Latest Odisha News
Browsing Tag

India New Covid Positive

ଦେଶରେ ଦୈନିକ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ହେଲେ ଅଧିକ, କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କମିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଚାରି ହଜାର ତଳକୁ ଖସୁନି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ମହାମାରୀରେ ଆଉ ୪ହଜାର ୩୨୯ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହି ସମୟରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୬୩ହଜାର ୫୩୩ ନୂଆ ଆକ୍ରାନ୍ତ ।…

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ଦେଶରେ ୨୮ହଜାର ପଜିଟିଭ୍, ୧୮୮ ମୃତ

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଇବା ଆରମ୍ଭ କରିଛି ମହାମାରୀ । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି । ଗତକାଲି ଅପେକ୍ଷା ଆଜି ଏକାଥରକେ ୪ହଜାର ନୂଆ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୮ହଜାର ୯୦୩ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା…

ଦେଶରେ ଲକ୍ଷେ ୭୦ ହଜାର ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନାରେ ଏବେ ଦୈନିକ ଆକ୍ରାନ୍ତ କମ୍ । ସୁସ୍ଥହାର ବଢୁଛି । ଖସୁଛି ଆକ୍ଟିଭ୍ କେସ୍ । ଲକ୍ଷେ ୭୦ ହଜାର ତଳକୁ ଖସିଛି କରୋନା ସକ୍ରିୟ ମାମଲା । ଏବେ ଦେଶରେ ୧ଲକ୍ଷ ୬୯ହଜାର ୮୨୪ଟି ଆକ୍ଟିଭ୍ କେସ୍ ରହିଛି । କରୋନାରୁ ସୁସ୍ଥ ହେଲେଣି ପାଖାପାଖି ୯୭ ପ୍ରତିଶତ ସଂକ୍ରମିତ । ଗତ ୨୪…

ଦେଶରୁ ୨୪ଘଣ୍ଟାରେ ୨୦ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୨୩ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥହାର ବି ବଢ଼ି ବଢ଼ି ଚାଲିଛି । ଆକ୍ଟିଭ କେସ୍ କମୁଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୦ହଜାର ୩୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୮୬ହଜାର ୭୧୦କୁ ବୃଦ୍ଧି ପାଇଛି…

ଦେଶରୁ ୨୪ ଘଣ୍ଟାରେ ୨୨, ୨୭୨ କରୋନା ପଜିଟିଭ୍, ୨୫୧ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୮ଲକ୍ଷ ୫୩ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୨ହଜାର ୨୭୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୬୯ହଜାର ୧୧୮କୁ ବୃଦ୍ଧି ପାଇଛି ।…

ଦେଶରେ ୨୪ଘଣ୍ଟାରେ ୨୪ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୨୯ ହଜାର

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଟେନସନ୍ । ଏପଟେ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ଚଳିତ ସପ୍ତାହରେ କୋଟିଏ ଟପି ସାରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୨୪ ହଜାର ୭୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି…

ଦେଶରୁ ଦିନକରେ ୨୩,୯୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୯୮ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୩ ହଜାର ୯୫୦ ନୂଆ ଆକ୍ରାନ୍ତ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତ ହେଲେଣି ୧ କୋଟି ୯୯ହଜାର ୬୬ ଜଣ । ଦେଶରେ ପ୍ରତିଦିନ…

ଦେଶରୁ ୨୪ ଘଣ୍ଟାରେ ୧୯ହଜାର କରୋନା ପଜିଟିଭ୍, ଜୁଲାଇ ପରେ ସର୍ବନିମ୍ନ ସ୍ତରକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଟ୍ରେଣ୍ଡ । ଦୈନିକ ସଂକ୍ରମଣ ୨୦ ହଜାର ତଳକୁ ଖସିଛି । ଜୁଲାଇ ମାସ ପରେ ଆଜି ପ୍ରଥମ ଥର ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୯ ହଜାର ୧୯ହଜାର ୫୬୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ…

ଦେଶରେ କରୋନାରୁ ୯୫% ଆକ୍ରାନ୍ତ ସୁସ୍ଥ: ୨୪ ଘଣ୍ଟାରେ ୨୬ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ୯୯ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୬ହଜାର ୩୮୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୯ଲକ୍ଷ ୩୨ହଜାର ୫୪୮କୁ ବୃଦ୍ଧି ପାଇଛି । ଦେଶରେ ୧ଲକ୍ଷ ୪୪ହଜାର ପାର…

ଦେଶରେ ୨୪ ଘଣ୍ଟାରେ ୧୦ଲକ୍ଷ କୋଭିଡ୍ ଟେଷ୍ଟ, ୩୦ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୦ଲକ୍ଷ କୋଭିଡ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୦ହଜାର ୨୫୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୦.୮% ଅଧିକ ସଂକ୍ରମିତ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ…