Latest Odisha News

BREAKING NEWS

Browsing Tag

Jajpur

ଯାଜପୁରରେ ବନ୍ଦର ପ୍ରଭାବ: ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ

ଯାଜପୁର: କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ କେନ୍ଦ୍ର ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଦିନିକିଆ ଭାରତ ବନ୍ଦ ପାଳନ କରାଯିବା ସହ ଧର୍ମଘଟ କରାଯାଇଛି । ଏହାର ପ୍ରଭାବ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଜିଲ୍ଲା ସଦର ମହକୁମା ଏବଂ ବ୍ୟାସନଗର ପୌରାଞ୍ଚଳ ସମେତ…

ପର୍ଯ୍ୟଟନ ମାନଚିତ୍ରରେ ଯାଜପୁର; ପୁରାତନ କୀର୍ତ୍ତିରାଜିର ଗନ୍ତାଘର

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟ କୀର୍ତ୍ତିରାଜି କୁ ନେଇ ଏହି ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କଳାକୃତି ବିଦ୍ୟମାନ । ସାରା ଜିଲ୍ଲାରେ ରହିଛି ଅନେକ…

କଳିଙ୍ଗ ନଗର ଗୁଳିକାଣ୍ଡକୁ ପୂରିଲା ୧୪ ବର୍ଷ; ସୁରକ୍ଷା ବ୍ୟବସ୍ଥା କଡାକଡି

କଳିଙ୍ଗନଗର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଚମ୍ପାକୋଇଲିର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ‘ବିସ୍ଥାପନ ବିରୋଧି ଜନମଞ୍ଚ’ କଳିଙ୍ଗନଗର ଗୁଳିକାଣ୍ଡର ୧୪ ବର୍ଷ ପୂର୍ତ୍ତିକୁ ‘ସହୀଦ ସ୍ମୃତି ଦିବସ’ ଭାବେ ପାଳନ କରୁଅଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଅନ୍ୟଜଣେ ଗୁରୁତର

ଯାଜପୁର: ଯାଜପୁର ଟାଉନ ଥାନା ଅଧୀନସ୍ଥ କୁସୁମା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ  ଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତ ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳସ୍ଥ ଶିବ ମୁଣ୍ଡାଙ୍କ ଝିଅ ତୁଳସୀ ଚାମ୍ପିଆ (ବୟସ ୧୦)ବୋଲି ଜଣାପଡିଛି ।…

ମହିଳା ପିଇଓଙ୍କ ମୃତ୍ୟୁ ଘଟଣାରେ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା

ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଜେପି ପକ୍ଷରୁ ସୋମବାର ଦିନ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡ଼ାକରା ଦିଆଯାଇଛି । ଏହି ବନ୍ଦ ଡ଼ାକରା ଯୋଗୁଁ ସହରର ସମସ୍ତ ଦୋକାନ ବଜାର ଏବଂ…

ଡ୍ୟୁଟି ବେଳେ ମଦ୍ୟପାନ କରି ୩ କର୍ମଚାରୀ ନିଲମ୍ବିତ

ଯାଜପୁର: ଯାଜପୁର ଜିଲ୍ଲାର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଶୁକ୍ରବାର ଦିନ ଯୋଗାଣ ବିଭାଗର ୩ ଜଣ କର୍ମଚାରୀଙ୍କୁ ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ଯୋଗୁଁ ନିଲମ୍ବନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଯୋଗାଣ ବିଭାଗର ଏହି ୩ ଜଣ କର୍ମଚାରୀ ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ବେଳେ…

ପାଣିକୋଇଲି ନିକଟରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ କୁ ମିଳିଛି ବଡ଼ ସଫଳତା । ପାଣିକୋଇଲି ଟୋଲ ଗେଟ୍ ନିକଟରୁ ୧ କୁଇଣ୍ଟାଲ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । କଟକ ପଟୁ କଲିକତା ଅଭିମୁଖେ ଯାଉଥିବା ଏକ କାରରୁ ଜବତ ହୋଇଛି ଏହି ଗଞ୍ଜେଇ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ପୋଲିସ ୨…

ଯାଜପୁର ଓ ଭଦ୍ରକରେ ଭୋଟର୍ ଭାଙ୍ଗିଲେ ଇଭିଏମ୍

ଯାଜପୁର/ଭଦ୍ରକ : ଓଡିଶାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ସମୟରେ ସୋମବାର ଦିନ ଯାଜପୁର ଓ ଭଦ୍ରକରେ ମତଦାତାମାନେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍(ଇଭିଏମ୍)କୁ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳାରେ ୧୭୩ ନଂ ବୁଥରେ ଜଣେ…

ନିଲମ୍ବିତ ହେଲେ ୩ ପୋଲିଂ କର୍ମଚାରୀ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ସମୟରେ ଯାଜପୁର ଜିଲ୍ଲାପାଳ ଓ ରିଟନିଂ ଅଧିକାରୀ ସୋମବାର ଦିନ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ୩ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଜିଲ୍ଲାପାଳ ୧୯୧ ବୁଥର ପ୍ରିଜାଉଡିଂ…

ଯାଜପୁର ଓ ମୟୂରଭଞ୍ଜରେ ଜବତ ହେଲା ୧୬ ଲକ୍ଷ ଟଙ୍କା

ଯାଜପୁର : ଯାଜପୁର ରେଙ୍ଗାଲିସ୍ଥିତ ଗରମିଆ ନିକଟରେ ଶନିବାର ରାତିରେ ଏକ କାରରୁ ବୁଧବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୧୫.୩୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ପୋଲିସ ପକ୍ଷରୁ ଯାଞ୍ଚ ସମୟରେ ଏହି ଗାଡ଼ିରୁ ୧୫.୩୧ ଲକ୍ଷରୁ ଅଧିକ ଟଙ୍କା ଜବତ…