Latest Odisha News

BREAKING NEWS

Browsing Tag

japan

ଚମତ୍କାର ! ଏକ୍ସେଲ୍ ସିଟ୍‌ରେ ପେଣ୍ଟିଂ ବନାଉଛନ୍ତି ୮୦ ବର୍ଷୀୟ

ଭୁବନେଶ୍ୱର: ମାଇକ୍ରୋସଫ୍ଟ ଏକ୍ସେଲ୍ । ସାରା ବିଶ୍ୱରେ ଏହି ସଫ୍ଟ ୱେର୍ ଜରିଆରେ ଲୋକେ ନିଜ ଆବଶ୍ୟକତା ଅନୁଯାୟୀ କମ୍ପ୍ୟୁଟରରେ କାମ କରିଥାନ୍ତି । ଖାସ୍ କରି ବାଲାନ୍ସ ସିଟ୍ ଓ ଗ୍ରାଫ୍ ପ୍ରସ୍ତୁତି ପାଇଁଏହାର ବ୍ୟବହାର ହୋଇଥାଏ । ହେଲେ କେବେ ଶୁଣିଛନ୍ତି ଏକ୍ସେଲ୍‌ରେ ପ୍ରସ୍ତୁତ ହୋଇପାରେ…

ଏହି ଦେଶରେ କରୋନାଠାରୁ ବଳିଗଲା ଆତ୍ମହତ୍ୟାର ପ୍ରକୋପ; ଏଠାରେ ଆତ୍ମହତ୍ୟା ଯୋଗୁ ଯାଉଛି ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଏହି ମହାମାରୀ ହେତୁ ଅନେକ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଜାପାନରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍‌ନାକୁ ଆସିଛି। ସୂଚନାଯୋଗ୍ୟ ଯେ ଗତ ମାସରେ ଜାପାନରେ…

ଜାପାନରେ ୨୦୦ରୁ ଅଧିକ ଗଣେଶ ମନ୍ଦିର, ହେଲେ କାଠ ବାକ୍ସରେ ଆବଦ୍ଧ ମୂର୍ତ୍ତୀ !

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓ । ହଜାରହଜାର ବର୍ଷ ପୂର୍ବରୁ ଏଠି ଅନେକ ଗଣେଶ ମନ୍ଦିର ସ୍ଥାପନ ହୋଇଥିଲା । ପଢି ତାଜୁବ ହେଉଥିବ ନିଶ୍ଚୟ । କଥାଟି ମନରେ କୌତୁହଳ ସୃଷ୍ଟି କରୁଥିଲେ ବି ସତ । ହେଲେ ଏଠି ଏମିତି ଏକ ଗଣେଶ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କୁ ଏକ କାଠ ବାକ୍ସ ଭିତରେ…

ମାଟି ତଳୁ ମିଳିଲା ୧୫୦୦ ମାନବ ହାଡ !

ଭୁବନେଶ୍ୱର: ଖନନ ପ୍ରକ୍ରିୟାରେ ମାଟି ତଳୁ ମିଳିଲା ଶହଶହ ମାନବ ହାଡ । ମିଳିଥିବା କଙ୍କାଳଗୁଡିକ ୧୬୦ ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ତେବେ କେଉଁଠି ମିଳିଛି ଏତେ ସଂଖ୍ୟାର ମାନବ କଙ୍କାଳ ? ପଶ୍ଚିମ ଜାପାନର ଓସାକା ସହରରେ ମିଳିଛି ୧୫୦୦ ମାନବ ହାଡ । ବିଶେଷଜ୍ଞଙ୍କ ଅନୁଯାୟୀ…

ଜାପାନର ବୋୖଦ୍ଧ ମନ୍ଦିରରେ ରୋବଟ ପୂଜକ ପ୍ରସ୍ତୁତି ପାଇଁ ସାତ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ଅନେକ ସମୟରେ ହୋଟେଲ ରେ ହେଉ ଅବା ଅଫିସ ରେ ରୋବଟ କାମ କରିବା ଦେଖିଥିବେ | ବଡ ବଡ ଦେଶ ସବୁ ଏଥିରେ ବିଭିନ୍ନ ପ୍ରକାରର ରିସର୍ଚ୍ଚ କରିବାକୁ ଲାଗିଛନ୍ତି | ଏଥିରୁ ଜାପାନ ବାଦ ପଡ଼ନ୍ତା କିପରି | ଏମିତିବି ଜାପାନ ନୂଆନୂଆ ଜିନିଷ ତିଆରି କରିବାରେ ସମସ୍ତଙ୍କଠାରୁ ଆଗରେ | ଏବେ ସେମିତି ଗୋଟେ ଖବର…

କୋଭିଡ଼-19 ପରିସ୍ଥିତି ନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଟେଲିଫୋନ ଯୋଗେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଟାରୋ କୋନୋଙ୍କ ସହ କୋଭିଡ଼-୧୯ ମହାମାରୀ ସଂକ୍ରମଣ ସଂପର୍କରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ ଏବଂ ଏହାର…

ଜାପାନ: ଅଲିମ୍ପିକ ମଶାଲ ପ୍ରଦର୍ଶନ, ହଜାରହଜାର ଲୋକଙ୍କ ଭିଡ

ଜାପାନ: ସାରା ବିଶ୍ୱରେ କରୋନାଭାଇରସ୍ ର କହର । ହେଲେ ଏହାକୁ ଖାତିର ନ କରି ଜାପାନରେ ଏକାଠି ହେଲେ ୫୦ହଜାରରୁ ଅଧିକ ଲୋକ ।କରୋନା ମହାମାରୀକୁ ଆଡେଇ ଅଲିମ୍ପିକ ମଶାଲକୁ ଜାପାନର ସେଣ୍ଡାଇ ଷ୍ଟେସନଠାରେ ପ୍ରଦର୍ଶିତ କରାଯାଇଥିଲା । ଶନିବାର ଏହି ମଶାଲକୁ ଦେଖିବା ପାଇଁ ସମସ୍ତ ବର୍ଗର ଜନତା…

ସ୍ବଦେଶ ଫେରିଲେ ଜାପାନ ଜାହାଜରେ ଫସି ରହିଥିବା ଓଡିଆ ଇଞ୍ଜିନିୟର

ଭୁବନେଶ୍ୱର/ନୂଆଦିଲ୍ଲୀ: କୋରାନା ଭାଇରସରେ ପ୍ରଭାବିତ ‘ଡାଏମଣ୍ଡ ପ୍ରିନସେସ୍‌’ କ୍ରୁଜରଲାଇନରେ ୨୦ ଦିନ ରହିବା ପରେ ଓଡିଆ ଯୁବ ସଫ୍ଟୱେୟାର ଇଞ୍ଜିନିୟର ଶିବାଶିଷ ନାୟକ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଟୋକିଓରୁ ଏୟାର ଇଣ୍ଡିଆ ବିମାନ ୧୧୮ ଭାରତୀୟଙ୍କ ସହ ୫ ବିଦେଶୀ ନାଗରିକଙ୍କୁ ଧରି…