Latest Odisha News

BREAKING NEWS

Browsing Tag

India Corona Cases

ଦେଶରୁ ଦିନକରେ ୨୦ ହଜାର କରୋନା ପଜିଟିଭ୍, ୬୭୩ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୯ହଜାର ୯୬୮ କରୋନା ଆକ୍ରାନ୍ତ । ଏହି ସମୟରେ କରୋନାରେ ଯାଇଛି ଆଉ ୬୭୩ ଜୀବନ । ଏହାକୁ ମିଶାଇ ଦେଶରେ…

ଦେଶରେ ତଳମୁହାଁ କରୋନା ସଂକ୍ରମଣ, ହଜାରେ ଉପରେ ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଏବେ ଦେଢ଼ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ଉପରେ ରହୁଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧ଲକ୍ଷ ୨୭ହଜାର ୯୫୨ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୪ ପ୍ରତିଶତ କମ୍…

ଦେଶରେ ବଢୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା, ୧୦% ତଳେ ପଜିଟିଭ୍ ହାର

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ କେସ୍ ୨ ଲକ୍ଷ ତଳକୁ ଖସିଛି । ପାଖାପାଖି ଦେଢ଼ ଲକ୍ଷକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୬୧ହଜାର ୩୮୬ ଆକ୍ରାନ୍ତ । ଦୈନିକ ସଂକ୍ରମଣ ତଳକୁ ତଳକୁ ଖସୁଛି । ଦେଶରେ ଦୈନିକ ପଜିଟିଭ୍ ହାର ୯.୨୬ ପ୍ରତିଶତ ରହିଛି ।…

ଦେଶରେ ଖସୁଛି ଦୈନିକ କରୋନା କେସ୍, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ଅଢ଼େଇ ଲକ୍ଷ ତଳକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୪ହଜାର ୨୮୧ ନୂଆ ଆକ୍ରାନ୍ତ । କ୍ରମାଗତ ଦ୍ୱିଦୀୟ ଦିନରେ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ୨୪ ଘଣ୍ଟାରେ…

ଆଜି ଦେଶରୁ ୩ଲକ୍ଷ ୪୭ ହଜାର କରୋନା ଆକ୍ରାନ୍ତ, ୭୦୩ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି ଦୈନିକ କରୋନା କାୟା । ଅଢ଼େଇ ଲକ୍ଷ ତଳକୁ କମିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨୯ହଜାର ୭୨୨ ଅଧିକ ସଂକ୍ରମିତ ବାହାରିଛନ୍ତି । ଅର୍ଥାତ୍ ୨୪ ଘଣ୍ଟାରେ ସଂକ୍ରମଣ ୯ ପ୍ରତିଶତ ବଢ଼ିଛି । ୨୪…

ଦେଶରେ ପୁଣି ଅଢ଼େଇ ଲକ୍ଷ ପାର କଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦୁଇ ଦିନ କମିବା ପରେ ଦେଶରେ ପୁଣ ବଢ଼ିଛି ଦୈନିକ କରୋନା କେସ୍ । ଗତକାଲି ଅଢ଼େଇ ଲକ୍ଷ ତଳେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ ତିନି ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ହଜାର ୯୭୦ ଆକ୍ରାନ୍ତ । ଗତକାଲି ଅପେକ୍ଷା ୪୪ହଜାର ୮୮୯…

ଦେଶରେ ଦୁଇ ଲକ୍ଷ ମୁହାଁ କରୋନା କେସ୍, ଆକ୍ଟିଭ୍ କେସ୍ ୭ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ ଦୁଇ ଲକ୍ଷ ମୁହାଁ ହେଲାଣି ଦୈନିକ କରୋନା କେସ୍ । କାଲି ଦେଢ଼ ଲକ୍ଷ ପାର କରିଥିଲା । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ଲକ୍ଷେ ୭୯ ହଜାର କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ୧୨.୬ ପ୍ରତିଶତ ବଢ଼ିଛି । ଆଜି ଦେଶରେ ପଜିଟିଭ୍ ହାର…

ଦେଶରେ ଲକ୍ଷେ ମୁହାଁ ଦୈନିକ କରୋନା ସଂକ୍ରମଣ, ମହାରାଷ୍ଟ୍ର ଓ ବଙ୍ଗରେ ମାଡୁଛି

ନୂଆଦିଲ୍ଲୀ: ଦେଶରେ ଲକ୍ଷେ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ଗତକାଲି ୫୮ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର କରିଛି । ଦିନକରେ ସାରା ଦେଶରୁ ୯୦ ହଜାର ୯୨୮ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଗତକାଲି ଅପେକ୍ଷା ସଂକ୍ରମଣରେ ୫୬.୫…

ଜାନୁଆରୀ ଶେଷ ଆଡକୁ ଭାରତରେ ଓମିକ୍ରନ୍ ପିକ୍, ଦୈନିକ ସଂକ୍ରମଣ କେତେ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ଦେଖାଇଲାଣି ନାଲି ଆଖି । କାୟା ବିସ୍ତାର କରି ଚାଲିଛି । ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ନୂଆ ଭାରିଆଣ୍ଟ ଯୋଗୁ ସଂକ୍ରମଣ ପୁଣି ଥରେ ଶିଖର ମୁହାଁ ହେଲାଣି । ଜାନୁଆରୀ ଶେଷ କିମ୍ବା ଫେବ୍ରୁଆରୀ ଆରମ୍ଭରେ ଭାରତରେ ଓମିକ୍ରନ୍ ସଂକ୍ରମ ପିକ୍ ଛୁଇଁବ । ପିକ୍ ବେଳେ…

ଦେଶରେ ୫୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ୫୩୪

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଲମ୍ବା ଡିଆଁ ମାରିଛି ସଂକ୍ରମଣ । ଦୈନିକ ସଂକ୍ରମଣ ୫୦ ହଜାର ଟପିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୮ହଜାର ୯୭ ନୂଆ ଆକ୍ରାନ୍ତ । ଅର୍ଥାତ ଗତକାଲି ଅପେକ୍ଷା ୨୦ ହଜାର ୭୧୮ ନୂଆ ସଂକ୍ରମିତ ବାହାରିଛନ୍ତି । ଗତକାଲି…