Latest Odisha News

BREAKING NEWS

Browsing Tag

Jagabandhu Chand

ଅର୍ଚ୍ଚନା ମାମଲାରେ ଇଡିର ଛାନଭିନ୍; ନୋଟିସ୍ ପାଇଁ ଲମ୍ବା ତାଲିକା, କାହାକୁ ଡାକିବ ?

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲ୍ ଓ ବ୍ଲାକମେଲିଂ କାରବାରରେ ଗିରଫ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ମାମଲାରେ ସକ୍ରିୟ ହୋଇଛି ଇଡି । ଦମ୍ପତିଙ୍କ ଆକାଉଣ୍ଟ ଖୋଳତାଡ଼ ପରେ ଆର୍ଥିକ କାରବାର ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…

ଏଥର ଘାଣ୍ଟିବ ଇଡି, ଅର୍ଚ୍ଚନା ନାଗ ବିରୋଧରେ ହୋଇଥିବା ୨ଟି FIR କପି ହସ୍ତାନ୍ତର କଲା ପୋଲିସ୍

ଭୁବନେଶ୍ୱର: ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଆର୍ଥିକ ଦେଣନେଣର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି କାହାଠପ କେତେ ଟଙ୍କା ଆଣିଛନ୍ତି, କେଉଁଠି ଖର୍ଚ୍ଚ କରିଛନ୍ତି ।…

ଅର୍ଚ୍ଚନା ମାମଲାରେ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ଅର୍ଚ୍ଚନା ମାମଲାରେ ୭୦ କୋଟିର କାରବାର । ଫସିଛନ୍ତି ବିଜେପି, ବିଜେଡିର ବହୁ ନେତା । ତଦନ୍ତ କରିବାକୁ ଡରୁଛି ପୋଲିସ । ଆଜି ଏମିତି କିଛି କହି କଂଗ୍ରେସ ବିଧାୟକ ତାରା ବାହିନୀପତି ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ବ୍ଲାକମେଲର ଅର୍ଚ୍ଚନା ନାଗ ସହ ନେତା, ମନ୍ତ୍ରୀ ଏବଂ…

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ପାଇଁ କେଉଁଠୁ ଆସୁଥିଲା ଟଙ୍କା ? ଖୋଳତାଡ଼ ପାଇଁ RBIକୁ ଚିଠି

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଅର୍ଚ୍ଚନା ନାଗଙ୍କ ବିରୋଧରେ ଜଣେ ଯୁବତୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ବନ୍ଧୁତା ପରେ ଅର୍ଚ୍ଚନା ଯୁବତୀଙ୍କ କିଛି ଅଶ୍ଲୀଳ ଫଟୋ…