Latest Odisha News

BREAKING NEWS

Browsing Tag

Health

ସୌନ୍ଦର୍ଯ୍ୟ ବୃଦ୍ଧି କରେ ବରଫ ଖଣ୍ଡ

ସୁନ୍ଦର ଓ ଉଜ୍ଜଳ ତ୍ୱଚା ସମସ୍ତଙ୍କର ପସନ୍ଦ। କିନ୍ତୁ ଦାଗ ଓ ବ୍ରଣ ଆପଣଙ୍କ ତ୍ୱଚାକୁ ନଷ୍ଟ କରିଦେଇଥାଏ  । ଯାହା ଉଜ୍ଜଳତାକୁ ମଧ୍ୟ କିଛି ମାତ୍ରାରେ କମ୍‌ କରିଦେଇଥାଏ । ଏପରି କ୍ଷେତ୍ରରେ ବରଫର ବ୍ୟବହାର ଆମେ କରିପାରିବା । ବରଫକୁ ବିଭିନ୍ନ କାମ ପାଇଁ ବ୍ୟବହାର କରାଯାଏ। ଖରାଦିନେ ତ୍ୱଚାରେ…

୨୦୨୩ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ସୁସ୍ଥ ଓ ନିରାମୟ ଜୀବନ ସମସ୍ତଙ୍କର କାମ୍ୟ । ଓଡ଼ିଶାର ମହାନୁଭବ ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ପ୍ରତ୍ୟେକଟି ଜୀବନ ମୁଲ୍ୟବାନ । ଏହି ଉକ୍ତିକୁ ଆପ୍ତବାକ୍ୟରେ ପରିଣତ କରିବାକୁ ହେଲେ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ, ସମୟୋପଯୋଗୀ, ସମୁନ୍ନତ ଓ ସୁଲଭ କରିବା ଏକାନ୍ତ ଜରୁରୀ ।…

ବହୁ ଗୁଣକାରୀ ବେଲ ; ବେଲ ସରବତ ପିଇଲେ ମିଳିଥାଏ ଏହି ସବୁ ଫାଇଦା…

ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ରହିଥାଏ । ତେଣୁ ଶରୀରର ଜଳର ଅଭାବକୁ ପୂରଣ କରିବାକୁ ବିଭନ୍ନ ପ୍ରକାର ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସମସ୍ତ ଫଳ ମଧ୍ୟରୁ ବେଲ ଏପରି ଏକ ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଫଳରୁ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

ଲିଚୁକୋଳି ଖାଇଲେ ଏହି ସବୁ ରୋଗରୁ ମୁକ୍ତି ପାଇବା ସହ ଚମକିବ ତ୍ୱଚା

ଖରାଦିନେ ଲିଚୁ କୋଳିର ଚାହିଦା ସବୁଠୁ ଅଧିକ । ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଲିଚୁରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଖୁବ୍‌ ଉପକାରୀ । ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ଏହାସହ ଏଥିରେ ବହୁ…

ଆବଶ୍ୟକତାଠାରୁ ଅଧିକ ମାଛ ଖାଉଛନ୍ତି କି ?

ଆମିଷ ଭୋଜନ ପ୍ରତି ସମସ୍ତେ ଆଶକ୍ତ ଥାଆନ୍ତି । ବିଶେଷ କରି ମାଛ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାଆନ୍ତି । ମାଛରେ ସବୁ ପ୍ରକାରର ପୁଷ୍ଟିକର ଉପାଦାନରେ ଭରପୂର ରହିଥାଏ । ମାଛରେ ଓମେଗା ଫ୍ୟାଟି ଏସିଡ୍, ଭିଟାମିନ୍ ଡି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍, ହେଲଥି ଚର୍ବି ଥାଏ…

ତ୍ୱଚା ଓ କେଶ ପାଇଁ ଉପକାରୀ ଆମ୍ବ

ଖରା ଦିନରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ । ପିଲାଠୁ ବୁଢ଼ା ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରିଥାଆନ୍ତି । ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପୁଷ୍ଟିକରରେ ପରିପୂର୍ଣ୍ଣ । ଆମ୍ବରେ ଫାଇବର, ପ୍ରୋଟିନ୍‌, ଭିଟାମିନ୍‌ ସି, ଭିଟାମିନ୍‌ ଏ, ପୋଟାସିୟମ, ଭିଟାମିନ୍‌ ବି୧୬ ରହିଛି । ଆମ୍ବ…

ଜହ୍ନି ଖାଇବା ଦ୍ୱାରା ଏହି ସବୁ ରୋଗରୁ ପାଇବେ ମୁକ୍ତି

ଜହ୍ନି ଏକ ଲୋକପ୍ରିୟ ପରିବା । ଜହ୍ନିକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ଅନେକ ତରକାରୀରେ ମଧ୍ୟ ଆମେ ଜହ୍ନି ବ୍ୟବହାର କରିଥାଉ । ତେବେ ବହୁ ଲୋକ ଅଛନ୍ତି ଯେଉଁମାନେ ଜହ୍ନିକୁ ପସନ୍ଦ କରନ୍ତି ନାହିଁ । ଜହ୍ନି ଏକ କମ୍ କ୍ୟାଲୋରୀଯୁକ୍ତ ପନିପରିବା, ଯାହା ଫାଇବର, ଭିଟାମିନ୍ ସି ଏବଂ…

ଅଣ୍ଡା ଠାରୁ ଅଧିକ ପ୍ରୋଟିନ୍‌ ଏହି ୩ଟି ଖାଦ୍ୟ

ସୁସ୍ଥ ଶରୀର ପାଇଁ ସଠିକ ପରିମାଣରେ ପ୍ରୋଟିନ୍‌‌ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌‌ । ନଚେତ୍‌ ଶରୀର ଦୁର୍ବଳ ଲାଗିବା ସହ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଅନେକ ଲୋକଙ୍କ ଧାରଣା ରହିଥାଏ  ଅଣ୍ଡାରେ ଅଧିକ ପ୍ରୋଟିନ୍‌ ରହିଛି । ସେହିପରି କେତେକ ପନିପରିବା ରହିଛି, ଯେଉଁଥିରେ ଅଣ୍ଡା ଠାରୁ ମଧ୍ୟ…

ଏପରି ଶୋଉଛନ୍ତି କି ? ଶୋଇବା ଶୈଳୀରୁ ଜାଣନ୍ତୁ କ’ଣ ରହିଛି ଫାଇଦା….

ସୁସ୍ଥ ଜୀବନଶୈଳୀ ପାଇଁ ସମୟସୀମାରେ ଖାଦ୍ୟ ଗ୍ରହଣ ଏବଂ ଶୋଇବା ନିତାନ୍ତ ଆବଶ୍ୟକ । ଯାହାଦ୍ୱାରା ମେଟାବେଲିଜିୟମ ମଧ୍ୟ ଠିକ୍‌ ରୁହେ । ଯେଉଁଥିରେ ଆପଣଙ୍କ କ୍ୟାଲୋରୀ ନିୟନ୍ତ୍ରଣରେ ରହିଥାଏ । ଆଉ ଆପଣ ସୁସ୍ଥ ରହିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି କେଉଁ ପାର୍ଶ୍ୱରେ ଶୋଇବା ଦ୍ୱାରା…

ଅଧିକ ଲେମ୍ବୁପାଣି ପିଉଛନ୍ତି କି ?

ଖରାଦିନେ ଲେମ୍ବୁପାଣିର ଅଧିକ ଚାହିଦା ରହିଛି । ଘରେ ହେଉ ବା ରେଷ୍ଟୁରାଣ୍ଟ୍ , ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଖରାଦିନେ…