Latest Odisha News

BREAKING NEWS

Browsing Tag

jammu-Kashmir

ସୁରକ୍ଷାକର୍ମୀ ଗୁଳିରେ ୩ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ । ଗୁଳି ବିନିମୟରେ ଟଳିଲେ ୩ ଆତଙ୍କୀ । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସେମାନଙ୍କର ପରିଚୟ…

ଘରେ ପଶି SPO ଓ ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଝିଅ ଗୁରୁତର

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ଡ୍ରୋନ୍ ଯୋଗେ ଆତଙ୍କବାଦୀ ବିସ୍ଫୋରଣ କରିବା ଘଟଣା ପରେ ପୁଲଓ୍ୱାମାରେ ବର୍ବରକାଣ୍ଡ ଘଟାଇଛନ୍ତି । ପୁଲଓ୍ୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଜଣେ ଏସପିଓଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ଆତଙ୍କୀ । ଏଥିରେ ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ପତ୍ନୀଙକ୍…

ଜମ୍ମୁ କଶ୍ମୀର ନେତାଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଏଜେଣ୍ଡା ଏବେ ବି ଅସ୍ପଷ୍ଟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତିଛନ୍ତି ସର୍ବଦଳୀୟ ବୈଠକ । ଜମ୍ମୁ କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତା ଏହି ବୈଠକରେ ଯୋଗ ହେବେ । ଏଥିରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଗୁପକାର ମେଣ୍ଟ ସମେତ ୧୪ଟି ରାଜନୈତିକ ଦଳ…

ଚେନାବ ନଦୀରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ‘ଆର୍କ୍ ବ୍ରିଜ୍’, ଏଫିଲ୍ ଟାଓ୍ବାରରୁ ବି ଉଚ୍ଚ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ନିର୍ମାଣ କରାଯାଉଛି। ଯାହାର ନାମ ରହିଛି "ଆର୍କ୍ ବ୍ରିଜ୍"। ୧୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଭାରତର ସବୁଠାରୁ ବଡ ରେଳ ପ୍ରକଳ୍ପ। କେବଳ ଏତିକି ନୁହେଁ ନଦୀ ପତ୍ତନଠାରୁ ୩୫୯ ମିଟର ଉଚ୍ଚରେ ଏହି…

ଭକ୍ତଙ୍କ ପାଇଁ ଖୁସି ଖବର: ଏପ୍ରିଲ ପହିଲାରୁ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ: ଭକ୍ତଙ୍କ ପାଇଁ ଖୁସି ଖବର । ଜମ୍ମୁ-କଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରା ୨୦୨୧ ଲାଗି ଆସନ୍ତା ଏପ୍ରିଲ ପହିଲାରୁ ନାଁ ପଞ୍ଜିକରଣ ଆରମ୍ଭ ହେବ । ପହଲଗାମ ଓ ବାଲଟାଲର ରାସ୍ତାରୁ ଜୁନ ୨୮ରୁ ଅଭିଯାନ ଆରମ୍ଭ ହେବ ଏବଂ ଅଗଷ୍ଟ ୨୨ରେ ଶେଷ ହେବ । ଉଭୟ ରାସ୍ତା ପାଇଁ ପଞ୍ଜିକରଣ ସାରା…

ସୋପିଆନରେ ଏନକାଉଣ୍ଟର, ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଯାବତ୍ ତାଙ୍କର ପରିଚୟ ମିଳିପାରିନାହିଁ।…

୩୭୦ ଧାରା ପ୍ରତ୍ୟାହାର ପରେ ଜମ୍ମୁ କାଶ୍ମୀରରେ ଆତଙ୍କୀ ହିଂସା ହ୍ରାସ ପାଇଛି

ନୂଆଦିଲ୍ଲୀ: ଅଗଷ୍ଟ ୨୦୧୯ରେ ଧାରା ୩୭୦ ପ୍ରତ୍ୟାହାର ହେବା ପରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହିଂସା ଯଥେଷ୍ଟ ହ୍ରାସ ପାଇଛି ବୋଲି କେନ୍ଦ୍ର ମଙ୍ଗଳବାର କହିଛି। ଲୋକସଭାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ କିଶାନ ରେଡ୍ଡୀ କହିଛନ୍ତି ଯେ ୨୦୧୯ ତୁଳନାରେ ୨୦୨୦ ରେ କେନ୍ଦ୍ର ଶାସିତ ଅଞ୍ଚଳରେ…

‘ସରକାରଙ୍କ ରାୟର ଭିନ୍ନ ମତ ଦେବା ଦେଶଦ୍ରୋହ ନୁହେଁ’, ଫାରୁକ ଅବଦୁଲ୍ଲାଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ସରକାରଙ୍କ ମନ୍ତବ୍ୟରୁ ଅଲଗା କିଛି କହିବା ବା ମତ ଦେବା ଦେଶଦ୍ରୋହ ନୁହେଁ । ଆଜି ଏଭଳି ଟିପ୍ପଣୀ କରି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଦାଏର ମାମଲା ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି- ସରକାରଙ୍କ ଠାରୁ ଅଲଗା ମନ୍ତବ୍ୟ ଓ ଭିନ୍ନ ରାୟ ରଖିବାକୁ…

ଅନନ୍ତନାଗ ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର: ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି…

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ, ମିଳିଲା ଚାଇନିଜ୍ ଅସ୍ତ୍ରଶସ୍ତ୍ର

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଫରେଷ୍ଟ ଅଞ୍ଚଳରେ ଅନନ୍ତନାଗ ପୋଲିସ ଆତଙ୍କବାଦୀ ଠିକଣା ଧ୍ୱଂସ କରିଛି । ଆତଙ୍କବାଦୀଙ୍କ ଏହି ଶିବିରରୁ ୩ଟି ଏକେ-56, ୨ଟି ଚାଇନିଜ୍ ପିସ୍ତଲ, ୨ଟି ଚାଇନିଜ୍ ଗ୍ରେନେଡ୍, ଗୋଟିଏ ଟେଲିସ୍କୋପ୍, ୬ଟି ଏକେ ମାଗାଜିନ୍, ୨ଟି ପିସ୍ତଲ ମାଗାଜିନ୍ ସହ ଅନ୍ୟ କେତେକ…