ ଏକ୍ସପର୍ଟ ତଥା ନିବେଶକ ୱାରେନ ବଫେଟଙ୍କୁ ଷଷ୍ଠ ସ୍ଥାନକୁ ଠେଲି ଆଗକୁ ଯାଇଛନ୍ତି ଗୌତମ । ସୋମବାର ଫୋର୍ବସ ରିୟଲ ଟାଇମ ଟ୍ରାକର ରେ ଏହି ସୂଚନା ପ୍ରକାଶିତ ହୋଇଛି ।…