Latest Odisha News

BREAKING NEWS

Browsing Tag

Italy

ବିଶ୍ୱ ତାପନ ପ୍ରଭାବ, ୭୫ ପ୍ରତିଶତ ଶୁଖି ଗଲାଣି ଏହି ବଡ଼ ନଦୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ପ୍ରଭାବ ଦେଖିବାକୁ ମିଳିଛି ଇଟାଲୀରେ । ଇଟାଲୀର ସବୁଠୁ ବଡ଼ ନଦୀ କୁହା ଯାଉଥିବା ‘ପୋ’ ନଦୀର ୭୫ ପ୍ରତିଶତ ଶୁଖି ଯାଇଛି । ଗତବର୍ଷ ଠାରୁ ନଦୀରୁ ପାଣି ଶୁଖିବା ଆରମ୍ଭ ହୋଇଥିବା ବେଳେ ଏବେ ୭୫ ପ୍ରତିଶତ ସ୍ଥାନରେ ପାଣି ନାହିଁ । ବୋଲଜାନୋ…

ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ବହୁଦିନ ପରେ ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ରୋମ୍ ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ନେତାଙ୍କୁ ନନେଇ ଅଫିସରଙ୍କନେଇ ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ବିଦେଶ ଯାତ୍ରା ଆରମ୍ଭ କରିଛନ୍ତି । ରୋମ ରହଣୀ ସମୟରେ…

ୟୁରୋ କପ ଫୁଟବଲ ଫାଇନାଲର ଟିକେଟ ବ୍ଲାକ ହେଉଛି ୫୬ ଲକ୍ଷରେ!

ଲଣ୍ଡନ: ୟୁରୋକପ ଫୁଟବଲର ଫାଇନାଲ ମ୍ୟାଚ ଇଂଲଣ୍ଡ ଏବଂ ଇଟାଲୀ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ଖେଳାଯିବ । ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିବାରୁ ଟିକେଟ ରେଟ ଆକାଶଛୁଆଁ ହୋଇଛି । ଟିକେଟ ଇ-କମର୍ସ ୱେବସାଇଟାରେ ଏହା ୫୬ ଲକ୍ଷ ପର୍ଯ୍ୟନ୍ତ ବ୍ଲାକ ହେଉଛି । ୩୦ ହଜାର ଟଙ୍କା ମୂଲ୍ୟର ଟିକେଟ…

ୟୁରୋ କପ ଫାଇନାଲରେ ଇଟାଲୀ

ଲଣ୍ଡନ: ଚଳିତ ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ପ୍ରଥମ ଦଳ ଭାବେ ଇଟାଲୀ ଫାଇନାଲରେ ପ୍ରବେଶ କରିଛି । ରୋମାଂଚକ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି ଶୁଟଆଉଟ (୪-୨)ରେ ସ୍ପେନକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧର…

ୟୁରୋକପ ଫୁଟବଲ: ସେମିଫାଇନାଲରେ ସ୍ପେନ-ଇଟାଲୀ ମୁକାବିଲା

ଲଣ୍ଡନ: ୟୁରୋକପ ଫୁଟବଲ ପ୍ରଥମ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ଇଟାଲୀ ଓ ସ୍ପେନ ମଧ୍ୟରେ ମୁକାବିଲା ହେବ । ଇଟାଲୀ କ୍ରମାଗତ ୩୨ ମ୍ୟାଚରେ ଅପରାଜେୟ ରହିଥିବା ବେଳେ ସ୍ପେନ ମଧ୍ୟ ଲଗାତାର ୧୨ ମ୍ୟାଚ ଜିତି ଭଲ ଫର୍ମରେ ରହିଛି । ଉଭୟ ଟିମ୍ ୪ର୍ଥ ଥର ପାଇଁ ଏହି ମୁକାବିଲାରେ ସାମ୍ନା ସାମ୍ନି…

ଅଭିନେତା ପ୍ରଭାସ୍‌ଙ୍କ ଚିନ୍ତା ବଢାଇଲା ଇଟାଲୀ !

ତେଲେଙ୍ଗାନା: ବାହୁବଲି ଆକ୍ଟର ପ୍ରଭାସଙ୍କୁ ନିଜ ଫିଲ୍ମରେ ନେବା ପାଇଁ ସମସ୍ତ ଫିଲ୍ମ ମେକର ଆଗଭର । ବହୁ ଚେଷ୍ଟା କରି ଶେଷରେ ଫିଲ୍ମ ରାଧେ ଶ୍ୟାମ ପାଇଁ ତାଙ୍କୁ ସାଇନ୍ କରାଇଥିଲେ ନିର୍ଦ୍ଦେଶକ ରାଧା କ୍ରିଷ୍ଣ କୁମାର । ଇଟାଲୀରେ ଏହି ଫିଲ୍ମର ସୁଟିଂ ଚାଲୁଥିବାବେଳେ ପ୍ରେମ କାହାଣୀ ଉପରେ…

ଇଟାଲୀରେ ଚିନ୍ତା ବଢାଇଲା ପୁନଃ ସଂକ୍ରମଣ; ଅନ୍ୟପଟେ ସରକାରୀ ପ୍ରତିବନ୍ଧକକୁ ବିରୋଧ କରି ବିକ୍ଷୋଭକାରୀଙ୍କ ହିଂସା…

ନୂଆଦିଲ୍ଲୀ: ଇଟାଲୀରେ କରୋନାର ପ୍ରକୋପ ପୁଣି ଥରେ ବଢିବାରେ ଲାଗିଛି ଅର୍ଥାତ୍‌ ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଇଛି। କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପୂର୍ବ ପରି ବିଭିନ୍ନ ସହରରେ ଲକ୍‌ଡାଉନ୍‌ ଜାରି କରିବା ସହିତ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ ରଖିବା ପାଇଁ…

୨ କିଲୋ ବାଲି ପାଇଁ ୮୬ ହଜାର ଟଙ୍କା, ୬ ବର୍ଷ ସଶ୍ରମ କାରାଦଣ୍ଡ !

ଭୁବନେଶ୍ୱର: ୮୬ ହଜାର ଟଙ୍କା । କାହା ପାଇଁ କମ୍‌, କାହା ପାଇଁ ଅଧିକ । ହେଲେ ଜରିମାନା ଲାଗିଲେ ଏହି ଅର୍ଥ ଅତ୍ୟଧିକ ବୋଧ ହୁଏ । ସାମାନ୍ୟ ବାଲି ପାଇଁ ଯଦି ମୋଟା ଅଙ୍କର ଜରିମାନା ଓ ଜେଲ ଦଣ୍ଡାଦେଶ ମିଳେ, ତେବେ କ’ଣ କରିବେ ଆପଣ ? ଇଟାଲୀରେ ସାମ୍ନାକୁ ଆସିଛି ଏପରି ଏକ ଅଜବ ଘଟଣା ।…

କୋଭିଡ୍‌-୧୯; ଇଟାଲୀରେ ଆରମ୍ଭ ହେଲା ‘ସପୋର୍ଟ ବାସ୍କେଟ୍‌’ ଅଭିଯାନ !

ଇଟାଲୀ: କରୋନା ମହାମାରୀ ପାଇଁ ଦୁର୍ବିସହ ଅବସ୍ଥାରେ ଇଟାଲୀ । ତଥାପି ପରସ୍ପରକୁ ସହାୟତା କରିବାକୁ ଭୁଲି ନାହାନ୍ତି ଏଠିକାର ବାସିନ୍ଦା । ସାରା ବିଶ୍ୱ ସମେତ ସୋସିଆଲ୍ ମିଡିଆରେ ଏବେ ଇଟାଲୀର ସପୋର୍ଟ ବାସ୍କେଟ୍ ଅଭିଯାନ ଟ୍ରେଣ୍ଡ ସେଟର୍ ପାଲଟିଛି । ବିଶ୍ୱରେ କରୋନା ମହାମାରୀ ନିଜ…

ଆତ୍ମହତ୍ୟା କଲେ କୋଭିଡ୍‌-୧୯ ଆକ୍ରାନ୍ତ ଇଟାଲୀୟ ନର୍ସ !

ଇଟାଲୀ: କୋଭିଡ୍‌-୧୯ ରିପୋର୍ଟ ବାହାରିଥିଲା ପଜିଟିଭ । ଆତ୍ମହତ୍ୟା କଲେ ୩୪ ବର୍ଷୀୟ ଇଟାଲୀୟ ନର୍ସ ଡାନିଏଲା ଟ୍ରେଜି । ଇଟାଲୀର ଲୋମ୍ବାର୍ଡି ହସ୍ପିଟାଲରେ ଆଗଧାଡିରେ କାମ କରୁଥିଲେ ଡାନିଏଲା । ଇଟାଲୀର ଏହି ହସ୍ପିଟାଲରେ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ । ସନ୍ଦେହ ହେବାରୁ…